ETV Bharat / sports

ଦିନେଶା ଦେବନାରେନଙ୍କ କାନ୍ଧରେ ଜୁନିୟର ଦ.ଆଫ୍ରିକା ଟିମର ମୁଖ୍ୟ କୋଚ ଦାୟିତ୍ବ

author img

By

Published : Apr 7, 2020, 11:43 PM IST

ପୂର୍ବତନ ଦକ୍ଷିଣଆଫ୍ରିକା ମହିଳା କ୍ରିକେଟର ଦିନେଶା ଦେବନାରେନଙ୍କୁ ନୂଆ ଦାୟିତ୍ବ । କ୍ରିକେଟ ଦକ୍ଷିଣ ଆଫ୍ରିକା(CSA) 19 ବର୍ଷରୁ କମ ଦକ୍ଷିଣଆଫ୍ରିକା ମହିଳା ଟିମର ମୁଖ୍ୟ ଭାବେ ଦିନେଶାଙ୍କୁ ନିଯୁକ୍ତି ଦେଇଛି ।

Dinesha Devnarain as South Africa Women's U-19 coach
ଦିନେସା ଦେବନାରେନ ଜୁନିୟର ଦକ୍ଷିଣ ଆଫ୍ରିକା ଟିମର ମୁଖ୍ୟ କୋଚ ନିଯୁକ୍ତ

ଜୋହାନ୍ସବର୍ଗ: ପୂର୍ବତନ ଦକ୍ଷିଣଆଫ୍ରିକା ମହିଳା କ୍ରିକେଟର ଦିନେଶା ଦେବନାରେନଙ୍କୁ ନୂଆ ଦାୟିତ୍ବ । କ୍ରିକେଟ ଦକ୍ଷିଣ ଆଫ୍ରିକା(CSA) 19 ବର୍ଷରୁ କମ ଦକ୍ଷିଣଆଫ୍ରିକା ମହିଳା ଟିମର ମୁଖ୍ୟ ଭାବେ ଦିନେଶାଙ୍କୁ ନିଯୁକ୍ତି ଦେଇଛି ।

31 ବର୍ଷିୟ ଦିନେଶା ଦେବନାରେନ ପୂର୍ବରୁ ଜାତୀୟ ଏକାଡେମୀରେ 2017ରୁ ସହକାରୀ କୋଚ ଭାବେ କାର୍ଯ୍ୟ କରୁଛନ୍ତି । ତେବେ 2020ରୁ 3ବର୍ଷ ପାଇଁ ଦିନେଶାଙ୍କୁ ନୂଆ ଦାୟତ୍ବ ମିଳିଛି ।

ବର୍ଷ 2008ରେ ଦିନେଶା ଅନ୍ତର୍ଜାତୀୟ କ୍ରିକେଟରେ ଡେବ୍ୟୁ କରିଥିଲେ । ଦକ୍ଷିଣଆଫ୍ରିକା ପାଇଁ 22ଟି ଦିନିକିଆ ଓ 22ଟି ଟି-20 ମ୍ୟାଚ ଖେଳିଛନ୍ତି । 2016ରେ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଇଥିଲେ ଦିନେଶା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.