ETV Bharat / sports

ଇଂଲଣ୍ଡ ଗସ୍ତ ନେଇ ୱେଷ୍ଟଇଣ୍ଡିଜ କ୍ରିକେଟ ବୋର୍ଡ ଦୃଢ ଆଶାବାଦୀ

author img

By

Published : May 25, 2020, 4:23 PM IST

ୱେଷ୍ଟଇଣ୍ଡିଜ କ୍ରିକେଟ ବୋର୍ଡ ଆଗାମୀ ଇଂଲଣ୍ଡ ଗସ୍ତ ନେଇ ଦୃଢ ଆଶାବାଦୀ ରହିଛି । ଜୁଲାଇ ମାସରେ ଇଂଲଣ୍ଡ ବିପକ୍ଷରେ ୱେଷ୍ଟଇଣ୍ଡିଜ 3 ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ଖେଳିବା ନେଇ ସୂଚୀ ରହିଛି ।

Cricket West Indies CEO confident of going ahead with England Tour
ଇଂଲଣ୍ଡ ଗସ୍ତ ନେଇ ୱେଷ୍ଟଇଣ୍ଡିଜ କ୍ରିକେଟ ବୋର୍ଡ ଦୃଢ ଆଶାବାଦୀ

ଲଣ୍ଡନ: ମହାମାରୀ କୋରୋନା ଭାଇରସର ପ୍ରଭାବ ବିଶ୍ବବ୍ୟାପୀ କମ ହୋଇନାହିଁ । ମାତ୍ର ଖୁବଶ୍ରୀଘ୍ର ଅନ୍ତର୍ଜାତୀୟ କ୍ରିକେଟ ଫେରିବା ନେଇ ସମ୍ଭାବନା ବୃଦ୍ଧିପାଇଛି ।

ୱେଷ୍ଟଇଣ୍ଡିଜ କ୍ରିକେଟ ବୋର୍ଡ ଆଗାମୀ ଇଂଲଣ୍ଡ ଗସ୍ତ ନେଇ ଦୃଢ ଆଶାବାଦୀ ରହିଛି । ଜୁଲାଇ ମାସରେ ଇଂଲଣ୍ଡ ବିପକ୍ଷରେ ୱେଷ୍ଟଇଣ୍ଡିଜ 3 ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ଖେଳିବା ନେଇ ସୂଚୀ ରହିଛି ।

ୱେଷ୍ଟଇଣ୍ଡିଜ କ୍ରିକେଟ ବୋର୍ଡର ମୁଖ୍ୟ କାର୍ଯ୍ୟନିବାହୀ ଜନ୍ନି ଗ୍ରେଭ ୱେଷ୍ଟଇଣ୍ଡିଜର ଇଂଲଣ୍ଡ ଗସ୍ତ ନେଇ ସଙ୍କେତ ଦେଇଛନ୍ତି । ମହାମାରୀ କୋରୋନା ଭାଇରସ ସଂକ୍ରମଣ ଭୟ କାରଣରୁ ମାର୍ଚ୍ଚରୁ ସମସ୍ତ ପ୍ରକାର କ୍ରିକେଟ ଇଭେଣ୍ଟ ବନ୍ଦ ରହିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.