ETV Bharat / sports

ଫିଟନେସ ଟେଷ୍ଟରେ ପାସ୍ ହେଲେ ରୋହିତ

author img

By

Published : Dec 11, 2020, 3:46 PM IST

ଫିଟନେସ ଟେଷ୍ଟରେ ପାସ୍ ହେଲେ ଟିମ ଇଣ୍ଡିଆର ଓପନର ବ୍ୟାଟ୍ସମ୍ୟାନ ରୋହିତ ଶର୍ମା । ଜାତୀୟ କ୍ରିକେଟ ଏକାଡେମୀ(ଏନସିଏ) ରୋହିତଙ୍କୁ ଫିଟ୍ ଘୋଷଣା କରିଛି । ଅଧିକ ପଢନ୍ତୁ...

AUS vs IND : Rohit Sharma passes fitness test
ଫିଟନେସ ଟେଷ୍ଟରେ ପାସ୍ ହେଲେ ରୋହିତ

ନୂଆଦିଲ୍ଲୀ: ଫିଟନେସ ଟେଷ୍ଟରେ ପାସ୍ ହେଲେ ଟିମ ଇଣ୍ଡିଆର ଓପନର ବ୍ୟାଟ୍ସମ୍ୟାନ ରୋହିତ ଶର୍ମା । ଜାତୀୟ କ୍ରିକେଟ ଏକାଡେମୀ(ଏନସିଏ) ରୋହିତଙ୍କୁ ଫିଟ୍ ଘୋଷଣା କରିଛି । ଇଣ୍ଡିଆନ ପ୍ରିମିୟର ଲିଗ(ଆଇପିଏଲ) ସମୟରେ ମାଂଶପେଶୀରେ ଜନିତ ଆହତ ସମସ୍ୟା ଦେଇ ଗତି କରୁଥିଲେ ରୋହିତ । ଫଳରେ ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟ ସିରିଜରେ ଖେଳିବା ପାଇଁ ଫିଟନେସ ଟେଷ୍ଟ ପାସ୍ କରିବା ଜରୁରୀ ଥିଲା ।

AUS vs IND : Rohit Sharma passes fitness test
ରୋହିତ ଶର୍ମା

ରୋହିତ ଶର୍ମା 12 ଡିସେମ୍ବରକୁ ଅଷ୍ଟ୍ରେଲିଆ ଗସ୍ତ କରିବେ । ତେବେ ରୋହିତଙ୍କୁ କୋତୋଟି ଟେଷ୍ଟରେ ଚୁଡାନ୍ତ ଏକାଦଶରେ ସ୍ଥାନ ମିଳୁଛି ସେ ନେଇ ସ୍ପଷ୍ଟ ହୋଇନାହିଁ ।

ରୋହିତ ଫିଟନେସ ଟେଷ୍ଟରେ ପାସ୍ କରିଛନ୍ତି ଓ ଭବିଷ୍ୟତରେ ରୋହିତଙ୍କ ଖେଳିବା ନେଇ ନିଷ୍ପତ୍ତି ବିସିସିଆଇ ଓ ଚୟନ କମିଟି ଦ୍ବାରା ନିଆଯିବ ବୋଲି ବିସିସିଆଇ ସୁତ୍ରରୁ ଜଣାପଡିଛି ।

ରୋହିତ 19 ନଭେମ୍ବରକୁ ଏନସିଏ ପହଞ୍ଚିଥିଲେ । ଗତ 20 ଦିନ ଧରି ସେ ବେଙ୍ଗାଲୁରୁରେ ଫିଟନେସ ନେଇ କାମ କରୁଥିଲେ ।

ଆଇପିଏଲରେ ଆହତ ହେବାଯୋଗୁଁ ଅଷ୍ଟ୍ରେଲିଆ ଗସ୍ତ ପାଇଁ ରୋହିତଙ୍କ ଚୟନ ହୋଇନଥିଲା । ଏଥିସହ ସଂପୂର୍ଣ୍ଣ ଫିଟ ନହୋଇ ପାରିବାରୁ ଅଷ୍ଟ୍ରେଲିଆ ବିପକ୍ଷରେ ଖେଳାଯିବାକୁ ଥିବା ପ୍ରଥମ ଦୁଇଟି ଟେଷ୍ଟରୁ ବାଦ ଦିଆଯାଇଥିଲା । ଏହାପରେ ସେ ଏନସିଏ ଯାଇଥିଲେ ।

ଟିମରୁ ରୋହିତଙ୍କୁ ବାହାର ହେବାନେଇ ପ୍ରଶ୍ନ ଉଠିବାପରେ 9 ନଭେମ୍ବରରେ ବିସିସିଆଇ ଉତ୍ତର ରଖିଥିଲା । ମେଡିକାଲ ଟିମ ଫିଟନେସ ନେଇ ଧ୍ୟାନ ରଖିଥିବା ବୟାନ ଜାରି କରିଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.