ETV Bharat / sports

କୋରୋନା ଭୟ: ସଚେତନ ହେଉନଥିବାରୁ ଚେନ୍ନାଇ ବାସୀଙ୍କୁ ଅଶ୍ବିନଙ୍କ ସମାଲୋଚନା - କୋରୋନା ଭୟ ଅଶ୍ବିନଙ୍କ ସମାଲୋଚନା

ଭେଟେରାନ ଭାରତୀୟ ସ୍ପିନର ରବିଚନ୍ଦ୍ରନ ଅଶ୍ବିନ ଚେନ୍ନାଇ ଲୋକଙ୍କ ଉପରେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ତେବେ ଅଶ୍ବିନଙ୍କ ରାଗର କାରଣ କୋରୋନା ଭାଇରସ ବୋଲି ଜଣାପଡିଛି । ଅଧିକ ପଢନ୍ତୁ...

COVID-19
ସଚେତନ ହେଉନଥିବାରୁ ଚେନ୍ନାଇବାସୀଙ୍କୁ ଅଶ୍ବିନଙ୍କ ସମାଲୋଚନା
author img

By

Published : Mar 16, 2020, 3:14 PM IST

ଚେନ୍ନାଇ: ଭେଟେରାନ ଭାରତୀୟ ସ୍ପିନର ରବିଚନ୍ଦ୍ରନ ଅଶ୍ବିନ ଚେନ୍ନାଇ ଲୋକଙ୍କ ଉପରେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ତେବେ ଅଶ୍ବିନଙ୍କ ରାଗର କାରଣ କୋରୋନା ଭାଇରସ ବୋଲି ଜଣାପଡିଛି ।

ମହାମାରୀ କୋରୋନା ଭାଇରସ(COVID-19) ସଂକ୍ରମଣରୁ ବଞ୍ଚିବା ପାଇଁ ଚେନ୍ନାଇରେ ସାଧାରଣ ଲୋକେ ସତର୍କତା ମୂଳକ ପଦକ୍ଷେପ ଗ୍ରହଣ କରିନଥିବା ଜାଣିବାକୁ ମିଳିଛି ।

ଚେନ୍ନାଇରେ ତାପମାତ୍ରା ଅଧିକ ଯୋଗୁଁ କୋରୋନା ସଂକ୍ରମଣ ହେବାନାହିଁ ବୋଲି ଧାରଣାକୁ ଅଶ୍ବିନ ସମାଲୋଚନା କରିଛନ୍ତି । ଏଥିସହିତ ସୁସ୍ଥ ପାଇଁ ସଚେତନ ହେବା ସହ ସତର୍କତା ଅବଲମ୍ବନ କରିବାକୁ ଅଶ୍ବିନ ଅନୁରୋଧ କରିଛନ୍ତି । ପୂର୍ବରୁ ଟିମ ଇଣ୍ଡିଆ କ୍ୟାପଟେନ ବିରାଟ କୋହଲି ସତର୍କତା ଆପଣାଇ କୋରୋନା ସହ ଲଢିବାକୁ ସନ୍ଦେଶ ଦେଇଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.