ଆଡିଲେଡ: ଆଜି ଠାରୁ ଆରମ୍ଭ ହୋଇଛି ବର୍ଡର-ଗାଭାସ୍କର ଟେଷ୍ଟ ସିରିଜ । ଆଡିଲେଡ୍ ଗ୍ରାଉଣ୍ଡରେ ଭାରତୀୟ ଅଧିନାୟକ ବିରାଟ କୋହଲି ଟସ୍ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଛନ୍ତି । 4ମ୍ୟାଚ ଟେଷ୍ଟ ବିଶିଷ୍ଟ ଟେଷ୍ଟ ସିରିଜ ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଉଛି ।
-
#TeamIndia have won the toss and captain @imVkohli declares we are batting first. #AUSvsIND pic.twitter.com/YqTlaMrNpf
— BCCI (@BCCI) December 17, 2020 " class="align-text-top noRightClick twitterSection" data="
">#TeamIndia have won the toss and captain @imVkohli declares we are batting first. #AUSvsIND pic.twitter.com/YqTlaMrNpf
— BCCI (@BCCI) December 17, 2020#TeamIndia have won the toss and captain @imVkohli declares we are batting first. #AUSvsIND pic.twitter.com/YqTlaMrNpf
— BCCI (@BCCI) December 17, 2020
-
Welcome to the land of the Kaurna people! 📍
— Cricket Australia (@CricketAus) December 17, 2020 " class="align-text-top noRightClick twitterSection" data="
Our Aussie men take a moment prior to play to pay respect to the traditional owners of the land, connect to the country and stand strong together against racism! #AUSvIND pic.twitter.com/fwjTB3230J
">Welcome to the land of the Kaurna people! 📍
— Cricket Australia (@CricketAus) December 17, 2020
Our Aussie men take a moment prior to play to pay respect to the traditional owners of the land, connect to the country and stand strong together against racism! #AUSvIND pic.twitter.com/fwjTB3230JWelcome to the land of the Kaurna people! 📍
— Cricket Australia (@CricketAus) December 17, 2020
Our Aussie men take a moment prior to play to pay respect to the traditional owners of the land, connect to the country and stand strong together against racism! #AUSvIND pic.twitter.com/fwjTB3230J
ଭାରତ ବର୍ତ୍ତମାନ ସୁଦ୍ଧା କେବଳ ଏକମାତ୍ର ଡେ-ନାଇଟ ଟେଷ୍ଟ ମ୍ୟାଚ ଖେଳିଛି । ଗତବର୍ଷ ଇଡେନ ଗାର୍ଡେନ୍ସରେ ବାଂଲାଦେଶ ବିପକ୍ଷରେ ଭାରତ ଏହି ମ୍ୟାଚ ଖେଳି ଥିଲା ।
-
Baggy Green No.459 for Cameron Green!
— cricket.com.au (@cricketcomau) December 17, 2020 " class="align-text-top noRightClick twitterSection" data="
Pat Cummins presented the young allrounder with his cap before play in Adelaide #AUSvIND pic.twitter.com/T8AcW4z31y
">Baggy Green No.459 for Cameron Green!
— cricket.com.au (@cricketcomau) December 17, 2020
Pat Cummins presented the young allrounder with his cap before play in Adelaide #AUSvIND pic.twitter.com/T8AcW4z31yBaggy Green No.459 for Cameron Green!
— cricket.com.au (@cricketcomau) December 17, 2020
Pat Cummins presented the young allrounder with his cap before play in Adelaide #AUSvIND pic.twitter.com/T8AcW4z31y
ସୂଚନାଥାଉକି, ବିରାଟ କୋହଲି ପ୍ରଥମ ମ୍ୟାଚରେ ଅଧିନାୟକ ଦାୟିତ୍ବ ତୁଲେଇବେ । ଏହାପରେ ସେ ସ୍ବଦେଶ ପ୍ରତ୍ୟାବର୍ତ୍ତନ କରିବେ । ବାକି ମ୍ୟାଚରେ ରାହାଣେଙ୍କ କାନ୍ଧରେ ନେତୃତ୍ବ ଭାର ରହିବ ।
ଅନ୍ୟପଟେ ଟିମ ପାଇନଙ୍କ ଅଷ୍ଟ୍ରେଲିଆ ଦଳରେ ଆଜି ଅଲରାଉଣ୍ଡର କାମେରନ ଗ୍ରୀନ ନିଜର ଡେବ୍ୟୁ ମ୍ୟାଚ ଖେଳିବେ ।
ଚୁଡାନ୍ତ ଏକାଦଶ:-
ଭାରତ: ବିରାଟ କୋହଲି(କ୍ୟାପଟେନ), ମୟଙ୍କ ଅଗ୍ରଓ୍ବାଲ, ପୃଥ୍ବୀ ଶ' , ଚେତେଶ୍ବର ପୂଜାରା, ଅଜିଙ୍କ୍ୟ ରାହାଣେ, ହନୁମା ବିହାରୀ, ରିଦ୍ଧିମାନ ଶାହା(ଓ୍ବିକେଟ କିପର), ଆର ଅଶ୍ବିନ, ଉମେଶ ଯାଦବ, ମହମ୍ମଦ ସାମି, ଯଶପ୍ରୀତ ବୁମରାହ
ଅଷ୍ଟ୍ରେଲିଆ: ଟିମ୍ ପାଇନ (ଅଧିନାୟକ ଓ ଓ୍ବିକେଟକିପର), ଜେଏ ବନର୍ସ, ପାଟ କମିନ୍ସ, କାମେରନ ଗ୍ରୀନ, ଜୋସ ହେଜଲଉଡ, ଟ୍ରେଭିସ୍ ହେଡ୍, ମାର୍ନସ ଲାବୁସେନ, ନାଥନ ଲାୟନ, ଷ୍ଟିଭ ସ୍ମିଥ, ମିଚେଲ ଷ୍ଟାର୍କ୍ସ, ମାଥ୍ୟୁ ଓ୍ବେଡ