ETV Bharat / sports

ଇଂଲଣ୍ଡର ନବନିଯୁକ୍ତ କ୍ୟାପଟେନ ବେନ ଷ୍ଟୋକ୍ସଙ୍କୁ ସଚିନଙ୍କ ପ୍ରଶଂସା - ମାଷ୍ଟର ବ୍ଳାଷ୍ଟର ସଚିନ ତେନ୍ଦୁଲକର

ଇଂଲଣ୍ଡର ସଠିକ ନେତୃତ୍ବ ନେଇପାରିବେ ଅଲରାଉଣ୍ଡର ବେନ ଷ୍ଟୋକ୍ସ । ଏହା କହିଛନ୍ତି ମାଷ୍ଟର ବ୍ଳାଷ୍ଟର ସଚିନ ତେନ୍ଦୁଲକର ।

Ben Stokes will lead England from the front - Sachin Tendulkar
ଇଂଲଣ୍ଡର ନବନିଯୁକ୍ତ କ୍ୟାପଟେନ ବେନ ଷ୍ଟୋକ୍ସଙ୍କୁ ସଚିନଙ୍କ ପ୍ରଶଂସା
author img

By

Published : Jul 9, 2020, 5:00 PM IST

ନୂଆଦିଲ୍ଲୀ: ଇଂଲଣ୍ଡର ସଠିକ ନେତୃତ୍ବ ନେଇପାରିବେ ଅଲରାଉଣ୍ଡର ବେନ ଷ୍ଟୋକ୍ସ । ଏହା କହିଛନ୍ତି ମାଷ୍ଟର ବ୍ଳାଷ୍ଟର ସଚିନ ତେନ୍ଦୁଲକର । ଷ୍ଟୋକ୍ସଙ୍କ ଅଧିନାୟକତ୍ବ ନେଇ ୱେଷ୍ଟଇଣ୍ଡିଜର ମହାନ ବ୍ୟାଟ୍ସମ୍ୟାନ ବ୍ରାଏନ ଲାରା ସଚିନଙ୍କୁ ପ୍ରଶ୍ନ କରିଥିଲେ ।

ସଚିନ କହିଛନ୍ତି, ଷ୍ଟୋକ୍ସ ଏମିତି ଜଣେ ଖେଳାଳି ଯିଏ ଏକାଧିକବାର ଏକାକି ମ୍ୟାଚ ବିଜୟୀ ଇଂନିସ ଖେଳିଛନ୍ତି । ଅଧିନାୟକ ଭାବେ ସେ ଟିମର ବିଜୟ ପାଇଁ ନିଜେ ଶତପ୍ରତିଶତ ପ୍ରଦର୍ଶନ ସହ ଅଧିକ ପ୍ରୟାସ କରିବେ ।

ସାଉଥାମ୍ପଷ୍ଟନରେ ଖେଳାଯାଉଥିବା ୱେଷ୍ଟଇଣ୍ଡିଜ ବିପକ୍ଷ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚରେ ଷ୍ଟୋକ୍ସଙ୍କୁ ଇଂଲଣ୍ଡର କ୍ୟାପଟେନ ଭାର ମିଳିଛି । ନିୟମିତ ଟେଷ୍ଟ କ୍ୟାପଟେନ ଜୋ ରୁଟ ଦ୍ବିତୀୟ ସନ୍ତାନର ବାପା ହୋଇଥିବାରୁ ପରିବାର ସହ ରହିଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.