ETV Bharat / sports

ଦିଲ୍ଲୀ ବଏଙ୍କ ପ୍ରଶଂସାରେ କୋହଲି - navdeep saini

ଭାରତର ଦ୍ରୁତ ବୋଲର ନବଦୀପ ସାଇନି ଦିଲ୍ଲୀ ପକ୍ଷରୁ ଖେଳନ୍ତି । ଗତକାଲି ତାଙ୍କର ଡେବ୍ୟୁ ମ୍ୟାଚରେ ଦମ୍‌ଦାର ପ୍ରଦର୍ଶନୀ କରିଛନ୍ତି ସେ । ତାଙ୍କର ପ୍ରଦର୍ଶନୀରେ ଟିମ୍‌ର ଅଧିନାୟକ ବିରାଟ କୋହଲି ବେଶ୍‌ ପ୍ରଭାବିତ ହୋଇଛନ୍ତି ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ
author img

By

Published : Aug 4, 2019, 9:51 PM IST

ହାଇଦ୍ରାବାଦ: ଭାରତ- ଇଣ୍ଡିଜ ମଧ୍ୟରେ ପ୍ରଥମ ଟି-20 ମୁକାବିଲା ଶନିବାର ଦିନ ଫ୍ଲୋରିଡାରେ ଖେଳାଯାଇଥିଲା । ଏହି ମ୍ୟାଚରେ ଭାରତ 4ଓ୍ବିକେଟରେ ବିଜୟ ହାସଲ କରିଥିଲା । ତେବେ ଏହି ମ୍ୟାଚର ହିରୋ ନବଦୀପ ସାଇନିଙ୍କ ପ୍ରଶଂସା କରିଛନ୍ତି ଅଧିନାୟକ ବିରାଟ କୋହଲି ।

navdeep saini
ଫଟୋ ସୌଜନ୍ୟ: ସୋସିଆଲ ମିଡିଆ@ICC

ସେ କହିଛନ୍ତି ଯେ, ବୋଲରମାନେ ମ୍ୟାଚରେ ବହୁତ ଭଲ ପ୍ରଦର୍ଶନ କରିଛନ୍ତି । ସାଇନି ଦିଲ୍ଲୀ ପକ୍ଷରୁ ଖେଳନ୍ତି । ସେ ବହୁତ ପ୍ରତିଭାଶାଳୀ ବୋଲର । ସାଇନି କ୍ରମାଗତ ଭାବେ 150କି.ମି ପ୍ରତି ଘଣ୍ଟା ବେଗରେ ବୋଲିଂ କରନ୍ତି । ଏପରି ବହୁତ କମ ବୋଲର ଅଛନ୍ତି ଯେଉଁମାନେ ଏହି ଗତିରେ ବୋଲିଂ କରନ୍ତି । ସାଇନି ସମ୍ପୂର୍ଣ୍ଣ ଫିଟ ଅଛନ୍ତି ।

ଆହୁରୀ ମଧ୍ୟ କୋହଲି କହିଛନ୍ତି, କ୍ରିକେଟ ଜଗତରେ ବଡ ନାଁ କରିବାର ଦକ୍ଷତା ସାଇନିଙ୍କ ପାଖରେ ରହିଛି । ଆଶା କରୁଛି ଏହି ଯୁବ ଖେଳାଳୀ ନିଜର ପ୍ରଦର୍ଶନୀରେ କ୍ରମାଗତଭାବେ ଉନ୍ନତି ଆଣିବାକୁ ଚେଷ୍ଟା କରିବେ ।

Intro:Body:

BLANK

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.