ଜୋହାନ୍ସବର୍ଗ: ପୂର୍ବତନ ଦକ୍ଷିଣଆଫ୍ରିକା ମହିଳା କ୍ରିକେଟର ଦିନେଶା ଦେବନାରେନଙ୍କୁ ନୂଆ ଦାୟିତ୍ବ । କ୍ରିକେଟ ଦକ୍ଷିଣ ଆଫ୍ରିକା(CSA) 19 ବର୍ଷରୁ କମ ଦକ୍ଷିଣଆଫ୍ରିକା ମହିଳା ଟିମର ମୁଖ୍ୟ ଭାବେ ଦିନେଶାଙ୍କୁ ନିଯୁକ୍ତି ଦେଇଛି ।
31 ବର୍ଷିୟ ଦିନେଶା ଦେବନାରେନ ପୂର୍ବରୁ ଜାତୀୟ ଏକାଡେମୀରେ 2017ରୁ ସହକାରୀ କୋଚ ଭାବେ କାର୍ଯ୍ୟ କରୁଛନ୍ତି । ତେବେ 2020ରୁ 3ବର୍ଷ ପାଇଁ ଦିନେଶାଙ୍କୁ ନୂଆ ଦାୟତ୍ବ ମିଳିଛି ।
-
🎤Announcement
— Cricket South Africa (@OfficialCSA) April 6, 2020 " class="align-text-top noRightClick twitterSection" data="
🎉Former Momentum Proteas all-rounder Dinesh Devnarain has been appointed in a dual role as the first full-time Women’s Under-19s Head Coach and as the Women’s National Academy Head Coach
Get the full story here: https://t.co/Tz3JRkMNE7#AlwaysRising pic.twitter.com/Y5W4MLatVT
">🎤Announcement
— Cricket South Africa (@OfficialCSA) April 6, 2020

Get the full story here: https://t.co/Tz3JRkMNE7#AlwaysRising pic.twitter.com/Y5W4MLatVT🎤Announcement
— Cricket South Africa (@OfficialCSA) April 6, 2020
🎉Former Momentum Proteas all-rounder Dinesh Devnarain has been appointed in a dual role as the first full-time Women’s Under-19s Head Coach and as the Women’s National Academy Head Coach
Get the full story here: https://t.co/Tz3JRkMNE7#AlwaysRising pic.twitter.com/Y5W4MLatVT
ବର୍ଷ 2008ରେ ଦିନେଶା ଅନ୍ତର୍ଜାତୀୟ କ୍ରିକେଟରେ ଡେବ୍ୟୁ କରିଥିଲେ । ଦକ୍ଷିଣଆଫ୍ରିକା ପାଇଁ 22ଟି ଦିନିକିଆ ଓ 22ଟି ଟି-20 ମ୍ୟାଚ ଖେଳିଛନ୍ତି । 2016ରେ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଇଥିଲେ ଦିନେଶା ।