ETV Bharat / sports

ଜମ୍ମୁ କାଶ୍ମୀର କ୍ରିକେଟକୁ ସହଯୋଗ କରିବ ବିସିସିଆଇ ! - ଯୋଗାଯୋଗ ପ୍ରତିବନ୍ଧକ

ବିସିସିଆଇ ପକ୍ଷରୁ ସମସ୍ତ ପ୍ରକାର ସୁବିଧା ଜମ୍ମୁ କାଶ୍ମୀର କ୍ରିକେଟ ଆସୋସିଏସନ(JKCA)କୁ ମିଳିବ । ଏନେଇ ସୁଚନା ଦେଇଛନ୍ତି ଜାମ୍ମୁ କାଶ୍ମୀର କ୍ରିକେଟ ମେଣ୍ଟର ଇରଫାନ ପଠାନ ।

ଡିଜାଇନ ଫଟୋ
author img

By

Published : Aug 19, 2019, 11:21 PM IST

ନୂଆଦିଲ୍ଲୀ: ବିସିସିଆଇ ପକ୍ଷରୁ ସମସ୍ତ ପ୍ରକାର ସୁବିଧା ଜାମ୍ମୁ କାଶ୍ମୀର କ୍ରିକେଟ ଆସୋସିଏସନ(JKCA)କୁ ମିଳିବ । ଏନେଇ ସୁଚନା ଦେଇଛନ୍ତି ଜାମ୍ମୁ କାଶ୍ମୀର କ୍ରିକେଟ ମେଣ୍ଟର ଇରଫାନ ପଠାନ । ଘାଟିରେ ଯୋଗାଯୋଗ ପ୍ରତିବନ୍ଧକ ଲାଗିଥିବାରୁ ଘରୋଇ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଭିଜି ଟ୍ରଫି ହେବ ସମ୍ଭବ ହୋଇପାରିନାହିଁ । ତେବେ ଆସନ୍ତା ଟୁର୍ଣ୍ଣାମେଣ୍ଟରେ ଏହା ପରିସ୍ଥିତି ସ୍ବାଭାବିକ ହୋଇଥିବ ବୋଲି ଆଶା କରିଛନ୍ତି ଇରଫାନ ।

ଜାମ୍ମୁ କାଶ୍ମୀର ଟିମ ଭିଜି ଟ୍ରଫି ଖେଳିବାକୁ ଯାଇପାରିନାହିଁ । ଏହି ଟୁର୍ଣ୍ଣାମେଣ୍ଟ ଖେଳାଳିଙ୍କ ପ୍ରସ୍ତୁତ ଦୃଷ୍ଟିରୁ ଗୁରୁତ୍ବପୂର୍ଣ୍ଣ ଥିଲା । ମାତ୍ର ଏହା ସମ୍ଭବ ହୋଇପାରିନାହିଁ । କର୍ଫ୍ୟୁ ଲାଗୁ ହୋଇଥିବାରୁ ଖେଳାଳୀ ମାନେ ଅଭ୍ୟାସ କରିପାରୁନାହାଁନ୍ତି ।

ଟିମକୁ ଶକ୍ତିଶାଳୀ ଓ ଫିଟନେସ ସ୍ତର ବଢାଇବାକୁ କୋଚ ଚେଷ୍ଟା ଜାରି ରଖିଛନ୍ତି । ତେବେ ଆଗାମୀ ସିଜିନ ଟୁର୍ଣ୍ଣାମେଣ୍ଟ ପାଇଁ ଖେଳାଳିଙ୍କୁ ଅଭ୍ୟାସ ଜରୁରୀ । ସେଥିପାଇଁ ସେ ବିସିସିଆଇ ସହ କଥା ହୋଇଛନ୍ତି ବୋଲି କହିଛନ୍ତି ପଠାନ । ବିସିସିଆଇ ଜମ୍ମୁ କାଶ୍ମୀର କ୍ରିକେଟକୁ ସବୁପ୍ରକାର ସହଯୋଗ କରିବା ନେଇ ସ୍ଫଷ୍ଟ କରିଛି ।

Intro:Body:

dfadf

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.