ETV Bharat / sports

କୋହଲିଙ୍କୁ ଦଳରେ ରଖି ଡାଲ ମଖନୀ ଖାଇବାକୁ ଚାହୁଁଛନ୍ତି ଡାନିଏଲ ଭିଟୋରୀ - newzland cricket

ଡାନିଏଲ ଭିଟୋରୀ ଏକ ଇଣ୍ଟରଭିୟ୍ୟୁରେ ଭାରତୀୟ ଖେଳାଳିଙ୍କ ଓ ପ୍ରିୟ ଭାରତୀୟ ଖାଦ୍ୟ ବିଷୟରେ ଆଲୋଚନା କରିଛନ୍ତି । 2015 ଆଇସିସି ବିଶ୍ବକପ ପରେ କ୍ରିକେଟରୁ ସନ୍ୟାସ ନେଇଛନ୍ତି ଡାନିଏଲ ଭିଟୋରୀ  ।

daniel vettori
author img

By

Published : Oct 24, 2019, 3:12 PM IST

ହାଇଦ୍ରାବାଦ: ନ୍ୟୁଜିଲାଣ୍ଡର ପୂର୍ବତନ ଅଧିନାୟକ ଡାନିଏଲ ଭିଟୋରୀ ଏକ ଇଣ୍ଟରଭିୟ୍ୟୁରେ ଭାରତୀୟ ଖେଳାଳିଙ୍କ ଠାରୁ ଆରମ୍ଭ କରି ଭାରତୀୟ ଖାଦ୍ୟ ବିଷୟରେ ଆଲେଚନା କରିଛନ୍ତି ।

ସେ କହିଛନ୍ତି ଯେ, ରାହୁଲ ଦ୍ରାବିଡ ସାମ୍ନାରେ ବୋଲିଂ କରିବାବେଳେ ଅସୁବିଧା ହୋଇଥାଏ । ବିରାଟ କୋହଲି ଏପରି ଖେଳାଳି ଯାହାଙ୍କୁ ମୋ ଟିମରେ ରଖିବାକୁ ଚାହିଁବି ।
ସେ ଆହୁରି ମଧ୍ୟ କହିଛନ୍ତି ଯେ, ଭାରତୀୟ ଡିସ୍‌ ମଧ୍ୟରେ ଡାଲ ମଖନି ମତେ ପସନ୍ଦ ବୋଲି କହିଛନ୍ତି ।

daniel vettori
ଫଟୋ ସୌଜନ୍ୟ:ସୋସିଆଲ ମିଡିଆ@ESPNcricinfo

2015 ଆଇସିସି ବିଶ୍ବକପ ପରେ କ୍ରିକେଟରୁ ସନ୍ୟାସ ନେଇଛନ୍ତି ଡାନିଏଲ ଭିଟୋରୀ । ସୂଚନାଥାଉକି, ଡାନିଏଲ 2007 ରୁ 2011 ଯାଏଁ ଟିମ୍‌ର ଅଧିନାୟକ ଦାୟିତ୍ବ ତୁଲାଇଛନ୍ତି । ନିଜ ଦେଶ ପାଇଁ ସେ ସର୍ବାଧିକ ଟେଷ୍ଟ ମ୍ୟାଚ ଖେଳିଛନ୍ତି । ଦେଶ ପାଇଁ 113ଟି ଟେଷ୍ଟ ମ୍ୟାଚ ଖେଳିବା ସହ ଓ 362ଟି ଓ୍ବିକେଟ ଅକ୍ତିଆର କରିଛନ୍ତି ।

ଏବେ ସେ ବାଂଲାଦେଶ କ୍ରିକେଟ ଟିମର ସ୍ପିନ ବୋଲିଂ କୋଚ ରୂପେ ଦାୟିତ୍ବ ତୁଲାଉଛନ୍ତି ।

Intro:Body:Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.