ETV Bharat / sports

ଗୋଟିଏ ଆଖିର ଅଧିନାୟକ, ବିସିସିଆଇ ଜଣାଇଲା ଜନ୍ମବାର୍ଷିକୀ ଶ୍ରଦ୍ଧାଞ୍ଜଳି - ପଟୌଦୀଙ୍କ 80ତମ ଜନ୍ମବାର୍ଷିକୀ

ଭାରତୀୟ କ୍ରିକେଟ ଇତିହାସର ମହାନ ଖେଳାଳି ମନସୁର ଅଲ୍ଲୀ ଖାନ ପଟୌଦୀଙ୍କ ଆଜି 80ତମ ଜନ୍ମବାର୍ଷିକୀ । ଅଧିକ ପଢନ୍ତୁ...

BCCI pays tribute to 'bravest batsmen' MAK Pataudi on his birth anniversary
ଗୋଟିଏ ଆଖିର ଅଧିନାୟକ, ବିସିସିଆଇ ଜଣାଇଲା ଜନ୍ମବାର୍ଷିକୀ ଶ୍ରଦ୍ଧାଞ୍ଜଳୀ
author img

By

Published : Jan 5, 2021, 5:44 PM IST

Updated : Jan 5, 2021, 8:40 PM IST

ମୁମ୍ବାଇ: ଗୋଟିଏ ଆଖିରେ ସେ ଥିଲେ ଭାରତର ଅଧିନାୟକ । ନାମ ତାଙ୍କର ମନସୁର ଅଲ୍ଲୀ ଖାନ ପଟୌଦୀ । ଭାରତୀୟ କ୍ରିକେଟ ଟିମର ପୂର୍ବତନ ଅଧିନାୟକ ମଂସୁର ଅଲ୍ଲୀ ଖାନ ପଟୌଦୀଙ୍କର ମଙ୍ଗଳବାର 80ତମ ଜନ୍ମବାର୍ଷିକୀ । ଏହି ଅବସରରେ ପଟୌଦୀଙ୍କୁ ସ୍ମରଣ କରିଛି ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ(ବିସିସିଆଇ) । 80ତମ ଜନ୍ମବାର୍ଷିକୀରେ ବିସିସିଆଇ ପୂର୍ବତନ ଅଧିନାୟକଙ୍କୁ ସ୍ମରଣ କରିବା ସହ, "ଶ୍ରେଷ୍ଠ ସାହସୀ ବ୍ୟାଟ୍ସମ୍ୟାନ" ବୋଲି କହିଛି ।

  • Remembering MAK Pataudi - former India captain and one of the bravest batsmen to have ever played the game - on his 80th birth anniversary. 🙏 pic.twitter.com/ctNgKFeta3

    — BCCI (@BCCI) January 5, 2021 " class="align-text-top noRightClick twitterSection" data=" ">

ପଟୌଦୀ ଏକ ବଡ ଦୁର୍ଘଟଣାର ଶିକାର ହେବାପରେ ମଧ୍ୟ ଖେଳିବା ଜାରି ରଖିଥିଲେ । ଦୁର୍ଘଟଣାରେ ଡାହାଣ ଆଖିକୁ ସେ ହରାଇ ଦେଇଥିଲେ । ମାତ୍ର ଡାହାଣ ଆଖିରେ ଦେଖି ନପାରିବା ସତ୍ତ୍ବେ ଅଧିକାଂଶ ମ୍ୟାଚ ଖେଳିଥିଲେ ।

ଡାହାଣହାତୀ ବ୍ୟାଟ୍ସମ୍ୟାନ ଭାରତ ପାଇଁ 46ଟି ଟେଷ୍ଟ ମ୍ୟାଚ ଖେଳିଛନ୍ତି । 34.91 ହାରରେ 6ଟି ଶତକ ଓ 16 ଅର୍ଦ୍ଧଶତକ ସହାୟତାରେ 2793 ରନ ସଂଗ୍ରହ କରିଛନ୍ତି । ସେ 46 ଖେଳିଥିବା 46 ଟେଷ୍ଟରୁ 40ଟିରେ ଭାରତର ନେତୃତ୍ବ ନେଇଛନ୍ତି ଓ 9ଟିରେ ବିଜୟୀ ହୋଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Jan 5, 2021, 8:40 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.