ETV Bharat / sports

'ପାକିସ୍ତାନ ନିଜ ଦେଶର ସୁରକ୍ଷା ବ୍ୟବସ୍ଥା ବିଷୟରେ ଚିନ୍ତା କରୁ'

author img

By

Published : Dec 24, 2019, 12:57 PM IST

ପାକିସ୍ତାନ କ୍ରିକେଟ ବୋର୍ଡ ଅଧକ୍ଷ ଇଶାନ ମଣୀଙ୍କୁ କଟାକ୍ଷ କରିଛନ୍ତି ବିସିସିଆଇ ଉପାଧକ୍ଷ ମହୀମ ବର୍ମା ।

BCCI Vice President Mahim Verma on Pakistan Cricket Board Chief's
'ପାକିସ୍ତାନ ନିଜ ଦେଶର ସୁରକ୍ଷା ବ୍ୟାବସ୍ଥା କଥା ଚିନ୍ତା କରୁ'

ନୂଆଦିଲ୍ଲୀ: ଆମେ ଆମ ଦେଶରେ ସୁରକ୍ଷା ପରିଚାଳନା କରିବାରେ ସକ୍ଷମ ଅଛୁ । ପାକିସ୍ତାନ ନିଜର ସୁରକ୍ଷା କଥା ପ୍ରଥମେ ଚିନ୍ତା କରୁ । ଏମିତି କିଛି ଢଙ୍ଗରେ ପାକିସ୍ତାନ କ୍ରିକେଟ ବୋର୍ଡ ଅଧକ୍ଷ ଇଶାନ ମଣୀଙ୍କୁ କଟାକ୍ଷ କରିଛନ୍ତି ବିସିସିଆଇ ଉପାଧକ୍ଷ ମହୀମ ବର୍ମା ।

ତେବେ ନିକଟରେ ଶ୍ରୀଲଙ୍କାର ପାକିସ୍ତାନ ଗସ୍ତ ଟେଷ୍ଟ ସିରିଜ ଶେଷ ହୋଇଛି । ଦୀର୍ଘ ଦିନ ପରେ ପାକିସ୍ତାନ ଖେଳାଯାଇଥିବା ଅନ୍ତର୍ଜାତୀୟ ମ୍ୟାଚକୁ ସଫଳ ରୂପେ ଆୟୋଜନ କରିଛି ଦେଶର କ୍ରିକେଟ ବୋର୍ଡ । ସିରିଜ ପରେ ପିସିବି ଅଧକ୍ଷ ଇଶାନ ମଣୀ କହିଥିଲେ, ଏହି ସିରିଜର ସଫଳ ଆୟୋଜନ ପାକିସ୍ତାନ ସୁରକ୍ଷା ବ୍ୟବସ୍ଥା ଉପରେ ଉଠୁଥିବା ସମସ୍ତ ପ୍ରଶ୍ନର ଉତ୍ତର ଖୋଜି ଦେଇଛି । ଯେଉଁମାନେ କହୁଛନ୍ତି ପାକିସ୍ତାନରେ ସୁରକ୍ଷ ବ୍ୟବସ୍ଥା ଠିକ୍‌ ନାହିଁ । ଏହି ସିରିଜର ସଫଳ ଆୟୋଜନ ତାଙ୍କ ପାଇଁ ଉତ୍ତର ହେବ ବୋଲି କହିଛି ପିସିବି । ଅଧକ୍ଷ ଇଶାନ ମଣୀ ଆହୁରି କହିଥିଲେ ପାକିସ୍ତାନଠାରୁ ଭାରତ ପାଖରେ ଉନ୍ନତ ସୁରକ୍ଷା ବ୍ୟବସ୍ଥା ରହିଛି ।

Intro:Body:

blank

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.