ETV Bharat / sports

ଅଷ୍ଟ୍ରେଲିଆ ବନାମ ନ୍ୟୁଜିଲାଣ୍ଡ: ଲବୁସାନଙ୍କ ବ୍ୟାଟରୁ ଦଶନ୍ଧିର ପ୍ରଥମ ଶତକ

author img

By

Published : Jan 3, 2020, 2:20 PM IST

ନ୍ୟୁଜିଲାଣ୍ଡ ବିପକ୍ଷ 3ୟ ତଥା ଅନ୍ତିମ ଟେଷ୍ଟରେ ଶତକୀୟ ଇଂନିସ ଖେଳି ମାର୍ନସ ଲବୁସାନ ଦଶନ୍ଧିର ପ୍ରଥମ ଶତକ ହାସଲକାରୀ ବ୍ୟାଟ୍ସମ୍ୟାନ ହୋଇଛନ୍ତି।

Australia Vs New Zealand
ଲବୁସାନଙ୍କ ବ୍ୟାଟରୁ ଦଶନ୍ଧିର ପ୍ରଥମ ଶତକ

ସିଡନି: ନ୍ୟୁଜିଲାଣ୍ଡ ବିପକ୍ଷ 3ୟ ତଥା ଅନ୍ତିମ ଟେଷ୍ଟରେ ଶତକୀୟ ଇଂନିସ ଖେଳିଛନ୍ତି ମାର୍ନସ ଲବୁସାନ। ଏଥିସହିତ ଲବୁସାନ ନୂଆ ଦଶନ୍ଧିର ପ୍ରଥମ ଶତକ ହାସଲକାରୀ ବ୍ୟାଟ୍ସମ୍ୟାନ ହୋଇଛନ୍ତି । ଲବୁସାନ 210 ବଲରୁ 12 ଚୌକା ଓ ଗୋଟିଏ ଛକା ସହାୟତାରେ ଅପରାଜିତ130 ରନ କରିଛନ୍ତି।

3 ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜକୁ 2-0ରେ ଆଗୁଆ ଜିତିନେଇଛି ଅଷ୍ଟ୍ରେଲିଆ । 3ୟ ଟେଷ୍ଟରେ ଟସ ଜିତି ପ୍ରଥମେ ବ୍ୟାଟିଂ କରୁଛି ଅଷ୍ଟ୍ରେଲିଆ । ପ୍ରଥମ ଦିନ ଖେଳ ଶେଷ ସୁଦ୍ଧା ଅଷ୍ଟ୍ରେଲିଆ 283/3 ରହିଛି । ଡେଭିଡ ୱାର୍ଣ୍ଣର 45, ଷ୍ଟିଭ ସ୍ମିଥ 63 ଓ ଜୋ ବର୍ଣ୍ଣସ 18 ରନ କରି ଆଉଟ ହୋଇଛନ୍ତି । ଲବୁସାନଙ୍କ ସହ ମାଥ୍ୟୁ ୱାଡେ 22 ରନ କରି ଅପରାଜିତ ଅଛନ୍ତି।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.