ETV Bharat / sports

ରଣଜୀ କ୍ବାର୍ଟର ଫାଇନାଲ: ପ୍ରଥମ ଦିନରେ ବେଙ୍ଗଲର ସ୍କୋର 308/6

ଓଡିଶା -ବେଙ୍ଗଲ କ୍ବାଟର ଫାଇଲାନ ମ୍ୟାଚ । ପ୍ରଥମ ଦିନ ଖେଳ ଶେଷ ସୁଦ୍ଧା 6 ଓ୍ବିକେଟ ହରାଇ 308ରନ୍‌ କରିଛି ବେଙ୍ଗଲ ।

author img

By

Published : Feb 20, 2020, 6:54 PM IST

Updated : Feb 20, 2020, 7:54 PM IST

ଓଡିଶା ବନାମ ବେଙ୍ଗଲ
ଓଡିଶା ବନାମ ବେଙ୍ଗଲ

କଟକ: ଓଡିଶା -ବେଙ୍ଗଲ ମଧ୍ୟରେ ଚାଲିଛି କ୍ବାର୍ଟର ଫାଇଲାନ ମ୍ୟାଚ । କଟକ ସ୍ଥିତ ଡ୍ରିମ୍ସ ଗ୍ରାଉଣ୍ଡରେ ଓଡିଶା ପ୍ରଥମେ ଟସ୍‌ ଜିତି ବୋଲିଂ ନିଷ୍ପତ୍ତି ନେଇଥିଲା । ତେବେ ପ୍ରଥମ ଦିନ ଖେଳ ଶେଷ ସୁଦ୍ଧା 6 ଓ୍ବିକେଟ ହରାଇ 308ରନ୍‌ କରିଛି ବେଙ୍ଗଲ ।

bengal-vs-odisha
ବେଙ୍ଗଲ ଖେଳାଳି ଅନୁସ୍ତୁପ ଓ ଶହାବାଜ

ବେଙ୍ଗଲ ଦଳର ଅନୁସ୍ତୁପ ମଜୁମଦାର ଓ ଶହାବାଜ ଅହମ୍ମଦ କ୍ରିଜରେ ରହିଛନ୍ତି । ଅନୁସ୍ତୁପ 136ରନ୍‌ ଓ ଶହାବାଜ ଅହମ୍ମଦ 82ରନ ସଂଗ୍ରହ କରି ଟିମକୁ ଏକ ବିଶାଳ ସ୍କୋର ଦେଇଛନ୍ତି ।

ଓଡିଶା ପକ୍ଷରୁ ସୂର୍ଯ୍ୟକାନ୍ତ ଓ କନଓ୍ବାର ସିଙ୍ଗ ଚୌହାନ 2ଟି ଲେଖାଏଁ ଓ୍ବିକେଟ ନେଇଛନ୍ତି । ଏଥିସହ ବସନ୍ତ ଓ ଦେବବ୍ରତ ଗୋଟିଏ ଗୋଟିଏ ଲେଖାଏଁ ଓ୍ବିକେଟ ଅକ୍ତିଆର କରିଛନ୍ତି ।

କଟକରୁ ପ୍ରଭୁ କଲ୍ୟାଣ ପାଲ୍‌, ଇଟିଭି ଭାରତ

Last Updated : Feb 20, 2020, 7:54 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.