ETV Bharat / sports

ବିସିସିଆଇ ସଭାପତିଙ୍କ ସହ ବିରାଟ-ରୋହିତ - ବିସିସିଆଇ ଅଧିକାରୀଙ୍କ ସହ କ୍ୟାପଟେନ କୋହଲି

ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି ଓ ଅନ୍ୟ ଅଧିକାରୀଙ୍କ ସହ କ୍ୟାପଟେନ କୋହଲି ଓ ରୋହିତ ଶର୍ମାଙ୍କୁ ଦେଖିବାକୁ ମିଳିଛି ।

ଫଟୋ ସୌଜନ୍ୟ: twitter@BCCI
author img

By

Published : Oct 24, 2019, 11:45 PM IST

ନୂଆଦିଲ୍ଲୀ: ବାଂଲାଦେଶ ବିପକ୍ଷ ସିରିଜ ପାଇଁ ଟିମ ଇଣ୍ଡିଆ ଘୋଷଣା ହୋଇଛି । ଟି-20 ଦଳରୁ ବିରାଟ କୋହଲିଙ୍କୁ ବିଶ୍ରାମ ଦିଆଯାଇଛି । ରୋହିତ ଶର୍ମାଙ୍କୁ ଟି-20ରେ କ୍ୟାପଟେନ ଦାୟିତ୍ବ ମିଳିଛି ।

ତେବେ ନୂଆକରି ବିସିସିଆଇ ସଭାପତି ହୋଇଥିବା ସୌରଭ ଗାଙ୍ଗୁଲିଙ୍କ ସହ ଟିମ ଇଣ୍ଡିଆ ଏକ ଫଟୋ ରେ ନଜର ଆସିଛନ୍ତି କ୍ୟାପଟେନ କୋହଲି ଓ ରୋହିତ ଶର୍ମା ।

ଏହି ଫଟୋରେ ମୁଖ୍ୟ ଚୟନକର୍ତ୍ତା ଏମଏସକେ ପ୍ରସାଦ ଓ ବିସିସିଆଇର ଅନ୍ୟ ଅଧକାରୀଙ୍କୁ ମଧ୍ୟ ଦେଖିବାକୁ ମିଳିଛି । ବିସିସିଆଇ ପକ୍ଷରୁ ଏହି ଫଟୋକୁ ଟ୍ବିଟ୍ କରାଯାଇଛି । ଦଳ ଚୟନ ହେବା ସମୟରେ ସମସ୍ତେ ଉପସ୍ଥିତ ଥିଲେ ବୋଲି ଲେଖାଯାଇଛି ।

Intro:Body:Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.