ETV Bharat / sports

ଆରଟିଆଇ ଅନ୍ତର୍ଗତ ହେଲା ବିସିସିଆଇ, କ୍ରୀଡାମନ୍ତ୍ରୀ କହିଲେ ବଡ ସଫଳତା - ସୂଚନା ଅଧିକାର ଆଇନ

ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ ଜାତୀୟ ଆଣ୍ଟି-ଡୋପିଙ୍ଗ ଏଜେନ୍ସି(NADA)ର ଅନ୍ତର୍ଗତ ହୋଇଛି । ଏଥିସହିତ ସରକାରଙ୍କର ସୂଚନା ଅଧିକାର ଆଇନ(RTI) ନିୟମ ଅନ୍ତଗର୍ତ ମଧ୍ୟ ହୋଇଛି ସବୁଠୁ ଧନୀ ଖେଳ ପରିଚାଳନା ସଂସ୍ଥା।

ଡିଜାଇନ ଫଟୋ
author img

By

Published : Aug 26, 2019, 11:37 PM IST

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ ଜାତୀୟ ଆଣ୍ଟି-ଡୋପିଙ୍ଗ ଏଜେନ୍ସି(NADA)ର ଅନ୍ତର୍ଗତ ହୋଇଛି । ଏହା ଏକ ବଡ ସଫଳତା ବୋଲି କ୍ରୀଡାମନ୍ତ୍ରୀ କିରନ ରିଜ୍ଜୁ କହିଛନ୍ତି ।

Kiren Rijiju
ଫଟୋ ସୌଜନ୍ୟ: ସୋସିଆଲ ମିଡିଆ(twitter@@KirenRijiju)

ପୂର୍ବରୁ ବିସିସିଆଇ ଏହି ପରିଧି ମଧ୍ୟରେ ଆସିବାକୁ ଅନିଚ୍ଛା ପ୍ରକାଶ କରୁଥିଲା । ତେବେ କ୍ରୀଡା ମନ୍ତ୍ରୀ କହିଛନ୍ତି ଦେଶରେ କ୍ରିକେଟର ପରିଚାଳନା ମୁଖ୍ୟ ହେଉଛି ବିସିସିଆଇ । କ୍ରିକେଟ ଦେଶର ଏକ ପସନ୍ଦର ଖେଳ । ତେଣୁ ସବୁ ଖେଳରେ ଯେଉଁ ନୀୟମ ଲାଗୁ ହେଉଛି କ୍ରିକେଟରେ ମଧ୍ୟ ଲାଗୁ ହେବା ଉଚିତ ।

ଏଥିସହିତ କ୍ରୀଡାମନ୍ତ୍ରୀ କହିଛନ୍ତି ଦେଶର ସବୁ ଖେଳ ସମାନ । ସମସ୍ତ ଖେଳାଳି ମଧ୍ୟ ସମାନ । ବିସିସିଆଇ ସବୁଠୁ ଧନୀ କ୍ରିକେଟ ପରିଚାଳନା ସଂସ୍ଥା । ସରକାରଙ୍କର ସୂଚନା ଅଧିକାର ଆଇନ(RTI) ନିୟମ ଅନ୍ତଗର୍ତ ବୋର୍ଡ ହୋଇଛି । ପୂର୍ବରୁ ବିସିସିଆଇ ସୂଚନା ଅଧିକାର ଆଇନ(RTI) ଅନ୍ତର୍ଗତ ହେବାକୁ ଅନିଚ୍ଛା ପ୍ରକାଶ କରିଥିଲା । ସରକାରଙ୍କ ଅର୍ଥ ସାଧାରଣ ଜନତାଙ୍କ ଅର୍ଥ । ତେଣୁ ଅର୍ଥ କିପରି ଖର୍ଚ୍ଚ ହେଉଛି, କେଉଁ ଆଧାରରେ ଖର୍ଚ୍ଚ ହେଉଛି ସେମାନଙ୍କର ଜାଣିବାର ଅଧିକାର ରହିଛି । ସର୍ବୋପରି କ୍ରୀଡା ମନ୍ତ୍ରୀ କିରେନ ରିଜ୍ଜୁ କହିଛନ୍ତି ଦେଶର ଜାତୀୟ କ୍ରୀଡାନୀତି ଓ ନୀୟମାବଳୀ ସବୁ ଖେଳରେ ପ୍ରଜୁଜ୍ୟ । ଏହାକୁ ସମସ୍ତେ ଗ୍ରହଣ କରିବା ଉଚିତ ।

Intro:Body:

PRABHU

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.