ଚେନ୍ନାଇ: ରବିଚନ୍ଦ୍ରନ ଅଶ୍ବିନଙ୍କ ନାମରେ ଭାରତ ଓ ଇଂଲଣ୍ଡ ମଧ୍ୟରେ ଖେଳାଯାଉଥିବା ଦ୍ବିତୀୟ ଟେଷ୍ଟର ତୃତୀୟ ଦିନ ହୋଇଛି । ଏହି ଷ୍ଟାର ଭାରତୀୟ ଅଲରାଉଣ୍ଡର ଗୋଟିଏ ଟେଷ୍ଟର ଗୋଟିଏ ଇଂନିସରେ ଏକାଧିକ ଥର ଶତକ ଓ 5 ୱିକେଟ ହାସଲ କରିବାରେ ପ୍ରଥମ ଭାରତୀୟ ଖେଳାଳି ହୋଇଛନ୍ତି । ଘରୋଇ ଦର୍ଶକଙ୍କ ସାମ୍ନାରେ ଅଶ୍ବିନଙ୍କ ଏହି ପ୍ରଦର୍ଶନ ସମସ୍ତ ଭାରତୀୟ କ୍ରିକେଟପ୍ରେମୀଙ୍କ ସମେତ ପୂର୍ବତନ କ୍ରିକେଟରଙ୍କ ହୃଦୟ ଜିତିପାରିଛି ।
ରବିବାର ଅଶ୍ବିନ ଇଂଲଣ୍ଡର ପ୍ରଥମ ଇଂନିସରେ 43 ରନ ବ୍ୟୟରେ 5 ୱିକେଟ ହାସଲ କରିଥିଲେ । ସୋମବାର 106 ରନର ଇଂନିସ ଖେଳିବା ସହ କ୍ୟାରିୟରର 5ମ ଟେଷ୍ଟ ଶତକ ହାସଲ କରିଛନ୍ତି ।
ଭିନୋ ମଙ୍କଡ ଇଂଲଣ୍ଡ ବିପକ୍ଷରେ ବର୍ଷ 1952ରେ ଲଣ୍ଡନର ଲର୍ଡ୍ସରେ ଓ ପୋଲି ଉମ୍ରିଗର ବର୍ଷ 1961-62ରେ ପୋର୍ଟ ଅଫ ସ୍ପେନରେ ଶତକ ଓ 5ଟି ୱିକେଟ ଗୋଟିଏ ଇଂନିସରେ ହାସଲ କରିବାରେ ଅନ୍ୟ ଦୁଇ ଭାରତୀୟ ଖେଳାଳି ରହିଛନ୍ତି।
କିଛି ଜଣଙ୍କ ପାଇଁ କେବଳ ବଲ୍ ଟର୍ଣ୍ଣ ହେଉଥିବା ପିଚ୍ରେ ୱିକେଟ ହାସଲ କରୁଥିବା ଅଭିଯୋଗ ଥିବା ଖେଳାଳି, ବଲ ଟର୍ଣ୍ଣ ହେଉଥିବା ପିଚ୍ରେ ଦ୍ବିତୀୟ ଇଂନିସରେ ଶତକ ମଧ୍ୟ ହାସଲ କରିପାରନ୍ତି । ଉତ୍ତମ ପ୍ରଦର୍ଶନ ଅଶ୍ବିନ । ଅଶ୍ବିନଙ୍କୁ ପ୍ରଶଂସା କରିବା ସହ ଏହା କହିଛନ୍ତି ଭାରତ ଓ ତାମିଲନାଡୁ ବ୍ୟାଟ୍ସମ୍ୟାନ ଡବଲୁଭି ରମଣ ।
-
So, for a man who allegedly picks wickets on turners according to some, gets a hundred on a turner in the 2nd innings.. Well done @ashwinravi99.. Can bat only on turners!! 😜😜😜 #INDvsENG
— W V Raman #TheWinningSixer (@wvraman) February 15, 2021 " class="align-text-top noRightClick twitterSection" data="
">So, for a man who allegedly picks wickets on turners according to some, gets a hundred on a turner in the 2nd innings.. Well done @ashwinravi99.. Can bat only on turners!! 😜😜😜 #INDvsENG
— W V Raman #TheWinningSixer (@wvraman) February 15, 2021So, for a man who allegedly picks wickets on turners according to some, gets a hundred on a turner in the 2nd innings.. Well done @ashwinravi99.. Can bat only on turners!! 😜😜😜 #INDvsENG
— W V Raman #TheWinningSixer (@wvraman) February 15, 2021
ପୂର୍ବତନ ଇଂଲଣ୍ଡ ବ୍ୟାଟ୍ସମ୍ୟାନ ଇଆନ ବେଲ୍ ମଧ୍ୟ ଟ୍ବିଟ ଯୋଗଁ ଅଶ୍ବିନଙ୍କ ଇଂନିସକୁ ସ୍ବତନ୍ତ୍ର କହିବା ସହ ଭାରତର ନିର୍ଦ୍ଦୟ କ୍ରିକେଟ ବୋଲି କହିଛନ୍ତି ।
-
Well, this is pretty special.
