ETV Bharat / sports

ଦୁଲୀପ ଟ୍ରଫିରୁ ଖେଳାଳିଙ୍କ ଡୋପ୍‌ ଟେଷ୍ଟ ଆରମ୍ଭ

author img

By

Published : Aug 18, 2019, 11:49 PM IST

ଆଗାମୀ ଦୁଲୀପ ଟ୍ରଫିରୁ ବିସିସିଆଇ ଅଣ୍ଡରରେ ଥିବା ଖେଳାଳିଙ୍କ ଡୋପ୍‌ ଟେଷ୍ଟ ଆରମ୍ଭ କରିବ ନାଡ଼ା ।

ଫଟୋ ସୌଜନ୍ୟ- ସୋସିଆଲ ମିଡିଆ

ନୂଆଦିଲ୍ଲୀ: ଜାତୀୟ ନିଶା ନିବାରଣ ସଂସ୍ଥା (ନାଡ଼ା) ଆଗାମୀ ଦୁଲୀପ ଟ୍ରଫିରୁ ବିସିସିଆଇ ଅଣ୍ଡରରେ ଥିବା ଖେଳାଳିଙ୍କ ଡୋପ୍‌ ଟେଷ୍ଟ ଆରମ୍ଭ କରିବ । ଉଲ୍ଲେଖଥାଉ କି, କିଛିଦିନି ତଳେ ଏନେଇ ଖବର ରହିଥିଲା ଯେ ନାଡାର ସମ୍ପୂର୍ଣ୍ଣ ଅଣ୍ଡରରେ ରହିଛି ବିସିସିଆଇ । ତେବେ ବିସିସିଆଇର ଦାବି ଅନୁସାରେ ଯୋଗ୍ୟ ଡାକ୍ତର ବା ମେଡିକାଲ ପ୍ରାକ୍ଟିସନରମାନେ ଖେଳାଳିଙ୍କ ପରୀକ୍ଷା ନେବେ ।

ନିକଟରେ ବିସିସିଆଇ କ୍ରିକେଟ ଅପରେଶନ ଜେନେରାଲ ମ୍ୟାନେଜର ସବା କରିମ ଓ ଆଣ୍ଟି ଡୋପିଂ ୟୁନିଟ୍‌ ମୁଖ୍ୟ ଡଃ ଅଭିଜିତ ସାଲଭି ନାଡ଼ା ଡାଇରେକ୍ଟର ଜେନେରାଲ ନବୀନ ଅଗ୍ରଓ୍ବାଲଙ୍କ କେତେକ ବରିଷ୍ଠ ଅଧିକାରୀଙ୍କୁ ଭେଟିଥିଲେ । ଏନେଇ ସେ ପରୀକ୍ଷା ସମ୍ପର୍କରେ ତର୍ଜମା କରିଥିଲେ ।

ତେବେ ବିସିସିଆଇ ସହଯୋଗରେ ଦୁଲୀପ ଟ୍ରଫିରୁ ହିଁ ଡୋପ ଟେଷ୍ଟ ଆରମ୍ଭ ହେବ ବୋଲି ନାଡ଼ା ତରଫରୁ ଆନୁଷ୍ଠାନିକ ଭାବେ କୁହାଯାଇଛି।

Intro:Body:

dh

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.