ETV Bharat / sports

ପିଏମ କେୟାର୍ସ ପାଣ୍ଠି କୋଲ ଇଣ୍ଡିଆ ଦେଲା 220 କୋଟି

author img

By

Published : Mar 31, 2020, 10:26 PM IST

Updated : Mar 31, 2020, 11:57 PM IST

କୋରୋନା ମୁକିବାଲି ପାଇଁ ପୁଣି 2 କମ୍ପାନୀର ସହଯୋଗ । କୋଲ ଇଣ୍ଡିଆ ଲିମିଡେଟ ଓ ଏନଏଲସି ଇଣ୍ଡିଆ ଲିମିଡେଟ ପିଏମ କେୟାର୍ସକୁ ଦେଲେ ଅର୍ଥ ।

fight against COVID19
ପିଏମ କେୟାର୍ସ ଫଣ୍ଠକୁ କୋଲ ଇଣ୍ଡିଆ ଦେଲା 220 କୋଟି

ନୂଆଦିଲ୍ଲୀ:କୋରୋନା ମୁକାବାଲି ପାଇଁ ଏକଜୁଟ ହେଉଛି ପୁରା ଦେଶ । ଚାରିଆଡୁ ସହଯୋଗ ଓ ସହାୟତା ହାତ ବଢାଉଛନ୍ତି ଦେଶର ବିଭିନ୍ନ କମ୍ପାନୀର । ପ୍ରଧାନମନ୍ତ୍ରୀ ମୋଦିଙ୍କ ପିଏମ କେୟାର୍ସ ପାଣ୍ଠିକୁ ଅର୍ଥ ଦାନ କରିଛନ୍ତି କୋଲ ଇଣ୍ଡିଆ ଲିମିଡେଟ ଓ ଏନଏଲସି ଇଣ୍ଡିଆ ଲିମିଡେଟ ।

କୋଲ ଇଣ୍ଡିଆ ଲିମିଡେଟ ପକ୍ଷରୁ 220 କୋଟି ଟଙ୍କାର ସହାୟତା ଦେଇଥିବାବେଳେ, ଏନଏଲସି ଇଣ୍ଡିଆ ଲିମିଡେଟ 25 କୋଟି ଅର୍ଥ ଦାନ କରିଛନ୍ତି । ଏହା ପୂର୍ବରୁ କହୁ ବଡ ବଡ କମ୍ପାନୀ ମଧ୍ୟ ଏଥିରେ ସହଯୋଗର ହାତ ବଢାଇଛନ୍ତି । ଟାଟା ସନ୍ସ ଗ୍ରପୁ 1000 କୋଟି ଦେଇଥିବାବେଳେ, ଟାଟା ଗ୍ରୁପ ପକ୍ଷରୁ 500 କୋଟି ,ରିଲାଏନ୍ସ ମଧ୍ୟ 500 କୋଟିର ଅର୍ଥ ଦାନ କରିଛନ୍ତି ।

ସୂଚନାଯୋଗ୍ୟ, ଏହି ପାଣ୍ଠିକୁ ପ୍ରଧାନମନ୍ତ୍ରୀଙ୍କ ନାଗରିକ ସହାୟତା ଏବଂ ଜରୁରୀକାଳୀନ ପରିସ୍ଥିତି ପାଣ୍ଠି କିମ୍ବା PM-CARES ପାଣ୍ଠି କୁହାଯାଏ। ପ୍ରଧାନମନ୍ତ୍ରୀ ଏହି ଟ୍ରଷ୍ଟର ଚେୟାରମ୍ୟାନ୍ ଅଟନ୍ତି। ଟ୍ରଷ୍ଟର ଅନ୍ୟ ସଦସ୍ୟମାନେ ହେଉଛନ୍ତି ପ୍ରତିରକ୍ଷା ମନ୍ତ୍ରୀ, ଅର୍ଥମନ୍ତ୍ରୀ ଏବଂ ଗୃହମନ୍ତ୍ରୀ। ବର୍ତ୍ତମାନ ଦେଶରେ ସରକାରୀ ଅନୁଯାୟୀ, କୋରୋନା ଜନିତ ମୃତ୍ୟୁ ସଂଖ୍ୟା 32ରେ ପହଞ୍ଚି । 1117 କୋରୋନା ଆକ୍ରାନ୍ତ ହୋଇଥିବା ବେଳେ 101ଜଣ ସୁସ୍ଥ ହୋଇଛନ୍ତି ।

Last Updated : Mar 31, 2020, 11:57 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.