— Ian Bell (@Ian_Bell) February 15, 2021 " class="align-text-top noRightClick twitterSection" data="
Ruthless from India.
Wonderful cricket.#Ashwin pic.twitter.com/WbXZFl4JqD
">Well, this is pretty special.
— Ian Bell (@Ian_Bell) February 15, 2021
Ruthless from India.
Wonderful cricket.#Ashwin pic.twitter.com/WbXZFl4JqDWell, this is pretty special.
— Ian Bell (@Ian_Bell) February 15, 2021
Ruthless from India.
Wonderful cricket.#Ashwin pic.twitter.com/WbXZFl4JqD
"ଭାରତୀୟ ଓପନର ଶିଖର ଧାୱନ ଅଶ୍ବିନଙ୍କ ଉଦ୍ଦେଶ୍ୟରେ କହିଛନ୍ତି, ତୁମକୁ ଚେପକ ଧନ୍ୟବାଦ ଜଣାଉଛି, ଦେଶ ଧନ୍ୟବାଦ ଜଣାଉଛି । ଅବିଶ୍ବସନୀୟ ପ୍ରଦର୍ଶନ । ଶୁଭେଚ୍ଛା ।"
-
Chepauk applauds you, the country applauds you 👏 Ashwin, what an all round performance! @ashwinravi99
— Shikhar Dhawan (@SDhawan25) February 15, 2021 " class="align-text-top noRightClick twitterSection" data="
">Chepauk applauds you, the country applauds you 👏 Ashwin, what an all round performance! @ashwinravi99
— Shikhar Dhawan (@SDhawan25) February 15, 2021Chepauk applauds you, the country applauds you 👏 Ashwin, what an all round performance! @ashwinravi99
— Shikhar Dhawan (@SDhawan25) February 15, 2021
ସେହିପରି ହରଭଜନ ସିଂହ, ଦିନେଶ କାର୍ତ୍ତିକ, ଓ ଭାରତୀୟ ମହିଳା ଟିମ କ୍ୟାପଟେନ ମିତାଲି ରାଜ ଓ ବାର୍ମି ଆର୍ମି(ଟିମ ଇଂଲଣ୍ଡର ଟ୍ବିଟର ପେଜ୍ ) ମଧ୍ୟ ଅଶ୍ବିନଙ୍କ ଶତକୀୟ ଇଂନିସକୁ ପ୍ରଂଶସା କରିଛନ୍ତି ।
-
Class 100 👏👏👏 Simply outstanding @ashwinravi99 take a bow 🙇♂️.. showing everyone how to bat and bowl on this track.. well done @BCCI @StarSportsIndia #INDvsENG
— Harbhajan Turbanator (@harbhajan_singh) February 15, 2021 " class="align-text-top noRightClick twitterSection" data="
">Class 100 👏👏👏 Simply outstanding @ashwinravi99 take a bow 🙇♂️.. showing everyone how to bat and bowl on this track.. well done @BCCI @StarSportsIndia #INDvsENG
— Harbhajan Turbanator (@harbhajan_singh) February 15, 2021Class 100 👏👏👏 Simply outstanding @ashwinravi99 take a bow 🙇♂️.. showing everyone how to bat and bowl on this track.. well done @BCCI @StarSportsIndia #INDvsENG
— Harbhajan Turbanator (@harbhajan_singh) February 15, 2021
ବ୍ୟୁରା ରିପୋର୍ଟ, ଇଟିଭି ଭାରତ