ETV Bharat / sports

AUS vs IND ଦ୍ବିତୀୟ T20: ଟସ୍‌ ଜିତି ଭାରତର ବୋଲିଂ ନିଷ୍ପତ୍ତି

author img

By

Published : Dec 6, 2020, 1:39 PM IST

2ୟ ଟି-20 ମ୍ୟାଚରେ ଅଷ୍ଟ୍ରେଲିଆ ବିପକ୍ଷରେ ଟସ୍‌ ଜିତି ଭାରତର ବୋଲିଂ ନିଷ୍ପତ୍ତି । ସିଡନୀ କ୍ରିକେଟ ଗ୍ରାଉଣ୍ଡରେ ଆଗୁଆ ସିରିଜ ବିଜୟ ପାଇଁ ବିରାଟ ବାହିନୀ ପ୍ରସ୍ତୁତ ।

AUS vs IND, 2nd T20: ଟସ୍‌ ଜିତି ଭାରତର ବୋଲିଂ ନିଷ୍ପତ୍ତି

ସିଡନୀ: 2ୟ ଟି-20 ମ୍ୟାଚରେ ଅଷ୍ଟ୍ରେଲିଆ ବିପକ୍ଷରେ ଟସ୍‌ ଜିତି ଭାରତର ବୋଲିଂ ନିଷ୍ପତ୍ତି । ସିଡନୀ କ୍ରିକେଟ ଗ୍ରାଉଣ୍ଡରେ ଆଗୁଆ ସିରିଜ ବିଜୟ ପାଇଁ ବିରାଟ ବାହିନୀ ପ୍ରସ୍ତୁତ ।

ତେବେ ଭାରତୀୟ ଦଳରେ କିଛିଟା ପରିବର୍ତ୍ତନ କରାଯାଇଛି । ଆହତ ଜାଡେଜାଙ୍କ ସ୍ଥାନରେ ଦଳରେ ଚହଲ ସ୍ଥାନ ପାଇଛନ୍ତି । ସେହିପରି ସାମିଙ୍କ ସ୍ଥାନରେ ଶାର୍ଦ୍ଦୁଳ ଠାକୁର ।

  • 🇦🇺 team news ⬇️

    IN: Daniel Sams (debut), Marcus Stoinis, Andrew Tye

    OUT: Aaron Finch, Josh Hazlewood, Micthell Starc

    Matthew Wade to lead Australia in Finch's absence. pic.twitter.com/lLyatbAdtX

    — ICC (@ICC) December 6, 2020 " class="align-text-top noRightClick twitterSection" data=" ">

ସେହିପରି ଘରୋଇ ଦଳ ଅଷ୍ଟ୍ରେଲିଆର ଅଧିନାୟକ ଫିଞ୍ଚଙ୍କ ସ୍ଥାନରେ ମାଥ୍ୟୁ ୱେଡ୍ ନେତୃତ୍ବ ନେଇଛନ୍ତି । ଏଥିସହ ଡାନିଏଲ୍ ସାମସ୍ ଆଜି ଡେବ୍ୟୁ ମ୍ୟାଚ

ଚୁଡାନ୍ତ ଏକାଦଶ:-

ଭାରତ: ବିରାଟ କୋହଲି(କ୍ୟାପଟେନ), ଶିଖର ଧୱନ, କେଏଲ ରାହୁଲ (ୱିକେଟ କିପର), ଶ୍ରେୟାସ ଆୟର, ହାର୍ଦ୍ଦିକ ପାଣ୍ଡ୍ୟା, ୟୁଜବେନ୍ଦ୍ର ଚହଲ , ଓ୍ବାସିଂଟନ ସୁନ୍ଦର, ଶାର୍ଦ୍ଦୁଳ ଠାକୁର, ଦୀପକ ଚହର, ଟି ନଟରାଜନ, ସଞ୍ଜୁ ସାମସନ

ଅଷ୍ଟ୍ରେଲିଆ: ମାଥ୍ୟୁ ୱେଡ୍ (କ୍ୟାପଟେନ/ୱିକେଟ କିପର), ଷ୍ଟିଭ ସ୍ମିଥ, ଗ୍ଳେନ ମାକ୍ସୱେଲ, ସିନ ଆବଟ୍ଟ,ଆଡାମ ଜାମ୍ପା, ମୋଇସେସ ହେନେରିକ୍ସ।, ମିଚେଲ ସ୍ବେପସନ,ଡାନିଏଲ୍ ସାମସ୍, ଆଣ୍ଡ୍ରିୟୁ ଟାଇ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.