ETV Bharat / sports

ବ୍ରିସବେନ ଟେଷ୍ଟ: ଶୁକ୍ରବାର ଭାରତୀୟ ଚୂଡାନ୍ତ ଏକାଦଶ ଘୋଷଣା

author img

By

Published : Jan 14, 2021, 2:45 PM IST

ଭାରତ- ଅଷ୍ଟ୍ରେଲିଆ ମଧ୍ୟରେ ଶୁକ୍ରବାର ଆରମ୍ଭ ହେବ ଟେଷ୍ଟ ସିରିଜର ଅନ୍ତିମ ମ୍ୟାଚ । ଟିମର ଅନେକ ଖେଳାଳି ଆହତ ଥିବାରୁ ଆସନ୍ତାକାଲି ଏହାର ଘୋଷଣା ହେବ ବୋଲି ବ୍ୟାଟିଂ କୋଚ ବିକ୍ରମ ରାଠୋର ଏହାର ସୂଚନା ଦେଇଛନ୍ତି ।

ବ୍ରିସବେନ ଟେଷ୍ଟ: ଶୁକ୍ରବାର ଭାରତୀୟ ଚୁଡାନ୍ତ ଏକାଦଶ ଘୋଷଣା

ବ୍ରିସବେନ: ଭାରତ- ଅଷ୍ଟ୍ରେଲିଆ ମଧ୍ୟରେ ଶୁକ୍ରବାର ଆରମ୍ଭ ହେବ ଟେଷ୍ଟ ସିରିଜର ଅନ୍ତିମ ମ୍ୟାଚ । କିନ୍ତୁ ଏଯାଏଁ ଭାରତ ଚୂଡାନ୍ତ ଏକାଦଶର ଘୋଷଣା କରି ନାହିଁ । ଟିମର ଅନେକ ଖେଳାଳି ଆହତ ଥିବାରୁ ଆସନ୍ତାକାଲି ଏହାର ଘୋଷଣା ହେବ ବୋଲି ବ୍ୟାଟିଂ କୋଚ ବିକ୍ରମ ରାଠୋର ଏହାର ସୂଚନା ଦେଇଛନ୍ତି ।

ଏହା ପୂର୍ବ 3ଟି ମ୍ୟାଚରେ ଭାରତ ଦଳ ଦିନକ ପୂର୍ବରୁ ଟିମର ଘୋଷଣା କରିଥିଲା । କିନ୍ତୁ ବର୍ତ୍ତମାନ ଭାରତୀୟ ଦଳ ଆହତ ସମସ୍ୟା ଦେଇ ଗତି କରିଥିବାରୁ ଶୁକ୍ରବାର ଦିନ ଟିମର ଘୋଷଣା ହେବ ।

ଅନ୍ୟପଟେ ଅଷ୍ଟ୍ରେଲିଆ ଦଳ ଚୂଡାନ୍ତ ଏକାଦଶର ଘୋଷଣା କରି ସାରିଛି । ଓ୍ବିଲଙ୍କ ସ୍ଥାନରେ ମାର୍କସଙ୍କୁ ସ୍ଥାନ ମିଳିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.