ETV Bharat / sports

କୋରୋନା ପାଇଁ ଦିନିକିଆ ଟିକେଟ ବିକ୍ରି ବନ୍ଦ କଲା ସିଏବି - ଦିନିକିଆ ଟିକେଟ ବିକ୍ରି ବନ୍ଦ କଲା ସିଏବି

କୋରୋନା ପାଇଁ କ୍ରିକେଟ ଆସୋସିଏସନ ଅଫ ବେଙ୍ଗଲ (ସିଏବି) ଭାରତ-ଦକ୍ଷିଣ ଆଫ୍ରିକା ଦିନିକିଆ ମ୍ୟାଚର ଟିକେଟ ବିକ୍ରି ବନ୍ଦ କରିବାକୁ ନିଷ୍ପତ୍ତି ନେଇଛି । ଅଧିକ ପଢନ୍ତୁ...

CAB decides to stop selling of tickets for India-South Africa one-day match at Eden gardens
କୋରୋନା ପାଇଁ ଦିନିକିଆ ଟିକେଟ ବିକ୍ରି ବନ୍ଦ କଲା ସିଏବି
author img

By

Published : Mar 12, 2020, 8:54 PM IST

କୋଲକାତା: କୋରୋନା ପାଇଁ କ୍ରିକେଟ ଆସୋସିଏସନ ଅଫ ବେଙ୍ଗଲ (ସିଏବି) ଭାରତ-ଦକ୍ଷିଣ ଆଫ୍ରିକା ଦିନିକିଆ ମ୍ୟାଚର ଟିକେଟ ବିକ୍ରି ବନ୍ଦ କରିବାକୁ ନିଷ୍ପତ୍ତି ନେଇଛି ।

ସରକାରଙ୍କ ସହ ଆଲୋଚନା ପରେ ସିଏବି ସଭାପତି ଅଭିଷେକ ଡାଲମିଆ ଏହା ପ୍ରକାଶ କରିଛନ୍ତି । କେନ୍ଦ୍ର ସରକାରଙ୍କ ଦ୍ବାରା ଦିଆଯାଇଥିବା ଉପଦେଶକୁ ପାଳନ କରାଯିବ ବୋଲି ସେ ଉଲ୍ଲେଖ କରିଛନ୍ତି । ତେବେ ଏହି ମ୍ୟାଚ ଇନଡୋରରେ ଖେଳାଯିବ ବୋଲି କୁହାଯାଉଛି ।

ଉଲ୍ଲେଖଯୋଗ୍ୟ, ଆସନ୍ତା 18 ତାରିଖରେ ଏହି ମ୍ୟାଚ ଇଡେନ ଗାର୍ଡେନରେ ଖେଳାଯାଇଥାନ୍ତା । ବର୍ତ୍ତମାନ ସୁଦ୍ଧା ଭାରତରେ 76 ଜଣ କୋରୋନାରେ ଆକ୍ରାନ୍ତ ହୋଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.