ETV Bharat / sports

ନୂଆ କୀର୍ତ୍ତିମାନ ଅପେକ୍ଷାରେ ବାଂଲା ଅଧିନାୟକ ମହମ୍ମଦୁଲ୍ଲା

author img

By

Published : Nov 7, 2019, 9:10 AM IST

ବାଂଲାଦେଶ ପକ୍ଷରୁ ଟି-20 ମ୍ୟାଚରେ ସର୍ବାଧିକ ଛକା ମାରିଥିବା ପ୍ରଥମ ଖେଳାଳି ହୋଇପାରନ୍ତି ଅଧିନାୟକ ମହମ୍ମଦୁଲ୍ଲା । ଏଯାଏଁ ସେ ଟି-20 ଫର୍ମାଟରେ 48ଟି ଛକା ମାରିଛନ୍ତି । ଆଜି ଯଦି ସେ ଭାରତ ବିପକ୍ଷରେ 2ଟି ଛକା ମାରନ୍ତି ତେବେ ନିଜ ଦେଶ ପାଇଁ ଏହି ଫର୍ମାଟରେ ସର୍ବାଧିକ ଛକା ମାରିଥିବା ପ୍ରଥମ ଖେଳାଳି ହୋଇଯିବେ ।

captain

ରାଜକୋଟ: ଭାରତ-ବାଂଲାଦେଶ ମଧ୍ୟରେ ଆଜି 2ୟ ଟି-20ମ୍ୟାଚ ରାଜକୋଟରେ ଖେଳାଯିବ । ତେବେ ଏହି ମ୍ୟାଚରେ ବାଂଲାଦେଶର ଟି-20 ଅଧିନାୟକ ମହମ୍ମଦୁଲ୍ଲା ରିୟାଦ ଏକ ନୂତନ କୀର୍ତ୍ତିମାନ ସୃଷ୍ଟି କରିବାର ସୁଯୋଗ ରହିଛି ।

କ୍ରିକେଟର ଏହି ଫର୍ମାଟରେ ଛକାର ଅର୍ଦ୍ଧଶତକ ପୂରା କରିବାକୁ ମବମ୍ମଦୁଲ୍ଲାଙ୍କୁ ମାତ୍ର 2ଟି ଛକାର ଆବଶ୍ୟକତା ରହିଛି । ଆଜି ଯଦି ସେ ଭାରତ ବିପକ୍ଷରେ 2ଟି ଛକା ମାରି ଦେଉଛନ୍ତି ତେବେ ବାଂଲାଦେଶ ପକ୍ଷରୁ ଟି-20 ମ୍ୟାଚରେ ସର୍ବାଧିକ ଛକା ମାରିଥିବା ପ୍ରଥମ ଖେଳାଳି ହୋଇଯିବେ ।

ସୂଚନାଥାଉକି, ଭାରତ-ବାଂଲାଦେଶ ମଧ୍ୟରେ ଖେଳାଯାଉଥିବା 3ମ୍ୟାଚ ବିଶିଷ୍ଟ ଟି-20 ସିରିଜର ପ୍ରଥମ ମ୍ୟାଚରେ ବାଂଲାଦେଶ ଭାରତକୁ 7 ୱିକେଟରେ ପରାସ୍ତ କରିଥିଲା । ପ୍ରଥମ ଥର ପାଇଁ ଟି-20 ଫର୍ମାଟରେ ବାଂଲାଦେଶ ଭାରତକୁ ପରାସ୍ତ କରି ଐତିହାସିକ ବିଜୟ ହାସଲ କରିଛି।

ମହମ୍ମୁଦଲ୍ଲାଙ୍କ ବ୍ୟତୀତ ତମିମ ଇକବାଲ 41ଟି, ଶାକିବ ଅଲ ହସନ 33ଟି ଓ ମୁଶିଫକୁର ରହିମ ଏଯାଏଁ ଟି-20 ଅନ୍ତରାଷ୍ଟ୍ରୀୟ କ୍ରିକେଟରେ 31ଟି ଛକା ମାରିଛନ୍ତି ।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.