ETV Bharat / sports

ସିଏସକେ ସିଇଓ କହିଲେ ଧୋନିଙ୍କୁ କାହିଁକି କୁହାଯାଏ ‘ଥାଲା’

author img

By

Published : Jul 7, 2020, 9:32 PM IST

ଧୋନିଙ୍କୁ କାହିଁକି ସମସ୍ତେ ‘ଥାଲା’ ଡାକନ୍ତି ସେ ବିଷୟରେ କହିଲେ ସିଏସକେ ସିଇଓ । ଅଧିକ ପଢ଼ନ୍ତୁ...

CSK CEO, birthday boy Dhoni, Dhoni as Thala, ସିଏସକେ ସିଇଓ, ଥାଲା, କାଶୀ ବିଶ୍ବନାଥନ,  ଧୋନି
ସିଏସକେ ସିଇଓ କହିଲେ ଧୋନିଙ୍କୁ କାହିଁକି କୁହାଯାଏ ‘ଥାଲା’

ନୂଆଦିଲ୍ଲୀ: ଚେନ୍ନାଇ ସୁପର କିଙ୍ଗ୍ସ ସିଇଓ କାଶୀ ବିଶ୍ବନାଥନ ଧୋନିଙ୍କୁ ପ୍ରଶଂସା କରି କରିଛନ୍ତି ଓ ସମସ୍ତେ କାହିଁକି ତାଙ୍କୁ ‘ଥାଲା’ ଡାକନ୍ତି ସେ ବିଷୟରେ ମଧ୍ୟ କହିଛନ୍ତି ।

ଧୋନିଙ୍କ ଅଧିନାୟକତ୍ବରେ ଚେନ୍ନାଇ ସୁପର ଧୋନିଙ୍କ ତତ୍ତ୍ବାବଧାନରେ ଚେନ୍ନାଇ ଇଣ୍ଡିଆନ ପ୍ରିମିୟର ଲିଗର ପ୍ରତ୍ୟେକ ସଂସ୍କରଣର ପ୍ଲେ ଅଫରେ ପହଁଞ୍ଚିଥିଲା ଏବଂ ତିନି ଥର ଟାଇଟଲ ମଧ୍ୟ ଜିତିଥିଲା ।

ଷ୍ଟାର ସ୍ପୋର୍ଟ୍ସ ତାମିଲ ଶୋରେ ବିଶ୍ବନାଥନ୍ କହିଛନ୍ତି, ‘‘କେବଳ ଗୋଟିଏ କଥା, ମୁଁ ଜାଣିଥିଲି ଯେ ସେ (ଧୋନି) ନିଜେ ଦଳରୁ ଶ୍ରେଷ୍ଠ ବାହାର କରିବାକୁ ସକ୍ଷମ ଅଟନ୍ତି। ସେ ଦଳର ଯେକୌଣସି ସଦସ୍ୟଙ୍କ ମଧ୍ୟରୁ ସର୍ବୋତ୍ତମ ପ୍ରଦର୍ଶନ ନେବାରେ ସକ୍ଷମ ଅଟନ୍ତି। ସେଥିପାଇଁ ଆମେ ତାଙ୍କୁ ଥାଲା ବୋଲି କହୁ।’’

ସେ ଆହୁରି ମଧ୍ୟ କହିଛନ୍ତି ଯେ, ‘‘ବର୍ତ୍ତମାନ ଠାରୁ 10 ବର୍ଷ ମଧ୍ୟରେ ମୋର ଅନୁଭବ ହେଉଛି ଯେ ସେ ଚେନ୍ନାଇର ସୁପର କିଙ୍ଗ୍ସ ବସ୍‌ ଭାବରେ ଚେନ୍ନାଇରେ ଏକ ସ୍ଥାୟୀ ଫିଚର ହେବେ।’’

ଧୋନିଙ୍କ ମଙ୍ଗଳବାର 39 ବର୍ଷରେ ପାଦ ଦେଇଥିବା ବେଳେ ସୋସିଆଲ ମିଡିଆରେ ଶୁଭେଚ୍ଛା ଜଣାଇଛନ୍ତି। ବର୍ତ୍ତମାନର ଅଧିନାୟକ ବିରାଟ କୋହଲିଙ୍କ ଠାରୁ ଆରମ୍ଭ କରି ମୁଖ୍ୟ ପ୍ରଶିକ୍ଷକ ରବି ଶାସ୍ତ୍ରୀଙ୍କ ପର୍ଯ୍ୟନ୍ତ ସମସ୍ତେ ଭାରତର ପୂର୍ବତନ ଅଧିନାୟକଙ୍କୁ ତାଙ୍କ ବିଶେଷ ଦିନରେ ଶୁଭେଚ୍ଛା ଜଣାଇଛନ୍ତି।

@IANS

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.