ETV Bharat / sports

LPL 2020: ଲିଗ୍‌ରୁ ଓହରିଲେ ଅନେକ ଷ୍ଟାର ଖେଳାଳି, ଜାଣନ୍ତୁ କାରଣ

author img

By

Published : Oct 27, 2020, 3:30 PM IST

ଲଙ୍କା ପ୍ରିମିୟର ଲିଗର ଫ୍ୟାନ୍ସଙ୍କୁ ଝଟକା । । ଆନ୍ଦ୍ର ରସେଲ, ଫାଫ ଡୁପ୍ଲିସିସ, ଡେଭିଡ ମିଲର ଭଳି ଷ୍ଟାର ଖେଳାଳି ଚଳିତ ଲିଗ୍‌କୁ କହିଛନ୍ତି ବାଏ । ପଢନ୍ତୁ ସମ୍ପୂର୍ଣ୍ଣ ଖବର..

LPL 2020: ଲିଗ୍‌ରୁ ଓହରିଲେ ଅନେକ ଷ୍ଟାର ଖେଳାଳି, ଜାଣନ୍ତୁ କାରଣ
LPL 2020: ଲିଗ୍‌ରୁ ଓହରିଲେ ଅନେକ ଷ୍ଟାର ଖେଳାଳି, ଜାଣନ୍ତୁ କାରଣ

କଲମ୍ବୋ: ଲଙ୍କା ପ୍ରିମିୟର ଲିଗରୁ ଅନେକ ଷ୍ଟାର ଖେଳି ନିଜ ନାଁ ଫେରାଇ ନେଇଛନ୍ତି । ଆନ୍ଦ୍ର ରସେଲ, ଫାଫ ଡୁପ୍ଲିସିସ, ଡେଭିଡ ମିଲର, ଡେଭିଡ ମଲାନ ଏଲପିଏଲରୁ ଓହରି ଯାଇଛନ୍ତି । ସମସ୍ତ ଖେଳାଳି ଓହରିବାର କାରଣ ଭିନ୍ନ ଭିନ୍ନ ରଖିଛନ୍ତି ।

ରସେଲ ନିଜର ଆଣ୍ଠୁରେ ଆହତ ଲାଗିଥିବା କାରଣକୁ ଚଳିତ ଲଙ୍କା ପ୍ରିମିୟର ଲିଗ୍‌ରେ ସାମିଲ ହେବେ ନାହିଁ । ସେହିପରି ଡୁପ୍ଲିସିସ, ମିଲର ଓ ମଲାନ ଇଂଲଣ୍ଡ-ଦ.ଆଫ୍ରିକା ମଧ୍ୟରେ ହେବାକୁ ଥିବା ସିରିଜରେ ଅଂଶ ଗ୍ରହଣ କରିବେ , ସେଥିପାଇଁ ଚଳିତ ଲଙ୍କା ପ୍ରମିୟର ଲିଗ୍‌ରେ ଉପସ୍ଥିତ ରହି ପାରିବେ ନାହିଁ ।

ଏହି ଖେଳାଳିଙ୍କ ବ୍ୟତୀତ ଓ୍ବିକେଟକିପର ମନବିନ୍ଦର ବିସଲା ବି ନିଜ ନାଁ ଫେରେଇ ନେଇଛନ୍ତି ।

ସୂଚନାଥାଉକି, ଏଲପିଏଲ 2020 ସିଜନ 21 ନଭେମ୍ବରରେ ଆରମ୍ଭ ହେବ । 13 ଡିସେମ୍ବରରେ ଫାଇନାଲ ଖେଳାଯିବ । ତେବେ ଏଲପିଏଲର କଲମ୍ବୋ କିଙ୍ଗ୍ସ ଟିମକୁ ବଡ ଝଟକା ଲାଗିଛି । ରସେଲ, ଡୁ ପ୍ଲିସିସ ଓ ବିସଲା ଏହି ଟିମର ଖେଳାଳି ଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.