ETV Bharat / sports

ଫୁଡ୍‌ ସିଟିରେ ଜିଲାପିର ମଜା ନେଉଛନ୍ତି ଭାରତୀୟ କ୍ରିକେଟର

author img

By

Published : Nov 15, 2019, 4:41 PM IST

ଟିମ୍‌ ଇଣ୍ଡିଆର ପୂର୍ବତନ କ୍ରିକେଟର ଭିଭିଏସ ଲକ୍ଷ୍ମଣ ଓ ଗୌତମ ଗମ୍ଭୀର ଇନ୍ଦୋର ସହରରେ ଚଟ‌୍‌ପଟା ଖାଦ୍ୟର ନେଉଛନ୍ତି ମଜା । ସୋସିଆଲ ମିଡିଆରେ ଫଟୋ ସେୟର କରିଛନ୍ତି ଭିଭିଏସ ଲକ୍ଷ୍ମଣ ।

cricketer

ଇନ୍ଦୋର: ଫୁଡ ସିଟି ନାଁରେ ପରିଚିତ ଇନ୍ଦୋର ସହର । ଏହି ସହରକୁ ବୁଲିବାକୁ ଆସୁଥିବା ପର୍ଯ୍ୟଟକ ସହରର ଚଟ‌୍‌ପଟା ଖାଦ୍ୟକୁ ନ ଚାଖିକି ରହି ପାରିବେ ନାହିଁ । ତେବେ ଆମ ଭାରତୀୟ କ୍ରିକେଟର ଅବା କିପରି ବାଦ୍‌ ପଡି ଥାନ୍ତେ । ଟିମ୍‌ ଇଣ୍ଡିଆର ପୂର୍ବତନ କ୍ରିକେଟର ଭିଭିଏସ ଲକ୍ଷ୍ମଣ ଓ ଗୌତମ ଗମ୍ଭୀର ମଧ୍ୟପ୍ରଦେଶ ଇନ୍ଦୋରର ପୋହା ଓ ଜିଲାପିର ମଜା ନେଉଥିବାର ଦେଖିବାକୁ ମିଳିଛି ।

cricketer
ଫଟୋ ସୌଜନ୍ୟ: ସୋସିଆଲ ମିଡିଆ@VVSLaxman281

ଭିଭିଏସ ଲକ୍ଷ୍ମଣ ନିଜର ଟ୍ବିଟର ଆକାଉଣ୍ଟରେ ନିଜର ବ୍ରେକଫାଷ୍ଟ ଫଟୋ ସେୟାର କରି ଲେଖିଛନ୍ତି ଯେ, କେତେବେଳେ ପୋହାର ରାଗ ସ୍ବାଦ, ତ କେତେବେଳେ ଜିଲାପିର ମିଠା ସ୍ବାଦ ..ଇନ୍ଦୋର ସହରରେ ଦିନର ଆରମ୍ଭ ବେଶ୍‌ ସାନଦାର୍‌ ହୋଇଛି । ଫଟୋରେ ତାଙ୍କ ସହ ଗୌତମ ଗମ୍ଭୀରଙ୍କୁ ମଧ୍ୟ ଦେଖିବାକୁ ମିଳିଛି ।

ସୂଚନାଥାଉକି, ଭାରତ-ବାଂଲାଦେଶ ମଧ୍ୟରେ ପ୍ରଥମ ଟେଷ୍ଟମ୍ୟାଚ ଇନ୍ଦୋର ଠାରେ ଖେଳାଯାଉଛି । ଭିଭିଏସ ଲକ୍ଷ୍ମଣ ଓ ଗମ୍ଭୀର ଏହି ମ୍ୟାଚର କମେଣ୍ଟ୍ରୀ କରୁଛନ୍ତି ।

Intro:Body:

BLANK FOR LINK  

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.