ସିଡନୀ: 2ୟ ଟି-20 ମ୍ୟାଚରେ ଅଷ୍ଟ୍ରେଲିଆ ବିପକ୍ଷରେ ଟସ୍ ଜିତି ଭାରତର ବୋଲିଂ ନିଷ୍ପତ୍ତି । ସିଡନୀ କ୍ରିକେଟ ଗ୍ରାଉଣ୍ଡରେ ଆଗୁଆ ସିରିଜ ବିଜୟ ପାଇଁ ବିରାଟ ବାହିନୀ ପ୍ରସ୍ତୁତ ।
-
TOSS NEWS FROM SYDNEY 🏏
— ICC (@ICC) December 6, 2020 " class="align-text-top noRightClick twitterSection" data="
India have opted to field in the second #AUSvIND T20I. pic.twitter.com/qMkI3ZHLBw
">TOSS NEWS FROM SYDNEY 🏏
— ICC (@ICC) December 6, 2020
India have opted to field in the second #AUSvIND T20I. pic.twitter.com/qMkI3ZHLBwTOSS NEWS FROM SYDNEY 🏏
— ICC (@ICC) December 6, 2020
India have opted to field in the second #AUSvIND T20I. pic.twitter.com/qMkI3ZHLBw
ତେବେ ଭାରତୀୟ ଦଳରେ କିଛିଟା ପରିବର୍ତ୍ତନ କରାଯାଇଛି । ଆହତ ଜାଡେଜାଙ୍କ ସ୍ଥାନରେ ଦଳରେ ଚହଲ ସ୍ଥାନ ପାଇଛନ୍ତି । ସେହିପରି ସାମିଙ୍କ ସ୍ଥାନରେ ଶାର୍ଦ୍ଦୁଳ ଠାକୁର ।
-
🇦🇺 team news ⬇️
— ICC (@ICC) December 6, 2020 " class="align-text-top noRightClick twitterSection" data="
IN: Daniel Sams (debut), Marcus Stoinis, Andrew Tye
OUT: Aaron Finch, Josh Hazlewood, Micthell Starc
Matthew Wade to lead Australia in Finch's absence. pic.twitter.com/lLyatbAdtX
">🇦🇺 team news ⬇️
— ICC (@ICC) December 6, 2020
IN: Daniel Sams (debut), Marcus Stoinis, Andrew Tye
OUT: Aaron Finch, Josh Hazlewood, Micthell Starc
Matthew Wade to lead Australia in Finch's absence. pic.twitter.com/lLyatbAdtX🇦🇺 team news ⬇️
— ICC (@ICC) December 6, 2020
IN: Daniel Sams (debut), Marcus Stoinis, Andrew Tye
OUT: Aaron Finch, Josh Hazlewood, Micthell Starc
Matthew Wade to lead Australia in Finch's absence. pic.twitter.com/lLyatbAdtX
ସେହିପରି ଘରୋଇ ଦଳ ଅଷ୍ଟ୍ରେଲିଆର ଅଧିନାୟକ ଫିଞ୍ଚଙ୍କ ସ୍ଥାନରେ ମାଥ୍ୟୁ ୱେଡ୍ ନେତୃତ୍ବ ନେଇଛନ୍ତି । ଏଥିସହ ଡାନିଏଲ୍ ସାମସ୍ ଆଜି ଡେବ୍ୟୁ ମ୍ୟାଚ
ଚୁଡାନ୍ତ ଏକାଦଶ:-
ଭାରତ: ବିରାଟ କୋହଲି(କ୍ୟାପଟେନ), ଶିଖର ଧୱନ, କେଏଲ ରାହୁଲ (ୱିକେଟ କିପର), ଶ୍ରେୟାସ ଆୟର, ହାର୍ଦ୍ଦିକ ପାଣ୍ଡ୍ୟା, ୟୁଜବେନ୍ଦ୍ର ଚହଲ , ଓ୍ବାସିଂଟନ ସୁନ୍ଦର, ଶାର୍ଦ୍ଦୁଳ ଠାକୁର, ଦୀପକ ଚହର, ଟି ନଟରାଜନ, ସଞ୍ଜୁ ସାମସନ
ଅଷ୍ଟ୍ରେଲିଆ: ମାଥ୍ୟୁ ୱେଡ୍ (କ୍ୟାପଟେନ/ୱିକେଟ କିପର), ଷ୍ଟିଭ ସ୍ମିଥ, ଗ୍ଳେନ ମାକ୍ସୱେଲ, ସିନ ଆବଟ୍ଟ,ଆଡାମ ଜାମ୍ପା, ମୋଇସେସ ହେନେରିକ୍ସ।, ମିଚେଲ ସ୍ବେପସନ,ଡାନିଏଲ୍ ସାମସ୍, ଆଣ୍ଡ୍ରିୟୁ ଟାଇ