ETV Bharat / sports

କୋରୋନା ଭାଇରସ: ଗୁଜବ ପ୍ରଚାର ନକରିବାକୁ ରୈନାଙ୍କ ଅପିଲ

author img

By

Published : Mar 17, 2020, 10:34 AM IST

ମହାମାରୀ ସାଜିଛି ମାରାତ୍ମକ କୋରୋନା ଭାଇରସ । COVID-19 ଭୁତାଣୁକୁ ନେଇ ଆତଙ୍କିତ ବିଶ୍ୱବାସୀ । ସରକାରୀ ରିପୋର୍ଟ ହୋଇନଥିବା କୋରୋନା ଭାଇରସ ଜନିତ ଅନେକ ମିଥ୍ୟା ତଥ୍ୟ ପ୍ରଚାର ନ କରିବାକୁ ଅପିଲ କରିଛନ୍ତି ଭାରତୀୟ କ୍ରିକେଟର ସୁରେଶ ରୈନା ।

Coronavirus: Suresh Raina Urges People
ଗୁଜବ ପ୍ରଚାର ନକରିବାକୁ ରୈନାଙ୍କ ଅପିଲ

ଚେନ୍ନାଇ: ମହାମାରୀ ସାଜିଛି ମାରାତ୍ମକ କୋରୋନା ଭାଇରସ । COVID-19 ଭୁତାଣୁକୁ ନେଇ ଆତଙ୍କିତ ବିଶ୍ୱବାସୀ । ଭାରତରେ ମଧ୍ୟ କାୟା ବିସ୍ତାର କରିବାରେ ଲାଗିଛି କୋରୋନ ।

ତେବେ କୋରୋନା ଭାଇରସ ସମ୍ବନ୍ଧୀୟ କିଛି ଗୁଜବ ସୋସିଆଲ ମିଡିଆରେ ପ୍ରଚାର ହେଉଥିବା ନେଇ ଅଭିଯୋଗ ହେଉଛି । ଏନେଇ ସରକାରୀ ରିପୋର୍ଟ ହୋଇନଥିବା ଅନେକ ମିଥ୍ୟା ତଥ୍ୟ ପ୍ରଚାର ନ କରିବାକୁ ଅପିଲ କରିଛନ୍ତି ଭାରତୀୟ କ୍ରିକେଟର ସୁରେଶ ରୈନା । ଏଥିସହିତ ଭିଡରୁ ଦୂରେଇ ରହିବାର ଆବଶ୍ୟକତାକୁ ଲୋକମାନେ ବୁଝନ୍ତୁ ଓ ସୁରକ୍ଷିତ ରୁହନ୍ତୁ ବୋଲି କହିଛନ୍ତି ଟିମ ଇଣ୍ଡିଆର ଏହି ଷ୍ଟାର କ୍ରିକେଟର ।

ପୂର୍ବରୁ ହିଟମ୍ୟାନ ରୋହିତ ଶର୍ମା ସୋଲିଆଲ ମିଡିଆରେ କୋରୋନା ଭାଇରସ ନେଇ ସଚେନତତା ବାର୍ତ୍ତା ସେୟାର କରିଛନ୍ତି । ରବିଚନ୍ଦ୍ରନ ଅଶ୍ୱିନ ଚେନ୍ନାଇରେ ଲୋକୋ ସଚେତନ ହେଉନଥିବା ନେଇ କ୍ଷୋଭ ପ୍ରକାଶ କରିଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.