ETV Bharat / sports

ପ୍ଲେ-ଅଫରେ ପହଞ୍ଚିବ ହାଇଦ୍ରାବାଦ: ବ୍ରାଏନ ଲାରା - ସନରାଇଜର୍ସ ହାଇଦ୍ରାବାଦ vs ମୁମ୍ବାଇ ଇଣ୍ଡିଆନ୍ସ ଲାଇଭ ସ୍କୋର

ସନରାଇଜର୍ସ ହାଇଦ୍ରାବାଦକୁ ମୁମ୍ବାଇ ବିପକ୍ଷରେ ବିଜୟ ମିଳିଲେ, ଶୁକ୍ରବାର ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ସହ ଏଲିମିନେଟର ଖେଳିବ । ଅଧିକ ପଢନ୍ତୁ...

Brian Lara backs Sunrisers Hyderabad to qualify for playoffs
ପ୍ଲେ-ଅଫରେ ପହଞ୍ଚିବ ହାଇଦ୍ରାବାଦ: ବ୍ରାଏନ ଲାରା
author img

By

Published : Nov 3, 2020, 5:48 PM IST

ଶାରଜାହ: 'ମୁମ୍ବାଇ ଇଣ୍ଡିଆନ୍ସକୁ ହରାଇ ପ୍ଲେ-ଅଫ ସ୍ଥାନ ହାସଲ କରିବ ସନରାଇଜର୍ସ ହାଇଦ୍ରାବାଦ ।' ହାଇଦ୍ରାବାଦର ବିଜୟ ଓ ପ୍ଲେ-ଅଫ ଟିକେଟ ହାସଲ ନେଇ ଆଶାବାଦୀ ଥିବା କହିଛନ୍ତି ପୂର୍ବତନ ୱେଷ୍ଟଇଣ୍ଡିଜ ବ୍ୟାଟ୍ସମ୍ୟାନ ବ୍ରାଏନ ଲାରା । ମଙ୍ଗଳବାର ଭର୍ଚୁଆଲ କ୍ବାର୍ଟର ଫାଇନାଲ ଭଳି ହୋଇଥିବା ଲିଗ ପର୍ଯ୍ୟାୟର ଶେଷ ମ୍ୟାଚ ଶାରଜାହ କ୍ରିକେଟ ଷ୍ଟାଡିୟମରେ ମୁମ୍ବାଇ ଓ ହାଇଦ୍ରାବାଦ ମଧ୍ୟରେ ରହିଛି ।

ଏପରି ନିଶ୍ଚନ୍ତ ମ୍ୟାଚ ବିଜୟ ସ୍ଥିତିରେ ଭଲ ପ୍ରଦର୍ଶନ କରିଛି ହାଇଦ୍ରାବାଦ । ଫଳରେ ଏହି ଶେଷ ଚ୍ୟାଲେଞ୍ଜ ପାଇଁ ପ୍ରସ୍ତୁତ ଥିବ ବୋଲି ଆଶା ରହିଥିବା ଲାରା କହିଛନ୍ତି ।

Brian Lara backs Sunrisers Hyderabad to qualify for playoffs
କିରଣ ପୋଲାର୍ଡ-ଡେଭିଡ ୱାର୍ଣ୍ଣର

ମୁମ୍ବାଇ ଇଣ୍ଡିଆନ୍ସ ପୂର୍ବରୁ ପ୍ଲେ-ଅଫରେ ସ୍ଥାନ ପକ୍କା କରିସାରିଛି ଓ ଗୁରୁବାର କ୍ବାଲିଫାୟର 1ରେ ଦିଲ୍ଲୀ କ୍ୟାପିଟାଲ୍ସକୁ ଭେଟିବ । ଫଳରେ ବେଞ୍ଚରେ ବସିଥିବା ଖେଳାଳିଙ୍କୁ ସୁଯୋଗ ଦେବା ସହ କିଛି ମୁଖ୍ୟ ଖେଳାଳିଙ୍କୁ ବିଶ୍ରାମ ଦେଇପାରେ । ଅନ୍ୟପଟେ ନକଆଉଟ ପର୍ଯ୍ୟାୟରେ ପହଞ୍ଚିବାକୁ ସନରାଇଜର୍ସ ହାଇଦ୍ରାବାଦ ନିକଟରେ ଏକମାତ୍ର ବିକଳ୍ପ ରହିଛି ବିଜୟ ।

ହାଇଦ୍ରାବାଦକୁ ମୁମ୍ବାଇ ବିପକ୍ଷରେ ବିଜୟ ମିଳିଲେ, ଶୁକ୍ରବାର ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ସହ ଏଲିମିନେଟର ଖେଳିବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.