ETV Bharat / sports

ଚେତେଶ୍ବର ପୂଜାରା EXCLUSIVE: 'ମାହି ଭାଇଙ୍କ ନେତୃତ୍ବରେ ଖେଳିବାକୁ ଉତ୍ସାହିତ' - ବିଶ୍ବ ଟେଷ୍ଟ ଚମ୍ପିଆନସିପ

ଚେତେଶ୍ବର ପୂଜାରା, ଯାହାଙ୍କ ପରିଚୟ ପ୍ରଦାନ ଆବଶ୍ୟକ ପଡେନି । ଇଟିଭି ଭାରତ ସହ ଏକ ସ୍ବତନ୍ତ୍ର ସାକ୍ଷାତକାରରେ, ବର୍ତ୍ତମାନର ଫର୍ମ, ଋଷଭ ପନ୍ତଙ୍କ ନୂଆ ଅବତାର, ଆଇପିଏଲ 2021 ପାଇଁ ପ୍ରସ୍ତୁତି ଓ ବିଶ୍ବ ଟେଷ୍ଟ ଚମ୍ପିଆନସିପ ଫାଇନାଲରେ ଭାରତ ପହଞ୍ଚିବାର ସଫଳ ଯାତ୍ରା ବିଷୟରେ ଖୁଲାସା କରିଛନ୍ତି ଟିମ ଇଣ୍ଡିଆର ସଙ୍କଟମୋଚକ ପୂଜାରା । ଦେଖନ୍ତୁ...

CHETESHWAR PUJARA EXCLUSIVE: 'Fond memories of Mahi bhai, look forward to playing under him again'
ଚେତେଶ୍ବର ପୂଜାରା EXCLUSIVE: 'ମାହି ଭାଇଙ୍କ ନେତୃତ୍ବରେ ଖେଳିବାକୁ ଉତ୍ସାହିତ'
author img

By

Published : Mar 29, 2021, 7:56 PM IST

Updated : Mar 29, 2021, 10:21 PM IST

ହାଇଦ୍ରାବାଦ: 3 ନମ୍ବର ସ୍ଥାନରେ ଖେଳି ଚେତେଶ୍ବର ପୂଜାରା ଭାରତ ପାଇଁ ଅଷ୍ଟ୍ରେଲିଆ ମାଟିରେ ଦୁଇଟି ଟେଷ୍ଟ ସିରିଜ ବିଜେତା ହୋଇଛନ୍ତି । 2018-19 ଟିମ ଇଣ୍ଡିଆର ଅଷ୍ଟ୍ରେଲିଆ ଗସ୍ତରେ, ଟେଷ୍ଟ କ୍ରିକେଟରେ ପୂଜାରା ଦେଖାଇଥିଲେ ନିଜର ପରାକ୍ରମ । ପୂଜାରା 3ଟି ଶତକ ହାସଲ କରିବା ସହ ଶକ୍ତିଶାଳୀ କାଙ୍ଗରୁ ବୋଲିଂ ଆକ୍ରମଣର 1200 ବଲ୍‌ ଏକାକି ସାମ୍ନା କରିଥିଲେ ।

ଚେତେଶ୍ବର ପୂଜାରା EXCLUSIVE: 'ମାହି ଭାଇଙ୍କ ନେତୃତ୍ବରେ ଖେଳିବାକୁ ଉତ୍ସାହିତ'

ଇଣ୍ଡିଆନ ପ୍ରିମିୟର ଲିଗର 2021 ସଂସ୍କରଣ ପାଇଁ ମିନି ନିଲାମୀରେ ଚେନ୍ନାଇ ସୁପର କିଙ୍ଗ୍ସ ପୂଜାରାଙ୍କୁ କିଣି ଟିମରେ ସାମିଲ କରିଛି । ଫଳରେ ଦୀର୍ଘ ସମୟରେ ପରେ ତାଙ୍କର ଜର୍ସିର ରଙ୍ଗ ବଦଳିଛି ।

CHETESHWAR PUJARA EXCLUSIVE: 'Fond memories of Mahi bhai, look forward to playing under him again'
ଚେତେଶ୍ବର ପୂଜାରା

ଶେଷ ଥର ପାଇଁ ସେ 2014 ଆଇପିଏଲରେ ଖେଳିଥିଲେ । ମହେନ୍ଦ୍ର ସିଂହ ଧୋନି ଓ ଷ୍ଟିଫେନ ଫ୍ଲେମିଂଙ୍କ ସହ ଆଇପିଏଲ ଟୁର୍ଣ୍ଣାମେଣ୍ଟ ଇତିହାସରେ ଦ୍ବିତୀୟ ସଫଳତମ ଟିମ ଚେନ୍ନାଇ ସୁପର କିଙ୍ଗ୍ସ ପାଇଁ ପୂଜାରା କେତେ ଉପଯୋଗୀ ସାବ୍ୟସ୍ତ ହେଉଛନ୍ତି, ସେନେଇ ଉତ୍ସାହିତ ସମସ୍ତେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Mar 29, 2021, 10:21 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.