ETV Bharat / sports

ପ୍ରକାଶ ପାଇଲା ସୁରେଶ ରାଇନାଙ୍କ ବାୟୋଗ୍ରାଫି ପୁସ୍ତକ ‘ବିଲିଭ’

author img

By

Published : Apr 13, 2021, 9:45 PM IST

କ୍ରିକେଟ ସମୀକ୍ଷକ, ଲେଖକ ଭାରତ ସୁନ୍ଦରେସନଙ୍କ ସହ ମିଶି ନିଜ ବହି ‘ବିଲିଭ’କୁ ଲେଖିଛନ୍ତି ରାଇନା । ଅଧିକ ପଢନ୍ତୁ...

Cricketer Suresh raina's biography 'Believe' released
ସାମ୍ନାକୁ ଆସିଲା ସୁରେଶ ରାଇନାଙ୍କ ବାୟୋଗ୍ରାଫି ‘ବିଲିଭ’

ହାଇଦ୍ରାବାଦ: ସାମ୍ନାକୁ ଆସିଲା ପୂର୍ବତନ ଭାରତୀୟ କ୍ରିକେଟର ସୁରେଶ ରାଇନାଙ୍କ ବାୟୋଗ୍ରାଫି । କ୍ରିକେଟ ସମୀକ୍ଷକ, ଲେଖକ ଭାରତ ସୁନ୍ଦରେସନଙ୍କ ସହ ମିଶି ନିଜ ବହି ‘ବିଲିଭ’କୁ ଲେଖିଛନ୍ତି ରାଇନା । ଟ୍ବିଟ କରି ନେଇ ଖୁଲାସା କରିଛନ୍ତି ରାଇନା ।

Believe. An inner journey to achieve my cricketing dream

Believe. What it takes to find your best within you

Believe. When you have faith within yourself beyond boundaries#PREORDER your book herehttps://t.co/OR62iwDcHT

#BelieveBook #SureshRaina@PenguinIndia @beastieboy07 pic.twitter.com/yBey3UK3N9

— Suresh Raina🇮🇳 (@ImRaina) April 13, 2021

କ୍ରିକେଟର ସ୍ବପ୍ନ ପୂରଣ ପାଇଁ ଅନ୍ତରୀଣ ଯାତ୍ରାର କାହାଣୀ 'ବିଲିଭ'ରେ ରହିଛି । ଆତ୍ମବିଶ୍ବାସ ଓ ଜୀବନର ଶିକ୍ଷା ଏହି ପୁସ୍ତକରେ ରହିଥିବା କହିଛନ୍ତି ରାଇନା ।

ଭାରତ ସୁନ୍ଦରେସନ ମଧ୍ୟ ଟ୍ବିଟରେ ଏହାର ଭାଗିଦାର ହୋଇଥିବାରୁ ସୌଭାଗ୍ୟଶାଳୀ ବୋଲି କହିଛନ୍ତି । ଏଥିସହ ରାଇନାଙ୍କ ଜୀବନର ଅନେକ ଅଜଣା, ସଂଘର୍ଷମୟ, ସ୍ମରଣୀୟ ଘଟଣା ସ୍ଥାନ ପାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ହାଇଦ୍ରାବାଦ: ସାମ୍ନାକୁ ଆସିଲା ପୂର୍ବତନ ଭାରତୀୟ କ୍ରିକେଟର ସୁରେଶ ରାଇନାଙ୍କ ବାୟୋଗ୍ରାଫି । କ୍ରିକେଟ ସମୀକ୍ଷକ, ଲେଖକ ଭାରତ ସୁନ୍ଦରେସନଙ୍କ ସହ ମିଶି ନିଜ ବହି ‘ବିଲିଭ’କୁ ଲେଖିଛନ୍ତି ରାଇନା । ଟ୍ବିଟ କରି ନେଇ ଖୁଲାସା କରିଛନ୍ତି ରାଇନା ।

କ୍ରିକେଟର ସ୍ବପ୍ନ ପୂରଣ ପାଇଁ ଅନ୍ତରୀଣ ଯାତ୍ରାର କାହାଣୀ 'ବିଲିଭ'ରେ ରହିଛି । ଆତ୍ମବିଶ୍ବାସ ଓ ଜୀବନର ଶିକ୍ଷା ଏହି ପୁସ୍ତକରେ ରହିଥିବା କହିଛନ୍ତି ରାଇନା ।

ଭାରତ ସୁନ୍ଦରେସନ ମଧ୍ୟ ଟ୍ବିଟରେ ଏହାର ଭାଗିଦାର ହୋଇଥିବାରୁ ସୌଭାଗ୍ୟଶାଳୀ ବୋଲି କହିଛନ୍ତି । ଏଥିସହ ରାଇନାଙ୍କ ଜୀବନର ଅନେକ ଅଜଣା, ସଂଘର୍ଷମୟ, ସ୍ମରଣୀୟ ଘଟଣା ସ୍ଥାନ ପାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.