ETV Bharat / sports

କ୍ରୀଡା ଜଗତରୁ ଜାହିର ଖାନଙ୍କୁ ଜନ୍ମଦିନର ଶୁଭେଚ୍ଛା - ଜାହିର ଖାନ

ଭାରତୀୟ କ୍ରିକେଟ ଟିମ ଏବଂ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରର ଅଧିନାୟକ ବିରାଟ କୋହଲି, ପୂର୍ବତନ କ୍ରିକେଟର ଯୁବରାଜ ସିଂ ଏବଂ ଭିଭିଏସ୍ ଲକ୍ଷ୍ମଣ ବୁଧବାର 42 ବର୍ଷ ବୟସରେ ପାଦ ଥାପି ଥିବା ପୂର୍ବତନ ଭାରତୀୟ ପେସର ଜାହିର ଖାନଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି ।

କ୍ରୀଡା ଜଗତରୁ ଜାହିର ଖାନଙ୍କୁ ଜନ୍ମଦିନର ଶୁଭେଚ୍ଛା

author img

By

Published : Oct 7, 2020, 8:43 PM IST

ହାଇଦ୍ରାବାଦ: ଭାରତୀୟ କ୍ରିକେଟ ଟିମ ଏବଂ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରର ଅଧିନାୟକ ବିରାଟ କୋହଲି, ପୂର୍ବତନ କ୍ରିକେଟର ଯୁବରାଜ ସିଂ ଏବଂ ଭିଭିଏସ୍ ଲକ୍ଷ୍ମଣ ବୁଧବାର 42 ବର୍ଷ ବୟସରେ ପାଦ ଥାପି ଥିବା ପୂର୍ବତନ ଭାରତୀୟ ପେସର ଜାହିର ଖାନଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି । ଜାହିର ବର୍ତ୍ତମାନ ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ)ରେ ଇଣ୍ଡିଆନ ପ୍ରିମିୟର ଲିଗ୍ (ଆଇପିଏଲ୍)ରେ ମୁମ୍ବାଇ ଇଣ୍ଡିଆନ୍ସ (ଏମଆଇ) ସହିତ କ୍ରିକେଟ୍ ଅପରେସନ୍ ନିର୍ଦ୍ଦେଶକ ଭାବରେ କାର୍ଯ୍ୟ କରୁଛନ୍ତି ।

କ୍ରୀଡା ଜଗତରୁ ଜାହିର ଖାନଙ୍କୁ ଜନ୍ମଦିନର ଶୁଭେଚ୍ଛା
କ୍ରୀଡା ଜଗତରୁ ଜାହିର ଖାନଙ୍କୁ ଜନ୍ମଦିନର ଶୁଭେଚ୍ଛା
କ୍ରୀଡା ଜଗତରୁ ଜାହିର ଖାନଙ୍କୁ ଜନ୍ମଦିନର ଶୁଭେଚ୍ଛା
କ୍ରୀଡା ଜଗତରୁ ଜାହିର ଖାନଙ୍କୁ ଜନ୍ମଦିନର ଶୁଭେଚ୍ଛା

2000ରେ ଆଇସିସି ନକ୍ଆଉଟ୍ କପରେ ଡେବ୍ୟୁ କରିଥିଲେ ଭାରତୀୟ ବିଶ୍ବକପ ବିଜୟୀ ହିରୋ । ଆଶିଷ ନେହେରା ଏବଂ ଜାଭାଗଲ ଶ୍ରୀନଥଙ୍କ ସହ ଜାହିର 2003 ବିଶ୍ୱକପ ସମୟରେ ଭାରତର ଶକ୍ତିଶାଳୀ ବୋଲିଂ ବିଭାଗର ଭାଗିଦାରୀ ଥିଲେ । ନିଜର ଗତି ଓ ଆଉଟ ସୁଇଙ୍ଗ୍‌ ପାଇଁ ବିଶ୍ବକ୍ରିକେଟରେ ପରିଜିତ ଜାହିର । କାଉଣ୍ଟି କ୍ରିକେଟରେ ନିଜର ଡେବ୍ୟୁ ମ୍ୟାଚରେ 10 ୱିକେଟ ହଲ ଅକ୍ତିଆର କରିଥିଲେ ଏହି ପୂର୍ବତନ ପେସର । ଯାହା କି ଅନ୍ୟ କୌଣସି ଖେଳାଳିଙ୍କ ନାମରେ ନାହିଁ ।

ସେ ଭାରତ ପାଇଁ ମୋଟ 92 ଟି ଟେଷ୍ଟ, 200 ଟି ଦିନିକିଆ ଏବଂ 17 ଟି- 20 ଖେଳି ସମସ୍ତ ତିନୋଟି ଫର୍ମାଟରେ 601 ୱିକେଟ୍ ନେବାରେ ସଫଳ ହୋଇଛନ୍ତି । ଜାହିର 2016 ରେ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିଥିଲେ ।

  • To my brother from another mother - who grows lazier with every birthday! Just remember, I've got your back in your old age too 😜 Wishing you another year of lounging on the sofa 😂 lots of love and best wishes! Happy birthday @ImZaheer pic.twitter.com/x2fwYoeO1w

    — Yuvraj Singh (@YUVSTRONG12) October 7, 2020 " class="align-text-top noRightClick twitterSection" data=" ">

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.