ETV Bharat / sports

DC vs KXIP: ଆଜି କ୍ରିସ୍ ଗେଲ ଭାଙ୍ଗି ପାରନ୍ତି ଏହି ରେକର୍ଡ

ଆଇପିଏଲରେ ସାଢେ 4 ହଜାର ରନ ପୂରଣ କରିବାଠାରୁ ମାତ୍ର 16ରନ ଦୂରରେ ରହିଛନ୍ତି କ୍ରିସ୍ ଗେଲ୍ । ଯାହାକି କେବଳ ସନରାଇଜର୍ସ ହାଇଦ୍ରାବାଦ ଅଧିନାୟକ ଡେଭିଡ ୱାର୍ନରଙ୍କ ନାମରେ ରହିଛି ।

DC vs KXIP: ଆଜି କ୍ରିସ୍ ଗେଲ ଭାଙ୍ଗି ପାରନ୍ତି ଏହି ରେକର୍ଡ
DC vs KXIP: ଆଜି କ୍ରିସ୍ ଗେଲ ଭାଙ୍ଗି ପାରନ୍ତି ଏହି ରେକର୍ଡ
author img

By

Published : Sep 20, 2020, 8:37 PM IST

ଦୁବାଇ: ଆଜି ଆଇପିଏଲ 2ୟ ମ୍ୟାଚରେ ଶ୍ରେୟସ ଆୟରଙ୍କ ଟିମ ଦିଲ୍ଲୀ ଓ କେଏଲ ରାହୁଲଙ୍କ ପଞ୍ଜାବ ଦଳକୁ ଭେଟୁଛି । ତେବେ ଟସ ଜିତି ପ୍ରଥମେ ବୋଲିଂ ନିଷ୍ପତି ନେଇଛନ୍ତି ପଞ୍ଜାବ ଅଧିନାୟକ କେଏଲ ରାହୁଲ । ଏହି ମ୍ୟାଚ ବେଶ ରୋମାଞ୍ଚକର ହେବା ନେଇ ବେସ ଆଶା କରଯାଉଛି । କାରଣ ଆଜି ମ୍ୟାଚରେ ପଞ୍ଜାବର ପାୱାର ହାଉସ ମଚାଇ ପାରନ୍ତି ଏମିତ ଧୂମ । ସେପଟେ ଦିଲ୍ଲୀ ଅଧିନାୟକଙ୍କୁ ବି ଅପେକ୍ଷା କରିଛି ଏହି ରେକର୍ଡ ।

ସାଢେ 4 ହଜାର ରନ ପୂରଣ କରିବା ଠାରୁ ମାତ୍ର 16 ରନ ଦୂରରେ ରହିଛନ୍ତି କ୍ରିସ୍ ଗେଲ୍ । ଯାହାକି କେବଳ ସନରାଇଜର୍ସ ହାଇଦ୍ରାବାଦ ଅଧିନାୟକ ଡେଭିଡ ୱାର୍ନରଙ୍କ ନାମରେ ରହିଛି । ତେବେ କିଙ୍ଗସ ଏକାଦଶ ପଞ୍ଜାବର ହେଭି ହିଟର ଏପର୍ଯ୍ୟନ୍ତ 125 ଆଇପିଏଲ୍ ମ୍ୟାଚ୍ ଖେଳିଛନ୍ତି ଯେଉଁଥିରେ ସେ 4,484 ରନ୍ ସ୍କୋର କରିଛନ୍ତି । ଆଇପିଏଲରେ 4500 ରନ୍ ମାର୍କ ଅତିକ୍ରମ କରିବାକୁ ତାଙ୍କୁ 16 ରନ୍ ଆବଶ୍ୟକ ରହିଛି ।

ପନ୍ତ ରଚି ପାରନ୍ତି ଇତିହାସ-

ପଞ୍ଜାବ ଅଧିନାୟକ କେଏଲ୍ ରାହୁଲ ଆଇପିଏଲରେ ଦ୍ରୁତତମ ଅର୍ଦ୍ଧଶତକ କରିବାରେ ରେକର୍ଡ ରଖିଛନ୍ତି । 2018 ସଂସ୍କରଣରେ ସେ 14 ବଲରେ ଏହାକୁ ହାସଲ କରିଥିଲେ । ଯେଉଁଠି ଋଷବ ପନ୍ତ 18 ଟି ବଲରେ ଅର୍ଦ୍ଧଶତକ ହାସଲ କରିଛନ୍ତି । ତେବେ ଭାରତୀୟ ଦଳ ଦୁଇ ୱିକେଟ କିପରଙ୍କ ମଧ୍ୟରେ ଆଜି ଏହି ଦମଦାର ଲଢେଇ ଦେଖିବାକୁ ମିଳିବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.