ETV Bharat / sports

ବକ୍ସିଂ ଡେ ଟେଷ୍ଟ: ବର୍ଣ୍ଣସଙ୍କୁ ଗ୍ରୀନସିଗନାଲ, ପୁଭୋସ୍କି ବାଦ

author img

By

Published : Dec 20, 2020, 11:01 PM IST

ଭାରତ- ଅଷ୍ଟ୍ରେଲିଆ ଦ୍ବିତୀୟ ଟେଷ୍ଟରୁ ବାଦ୍‌ ପଡିଲେ ଯୁବ ବ୍ୟାଟ୍ସମ୍ୟାନ ୱିଲ ପୁଭୋସ୍କି । ଅଧିକ ପଢନ୍ତୁ...

Burns cleared for second Test, Pucovski ruled out
ବକ୍ସିଂ ଡେ ଟେଷ୍ଟ: ବର୍ଣ୍ଣସଙ୍କୁ ଗ୍ରୀନସିଗନାଲ, ପୁଭୋସ୍କି ବାଦ

ମେଲବୋର୍ଣ୍ଣ: ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯିବାକୁ ଥିବା ବର୍ଡର ଗାଭାସ୍କର ଟ୍ରଫିର ଦ୍ବିତୀୟ ଟେଷ୍ଟରୁ ବାଦ ପଡିଛନ୍ତି ଯୁବ ବ୍ୟାଟ୍ସମ୍ୟାନ ୱିଲ ପୁଭୋସ୍କି । ତେବେ ଅଷ୍ଟ୍ରେଲିଆର ଜୋ ବର୍ଣ୍ଣସ ରବିବାର ଭାରତ ବିପକ୍ଷ ଦ୍ବିତୀୟ ଟେଷ୍ଟ ଖେଳିବା ନେଇ ସ୍ପଷ୍ଟ ହୋଇଛି ।

ଜଶପ୍ରୀତ ବୁମରାଙ୍କ ବଲରେ ଆଡିଲେଡରେ ଖେଳାଯାଇଥିବା ପ୍ରଥମ ଟେଷ୍ଟରେ ବର୍ଣ୍ଣସ ଆହତ ହୋଇଥିଲେ । 4 ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚରେ 8ୱିକେଟରେ ବିଜୟ ସହ 1-0ରେ ଆଗୁଆ ରହିଛି ଘରୋଇ ଅଷ୍ଟ୍ରେଲିଆ ।

ମେଲବୋର୍ଣ୍ଣ ବକ୍ସିଂ ଡେ ଟେଷ୍ଟରେ ଯୁବ ଅଷ୍ଟ୍ରେଲୀୟ ଖେଳାଳି ୱିଲ ପୁଭୋସ୍କି ବାଦ ପଡିବା ନେଇ ସୂଚନା ମିଳିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.