ETV Bharat / sports

ଆଗାମୀ ସିଜନରେ ଏକ ଶକ୍ତ ଦଳ ହୋଇ ଫେରିବୁ: ଋଷଭ ପନ୍ତ

author img

By

Published : Nov 12, 2020, 2:10 PM IST

ଆଇପିଏଲ-13ର ଫାଇନାଲ ମ୍ୟାଚରେ ମୁମ୍ବାଇ ଠାରୁ ଦିଲ୍ଲୀ ପରାସ୍ତ ହେବା ପରେ ଦିଲ୍ଲୀର ଓ୍ବିକେଟକିପର ଋଷଭ ପନ୍ତ ତାଙ୍କର ଫ୍ୟାନ୍ସଙ୍କ ପାଇଁ ଏକ ଖାସ ଟ୍ବିଟ କରିଛନ୍ତି । ପଢନ୍ତୁ

ଆଗାମୀ ସିଜନରେ ଏକ ଶକ୍ତ ଦଳ ହୋଇ ଫେରିବୁ: ଋଷଭ ପନ୍ତ
ଆଗାମୀ ସିଜନରେ ଏକ ଶକ୍ତ ଦଳ ହୋଇ ଫେରିବୁ: ଋଷଭ ପନ୍ତ

ଦୁବାଇ: ଆଇପିଏଲ-13ର ଫାଇନାଲ ମ୍ୟାଚରେ ମୁମ୍ବାଇ ଠାରୁ ଦିଲ୍ଲୀ ପରାସ୍ତ ହୋଇଥିଲା । ଏହି ପରାଜୟ ପରେ ଦିଲ୍ଲୀର ଓ୍ବିକେଟକିପର ଋଷଭ ପନ୍ତ ଫ୍ୟାନ୍ସଙ୍କ ପାଇଁ ଏକ ଖାସ୍‌ ଟ୍ବିଟ କରିଛନ୍ତି ।

ପନ୍ତ ଟ୍ବିଟ କରି କହିଛନ୍ତି ଯେ, ସିଜନରେ ଭଲ ଅନ୍ତ କରି ପାରିଲୁ ନାହିଁ,ସେଥିଲାଗି ନିରାଶ ଅଛୁ । ଆମେ ସବୁବେଳେ ଲଢୁଆଳ ମନୋଭାବ ନେଇ ଗ୍ରାଉଣ୍ଡକୁ ଓହ୍ଲାଉଥିଲୁ । ଟିମର ସମସ୍ତ ସାଥି ଓ ପ୍ରଶିକ୍ଷକ ସାଥ୍‌ ଦେଇଥିବାରୁ ଧନ୍ୟବାଦ । ଆମର ପ୍ରଶଂସକଙ୍କୁ ବହୁତ ବହୁତ ଭଲ ପାଇବା । ଆଗାମୀ ସିଜନରେ ଏକ ଶକ୍ତ ଦଳ ହୋଇ ଫେରିବୁ ।

  • Unfortunate to not finish the season on a high but so proud of the team.We had our ups and downs but always showed fighting spirit.Thank you to all my teammates and coaches for your support.Lots of love to our amazing fans. We will be back stronger @DelhiCapitals fam ❤️#RoarMacha pic.twitter.com/Ir94ncsm6v

    — Rishabh Pant (@RishabhPant17) November 11, 2020 " class="align-text-top noRightClick twitterSection" data="

Unfortunate to not finish the season on a high but so proud of the team.We had our ups and downs but always showed fighting spirit.Thank you to all my teammates and coaches for your support.Lots of love to our amazing fans. We will be back stronger @DelhiCapitals fam ❤️#RoarMacha pic.twitter.com/Ir94ncsm6v

— Rishabh Pant (@RishabhPant17) November 11, 2020 ">

ପନ୍ତ ଫାଇନାଲ ମ୍ୟାଚରେ 56ରନର ଇଂନିସ ଖେଳିଥିଲେ ଓ ଆୟରଙ୍କ ସହ ମିଶି କି 96ରନର ପାର୍ଟନରସିପ ।

ସୂଚନାଥାଉକି ଦିଲ୍ଲୀ ପ୍ରଥମ କରି ଫାଇନାଲ ମ୍ୟାଚ ଖେଳିଛି । କିନ୍ତୁ ଟାଇଟଲ ଜିଣି ପାରିଲା ନାହିଁ ଆୟରଙ୍କ ଦିଲ୍ଲୀ କ୍ୟାପିଟାଲ୍ସ । ମୁମ୍ବାଇ 5ମଥର ପାଇଁ ବିଜେତା ପାଲଟିଛି ।

ଦୁବାଇ: ଆଇପିଏଲ-13ର ଫାଇନାଲ ମ୍ୟାଚରେ ମୁମ୍ବାଇ ଠାରୁ ଦିଲ୍ଲୀ ପରାସ୍ତ ହୋଇଥିଲା । ଏହି ପରାଜୟ ପରେ ଦିଲ୍ଲୀର ଓ୍ବିକେଟକିପର ଋଷଭ ପନ୍ତ ଫ୍ୟାନ୍ସଙ୍କ ପାଇଁ ଏକ ଖାସ୍‌ ଟ୍ବିଟ କରିଛନ୍ତି ।

ପନ୍ତ ଟ୍ବିଟ କରି କହିଛନ୍ତି ଯେ, ସିଜନରେ ଭଲ ଅନ୍ତ କରି ପାରିଲୁ ନାହିଁ,ସେଥିଲାଗି ନିରାଶ ଅଛୁ । ଆମେ ସବୁବେଳେ ଲଢୁଆଳ ମନୋଭାବ ନେଇ ଗ୍ରାଉଣ୍ଡକୁ ଓହ୍ଲାଉଥିଲୁ । ଟିମର ସମସ୍ତ ସାଥି ଓ ପ୍ରଶିକ୍ଷକ ସାଥ୍‌ ଦେଇଥିବାରୁ ଧନ୍ୟବାଦ । ଆମର ପ୍ରଶଂସକଙ୍କୁ ବହୁତ ବହୁତ ଭଲ ପାଇବା । ଆଗାମୀ ସିଜନରେ ଏକ ଶକ୍ତ ଦଳ ହୋଇ ଫେରିବୁ ।

  • Unfortunate to not finish the season on a high but so proud of the team.We had our ups and downs but always showed fighting spirit.Thank you to all my teammates and coaches for your support.Lots of love to our amazing fans. We will be back stronger @DelhiCapitals fam ❤️#RoarMacha pic.twitter.com/Ir94ncsm6v

    — Rishabh Pant (@RishabhPant17) November 11, 2020 " class="align-text-top noRightClick twitterSection" data=" ">

ପନ୍ତ ଫାଇନାଲ ମ୍ୟାଚରେ 56ରନର ଇଂନିସ ଖେଳିଥିଲେ ଓ ଆୟରଙ୍କ ସହ ମିଶି କି 96ରନର ପାର୍ଟନରସିପ ।

ସୂଚନାଥାଉକି ଦିଲ୍ଲୀ ପ୍ରଥମ କରି ଫାଇନାଲ ମ୍ୟାଚ ଖେଳିଛି । କିନ୍ତୁ ଟାଇଟଲ ଜିଣି ପାରିଲା ନାହିଁ ଆୟରଙ୍କ ଦିଲ୍ଲୀ କ୍ୟାପିଟାଲ୍ସ । ମୁମ୍ବାଇ 5ମଥର ପାଇଁ ବିଜେତା ପାଲଟିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.