ETV Bharat / sports

ଲକଡାଉନ୍‌ରେ ଡେଭିଡ ୱାର୍ଣ୍ଣର ଟିକ୍‌ଟକ୍‌ ମାନିଆ

author img

By

Published : Apr 28, 2020, 9:47 PM IST

ଡେଭିଡ ୱାର୍ଣ୍ଣର ସୋସିଆଲ ମିଡିଆରେ ଆଜିକାଲି ବେଶ୍‌ ଆକ୍ଟିଭ ଅଛନ୍ତି । ଅଷ୍ଟ୍ରେଲିଆ କ୍ରିକେଟ ଟିମର ପୂର୍ବତନ ଉପଅଧିନାୟକ ଡେଭିଡ ୱାର୍ଣ୍ଣର । ଲକଡାଉନ ବେଳେ ତାଙ୍କର ଫ୍ୟାନ୍ସମାନଙ୍କ ପାଇଁ ଟିକଟକ ଭିଡିଓ ବନେଇବାରେ ସେ ବ୍ୟସ୍ତ । ଅଧିକ ପଢ଼ନ୍ତୁ...

ଲକଡାଉନ୍‌ରେ ଡେଭିଡ ଓ୍ବାର୍ଣ୍ଣରଙ୍କ ଟିକ୍‌ଟିକ୍‌ ମାନିଆ

ହାଇଦ୍ରାବାଦ: ଅଷ୍ଟ୍ରେଲିଆ କ୍ରିକେଟ ଟିମର ପୂର୍ବତନ ଉପଅଧିନାୟକ ଡେଭିଡ ୱାର୍ଣ୍ଣର ସୋସିଆଲ ମିଡିଆରେ ଆଜିକାଲି ବେଶ୍‌ ଆକ୍ଟିଭ ଅଛନ୍ତି । ଲକଡାଉନ ବେଳେ ତାଙ୍କର ଫ୍ୟାନ୍ସମାନଙ୍କ ପାଇଁ ଟିକଟକ ଭିଡିଓ ବନେଇବାର ଦେଖିବାକୁ ମିଳୁଛି । ସେହି ଭିଡିଓରେ ତାଙ୍କ ସ୍ତ୍ରୀ ମଧ୍ୟ ତାଙ୍କର ବେଶ ଭଲ ଭାବରେ ସାଥ ଦେଉଛନ୍ତି ।

ମଙ୍ଗଳବାର ସେ ଏକ ଭିଡିଓ ଇନଷ୍ଟାଗ୍ରାମରେ ପୋଷ୍ଟ କରିଛନ୍ତି ସେଥିରେ ୱାର୍ଣ୍ଣର ତାଙ୍କ ସ୍ତ୍ରୀଙ୍କ ଡ୍ରେସ୍‌ ପିନ୍ଧିଥିବାର ଦେଖିବାକୁ ମିଳିଛି । ବେଶ୍‌ ମଜାଦାର ଭିଡିଓଟି ପୋଷ୍ଟ କରିଛନ୍ତି ୱାର୍ଣ୍ଣର ।

ଏହା ପୂର୍ବରୁ ତାଙ୍କର ବେବି ଗାର୍ଲ ସହ ଏକ ଟିକଟିକ ଭିଡିଓ କରିଥିଲେ ୱାର୍ଣ୍ଣର ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.