ETV Bharat / sports

ସ୍ବାଧୀନତା ଦିବସରେ ସଚିନଙ୍କ ଅପିଲ, ସନ୍ତାନଙ୍କ ପାଇଁ ହୁଅ 'ପ୍ରତିଦିନ ହିରୋ'

author img

By

Published : Aug 15, 2020, 10:56 PM IST

74ତମ ସ୍ବାଧୀନତା ଦିବସ ଅବସରରେ ଦେଶର ସମସ୍ତ ଅଭିଭାବକ ମାନଙ୍କୁ ଏକ ଆବେଗପୂର୍ଣ୍ଣ ଅପିଲ କରିଛନ୍ତି କ୍ରିକେଟ କିମ୍ବଦନ୍ତୀ ସଚିନ ତେନ୍ଦୁଲକର । ସନ୍ତାନଙ୍କ ପାଇଁ ''ପ୍ରତିଦିନ ହିରୋ'' ହେବାକୁ ଅନୁରୋଧ କରିଛନ୍ତି ସଚିନ ।

Be 'everyday heroes' for children: Sachin Tendulkar urges parents on I-Day
ସ୍ବାଧୀନତା ଦିବସରେ ସଚିନଙ୍କ ଅପିଲ, ସନ୍ତାନଙ୍କ ପାଇଁ ହୁଅ ''ପ୍ରତିଦିନ ହିରୋ''

ନୂଆଦିଲ୍ଲୀ: 74ତମ ସ୍ବାଧୀନତା ଦିବସ ଅବସରରେ ଦେଶର ସମସ୍ତ ଅଭିଭାବକ ମାନଙ୍କୁ ଏକ ଆବେଗପୂର୍ଣ୍ଣ ଅପିଲ କରିଛନ୍ତି କ୍ରିକେଟ କିମ୍ବଦନ୍ତୀ ସଚିନ ତେନ୍ଦୁଲକର । ସନ୍ତାନଙ୍କ ପାଇଁ ''ପ୍ରତିଦିନ ହିରୋ'' ହେବାକୁ ଅନୁରୋଧ କରିଛନ୍ତି ସଚିନ ।

  • Happy 74th #IndependenceDay to all Indians! 🇮🇳

    Children are the future of India and they're the ones who will drive our nation forward.
    Let’s be their 'Everyday Heroes' and create the right environment which keeps them positive. pic.twitter.com/5TON75A8NQ

    — Sachin Tendulkar (@sachin_rt) August 15, 2020 " class="align-text-top noRightClick twitterSection" data=" ">

ସଚିନ କହିଛନ୍ତି, ଶିଶୁମାନେ ଭାରତର ଆଗାମୀ ଭବିଷ୍ୟତ, ଯେଉଁମାନେ ହିଁ ଦେଶକୁ ଆଗକୁ ନେବାର କାର୍ଯ୍ୟ କରିବେ । ସେଥିପାଇଁ ସଠିକ ବାତାବରଣ ଓ ଉପଯୁକ୍ତ ପ୍ରଶିକ୍ଷଣ ସହ ସକରାତ୍ମକ ଚିନ୍ତାଧାରା ତାଙ୍କୁ ପ୍ରତି ସମୟରେ ଯୋଗାଇବା ଜରୁରୀ ।

Be 'everyday heroes' for children: Sachin Tendulkar urges parents on I-Day
ପରିବାର ସହ ସଚିନ

ମହାମାରୀ କୋରୋନା ଭାଇରସ ସଂକ୍ରମଣ ଭଳ କଠିନ ସମୟ ଦେଇ ଦେଶ ଗତି କରୁଛି । ଫଳରେ ଭବିଷ୍ୟତ ଓ କ୍ୟାରିୟର ନେଇ ସନ୍ତାନଙ୍କ ପ୍ରତି ପ୍ରଶ୍ନ, ଆଶଙ୍କାକୁ ଦୂର କରିବା ଆବଶ୍ୟକ ରହିଛି ।

ସ୍କୁଲ ବନ୍ଦ, ଯାତ୍ରା କଟକଣା ଓ ବେରୋଜଗାରୀ ବଡ ସମସ୍ୟା ଭାବେ ଉଭା ହୋଇଛି । ଏହା ସମୟରେ ପିଲାମାନଙ୍କୁ ସକରାତ୍ମକ ରଖିବା ଜରୁରୀ ବୋଲି ସଚିନ କହିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.