ETV Bharat / sports

କୋରୋନା ଭୟ: ନୋ ହ୍ୟାଣ୍ଡସେକ, ଦର୍ଶକ ନଥିବାରୁ ଷ୍ଟାଣ୍ଡରେ ବଲ ଖୋଜିଲେ ଖେଳାଳି - No Spectators

ଟସ୍ ସମୟରେ ଅଷ୍ଟ୍ରେଲିଆ ଅଧିନାୟକ ଆରୋନ୍ ଫିଞ୍ଚ ଏବଂ ନ୍ୟୁଜିଲାଣ୍ଡ ଅଧିନାୟକ କେନ୍ ୱିଲିୟମସନ ପରସ୍ପରକୁ ହାତ ହଲାଇ ଅଭିନନ୍ଦନ ଜଣାଇଥିଲେ । ଅଧିକ ପଢନ୍ତୁ...

corona-fear-no-handsec7-player-seeks-ball-at-stand-as-no-spectators
ଦର୍ଶକ ନଥିବାରୁ ଷ୍ଟାଣ୍ଡରେ ବଲ ଖୋଜିଲେ ଖେଳାଳି
author img

By

Published : Mar 13, 2020, 11:30 PM IST

ସିଡନୀ: ଶୁକ୍ରବାର ଖେଳାଯାଇଥିବା ପ୍ରଥମ ଦିନିକିଆ ମ୍ୟାଚରେ ନ୍ୟୁଜିଲାଣ୍ଡକୁ 71 ରନରେ ପରାସ୍ତ କରିଛି ଘରୋଇ ଦଳ ଅଷ୍ଟ୍ରେଲିଆ । ସିଡନୀ କ୍ରିକେଟ ଗ୍ରାଉଣ୍ଡରେ ଖେଳାଯାଇଥିବା ଏହି ମ୍ୟାଚ ବିନା ଦର୍ଶକରେ ଖେଳା ଯାଇଥିଲା । ତେବେ ଏହି ମ୍ୟାଚ ଚାଲିଥିବା ସମୟରେ ଦେଖିବାକୁ ମିଳିଥିଲା କିଛି ଅଜବ ଦୃଶ୍ୟ ।

ଟସ୍ ସମୟରେ ଅଷ୍ଟ୍ରେଲିଆ ଅଧିନାୟକ ଆରୋନ୍ ଫିଞ୍ଚ ଏବଂ ନ୍ୟୁଜିଲାଣ୍ଡ ଅଧିନାୟକ କେନ୍ ୱିଲିୟମସନ ପରସ୍ପରକୁ ହାତ ହଲାଇ ଅଭିନନ୍ଦନ ଜଣାଇଥିଲେ । ପରେ ଯେତେବେଳେ ସେମାନେ କରୋନା ଭାଇରସ୍ ନେଇ ରହିଥିବା ବିପଦର ମାତ୍ରା ଅନୁଭବ କଲେ, ସେମାନେ ପ୍ରଥମେ ଆଶ୍ଚର୍ଯ୍ୟ ହୋଇଗଲେ ଏବଂ ପରେ ଥଟ୍ଟା କରି ହସିଥିଲେ ।

ସେହିପରି ନ୍ୟୁଜିଲାଣ୍ଡର ଖେଳାଳି ମଧ୍ୟ ନିଜ ଦଳର ଖେଳାଳିଙ୍କ ସହ ହାତ ମିଳାଇବାକୁ କୁଣ୍ଠାବୋଧ କରିଥିଲେ ଏବଂ ପରସ୍ପର କହୁଣି ବାଡେଇ ଖୁସି ହୋଇଥିଲେ । ଅନ୍ୟପଟେ ଷ୍ଟାଣ୍ଡ ଗୁଡିକ ଖାଲି ପଡିଥିବାରୁ ବଡ ସର୍ଟ ପରେ ଷ୍ଟାଣ୍ଡରେ ଖେଳାଳିମାନେ ଯାଇ ବଲ ଖୋଜିଥିଲେ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.