ETV Bharat / sports

ବ୍ରିସବେନ ଟେଷ୍ଟ, 3ୟ ଦିନ: ଲଞ୍ଚ ବ୍ରେକ ସୁଦ୍ଧା ଭାରତ 161/4

ନିର୍ଣ୍ଣାୟକ ମ୍ୟାଚର 3ୟ ଦିନର ଖେଳ ଜାରି । ଲଞ୍ଚ ବ୍ରେକ ସୁଦ୍ଧା 4 ଓ୍ବିକେଟ ହରାଇ 161ରନ ସଂଗ୍ରହ କରିଛି ଟିମ୍‌ ଇଣ୍ଡିଆ ।

author img

By

Published : Jan 17, 2021, 8:47 AM IST

ବ୍ରିସବେନ ଟେଷ୍ଟ, 3ୟ ଦିନ: ଲଞ୍ଚ ବ୍ରେକ ସୁଦ୍ଧା ଭାରତ 161/4
ବ୍ରିସବେନ ଟେଷ୍ଟ, 3ୟ ଦିନ: ଲଞ୍ଚ ବ୍ରେକ ସୁଦ୍ଧା ଭାରତ 161/4

ବ୍ରିସବେନ: ନିର୍ଣ୍ଣାୟକ ମ୍ୟାଚର 3ୟ ଦିନର ଖେଳ ଜାରି । ଭାରତ ତା'ର ପ୍ରଥମ ଇଂନିସର ବ୍ୟାଟିଂ ଜାରି ରଖିଛି । ଆଜିର ଲଞ୍ଚ ବ୍ରେକ ସୁଦ୍ଧା ଦଳ 4 ଓ୍ବିକେଟ ହରାଇ 161ରନ ସଂଗ୍ରହ କରିଛି । କ୍ରିଜରେ ପନ୍ତ(4*) ଓ ମୟଙ୍କ ଅଗ୍ରଓ୍ବାଲ(38*)ରେ ରହିଛନ୍ତି ।

ଗତକାଲି ଭାରତ 2 ଓ୍ବିକେଟ ହରାଇ 62ରନ୍‌ କରିଥିଲା । ମ୍ୟାଚର 3ୟ ଦିନର ଲଞ୍ଚ ବ୍ରେକ ସୁଦ୍ଧା ପୂଜାରା (25ରନ୍‌) ଓ ରାହାଣେ(37ରନ୍‌) କରି କ୍ୟାଚ ଆଉଟ୍‌ ହୋଇଯାଇଛନ୍ତି ।

ବିପକ୍ଷ ଦଳ ଅଷ୍ଟ୍ରେଲିଆ ପକ୍ଷରୁ ଲାୟନ, କମିନ୍ସ,ହେଜଲଉଡ୍‌ ଓ ଷ୍ଟାର୍କ ଗୋଟିଏ ଲେଖାଏଁ ଓ୍ବିକେଟ ହାତେଇଛନ୍ତି ।

ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଥିବା ବର୍ଡର ଗାଭାସ୍କର ଟ୍ରଫିର 4ର୍ଥ ଟେଷ୍ଟର ପ୍ରଥମ ପାଳିରେ ଅଷ୍ଟ୍ରେଲିଆ 369 ରନ କରି ଅଲଆଉଟ୍‌ ହୋଇଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.