ETV Bharat / sports

କୋରୋନା ଭୟ: ଭାରତ-ଦକ୍ଷିଣ ଆଫ୍ରିକା ଦିନିକିଆ ସିରିଜ ବାତିଲ

author img

By

Published : Mar 13, 2020, 6:42 PM IST

ଦକ୍ଷିଣ ଆଫ୍ରିକା ବିପକ୍ଷ ଘରୋଇ ଦିନିକିଆ ସିରିଜରେ ବାକିଥିବା ଦୁଇଟି ମ୍ୟାଚ ବାତିଲ କରାଯାଇଛି । ଅଧିକ ପଢନ୍ତୁ...

bcci-sources-india-vs-south-africa-odi-matches-in-lucknow-and-kolkata-called-off-in-view-of-coronavirus
କୋରୋନା ଭୟ: ଦ.ଆଫ୍ରିକା ବିପକ୍ଷ ବାକି ଦୁଇଟି ମ୍ୟାଚ ବାତିଲ

ହାଇଦ୍ରାବାଦ: ଦେଶରେ ଘାରିଛି କୋରୋନା ଭୟ । ବିଶ୍ବର ବିତ୍ତଶାଳୀ ଲିଗ୍‌ ଆଇପିଏଲର ସ୍ଥଗିତ ରହିବା ପରେ ଭାରତ-ଦକ୍ଷିଣ ଆଫ୍ରିକା ଦିନିକିଆ ସିରିଜ ବାତିଲ କରିଛି ବିସିସିଆଇ । ମିଳିଥିବା ସୂଚନା ଅନୁସାରେ ଦକ୍ଷିଣ ଆଫ୍ରିକା ବିପକ୍ଷ ଘରୋଇ ଦିନିକିଆ ସିରିଜରେ ବାକିଥିବା ଦୁଇଟି ମ୍ୟାଚ ବାତିଲ କରାଯାଇଛି ।

ଉଲ୍ଲେଖଥାଉକି, ଧର୍ମଶାଳାରେ ପ୍ରଥମ ମ୍ୟାଚ ବର୍ଷା ଯୋଗୁଁ ବାତିଲ ହେବା ପରେ ସିରିଜର 2ୟ ଓ 3ୟ ମ୍ୟାଚ ଯଥାକ୍ରମେ ଲକ୍ଷ୍ନୌ ଓ କୋଲକତାରେ ଖେଳାଯିବାର ଥିଲା । ମାତ୍ର କୋରୋନା ଭାଇରସ ପାଇଁ ମ୍ୟାଚ ଦୁଇଟିକୁ ବାତିଲ କରାଯାଇଛି । ତେବେ ଏହାପୂର୍ବରୁ ବାକିଥିବା ମ୍ୟାଚ ଦୁଇଟି ବିନା ଦର୍ଶକରେ ଖେଳାଯିବାର ଯୋଜନା କରିଯାଇଥିବା ବିସିସିଆଇ ପକ୍ଷରୁ ସୂଚନା ମିଳିଥିଲା ।

@ani

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.