ପ୍ରକାଶ ପାଇଲା ସୁରେଶ ରାଇନାଙ୍କ ବାୟୋଗ୍ରାଫି ପୁସ୍ତକ ‘ବିଲିଭ’ - ସୁରେଶ ରାଇନାଙ୍କ ବାୟୋଗ୍ରାଫି
କ୍ରିକେଟ ସମୀକ୍ଷକ, ଲେଖକ ଭାରତ ସୁନ୍ଦରେସନଙ୍କ ସହ ମିଶି ନିଜ ବହି ‘ବିଲିଭ’କୁ ଲେଖିଛନ୍ତି ରାଇନା । ଅଧିକ ପଢନ୍ତୁ...
ହାଇଦ୍ରାବାଦ: ସାମ୍ନାକୁ ଆସିଲା ପୂର୍ବତନ ଭାରତୀୟ କ୍ରିକେଟର ସୁରେଶ ରାଇନାଙ୍କ ବାୟୋଗ୍ରାଫି । କ୍ରିକେଟ ସମୀକ୍ଷକ, ଲେଖକ ଭାରତ ସୁନ୍ଦରେସନଙ୍କ ସହ ମିଶି ନିଜ ବହି ‘ବିଲିଭ’କୁ ଲେଖିଛନ୍ତି ରାଇନା । ଟ୍ବିଟ କରି ନେଇ ଖୁଲାସା କରିଛନ୍ତି ରାଇନା ।
-
Believe. An inner journey to achieve my cricketing dream
— Suresh Raina🇮🇳 (@ImRaina) April 13, 2021 " class="align-text-top noRightClick twitterSection" data="
Believe. What it takes to find your best within you
Believe. When you have faith within yourself beyond boundaries#PREORDER your book herehttps://t.co/OR62iwDcHT
#BelieveBook #SureshRaina@PenguinIndia @beastieboy07 pic.twitter.com/yBey3UK3N9
">Believe. An inner journey to achieve my cricketing dream
— Suresh Raina🇮🇳 (@ImRaina) April 13, 2021
Believe. What it takes to find your best within you
Believe. When you have faith within yourself beyond boundaries#PREORDER your book herehttps://t.co/OR62iwDcHT
#BelieveBook #SureshRaina@PenguinIndia @beastieboy07 pic.twitter.com/yBey3UK3N9Believe. An inner journey to achieve my cricketing dream
— Suresh Raina🇮🇳 (@ImRaina) April 13, 2021
Believe. What it takes to find your best within you
Believe. When you have faith within yourself beyond boundaries#PREORDER your book herehttps://t.co/OR62iwDcHT
#BelieveBook #SureshRaina@PenguinIndia @beastieboy07 pic.twitter.com/yBey3UK3N9
କ୍ରିକେଟର ସ୍ବପ୍ନ ପୂରଣ ପାଇଁ ଅନ୍ତରୀଣ ଯାତ୍ରାର କାହାଣୀ 'ବିଲିଭ'ରେ ରହିଛି । ଆତ୍ମବିଶ୍ବାସ ଓ ଜୀବନର ଶିକ୍ଷା ଏହି ପୁସ୍ତକରେ ରହିଥିବା କହିଛନ୍ତି ରାଇନା ।
ଭାରତ ସୁନ୍ଦରେସନ ମଧ୍ୟ ଟ୍ବିଟରେ ଏହାର ଭାଗିଦାର ହୋଇଥିବାରୁ ସୌଭାଗ୍ୟଶାଳୀ ବୋଲି କହିଛନ୍ତି । ଏଥିସହ ରାଇନାଙ୍କ ଜୀବନର ଅନେକ ଅଜଣା, ସଂଘର୍ଷମୟ, ସ୍ମରଣୀୟ ଘଟଣା ସ୍ଥାନ ପାଇଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