ETV Bharat / sports

ପୁଣି ଦଳକୁ ଫେରିବାକୁ ଚାହାଁନ୍ତି ରାୟୁଡୁ - ରାୟୁଡୁ

ଏବେ ବି ଦଳରେ ଦିନିକିଆ କ୍ରିକେଟ ଖେଳିବାକୁ ଚାହାଁନ୍ତି ଭାରତୀୟ ଦଳର ମଧ୍ୟକ୍ରମ ବ୍ୟାଟ୍ସମ୍ୟାନ ଅମ୍ବାତି ରାୟୁଡୁ । ସେ ନିଜେ ଏହି ରାୟୁଡୁ ଏକ ବୟାନ ଦେଇଛନ୍ତି ।

ଫଟୋ ସୌଜନ୍ୟ- ସୋସିଆଲ ମିଡିଆ
author img

By

Published : Aug 26, 2019, 1:28 AM IST

Updated : Aug 26, 2019, 9:45 AM IST

ନୂଆଦିଲ୍ଲୀ: ନିକଟରେ କ୍ରିକେଟର ସମସ୍ତ ଫର୍ମାଟରୁ ଅବସସର ଘୋଷଣା କରିଥିଲେ ଭାରତୀୟ ଦଳର ମଧ୍ୟକ୍ରମ ବ୍ୟାଟ୍ସମ୍ୟାନ ଅମ୍ବାତି ରାୟୁଡୁ । ତେବେ ବିଶ୍ବକପ ଦଳରୁ ବାରମ୍ବାର ବାଦ ପଡିବା ପରେ ରାୟୁଡୁ ଏହି ନିଷ୍ପତ୍ତି ନେଇଥିବା ଚର୍ଚ୍ଚା ହେଉଛି । ମାତ୍ର ଶନିବାର ରାୟୁଡୁ ଏକ ବୟାନ ଦେଇ କହିଛନ୍ତି, ସେ ଏବେ ବି ଦଳରେ ଦିନିକିଆ କ୍ରିକେଟ ଖେଳିବାକୁ ଚାହାଁନ୍ତି ।

ଯେବେକି, ରାୟୁଡୁ ଆଗାମୀ ଆଇପିଏଲରେ ଚେନ୍ନାଇ ପକ୍ଷରୁ ଖେଳ ଜାରି ରଖିବେ ବୋଲି ସ୍ପଷ୍ଟ ମତଦେଇ ସାରିଛନ୍ତି । ତେବେ ରାୟୁଡୁ କହିଛନ୍ତି, “ମୁଁ ନିଶ୍ଚିତ ଭାବେ 2020ରେ ଚେନ୍ନାଇ ସୁପରକିଙ୍ଗସ ପକ୍ଷରୁ ଆଇପିଏଲ୍‌ ଖେଳିବି । ଏଥିସହ ମୁଁ ହ୍ବାଇଟ୍‌ ବଲ ଅନ୍ତର୍ଜାତୀୟ ମ୍ୟାଚ୍‌ ଖେଳିବାକୁ ଚାହିଁବି । ଏବେ ମୋର ପ୍ରଥମ ଲକ୍ଷ୍ୟ ରାୟୁଡୁଙ୍କ ଏଭଳି ବୟାନ ପରେ ସେ ଅବସର ସମ୍ପର୍କରେ ୟୁ-ଟର୍ଣ୍ଣ ନେଇଥିବା କୁହାଯାଉଛି ।

କଟକ: କମ୍ପିଲା ସିଲଭରସିଟି । ବାଉନ ବଜାର ତେପନ ଗଳି ରେ ଶୁଭିଲା ନମୋ ନମୋ । 4 ହଜାର ରୁ ଉର୍ଦ୍ଧ୍ବ ବିଜେପି ସମର୍ଥକଙ୍କ ସହ ରୋଡ଼ ସୋ ରେ ସାମିଲ ହେଲେ ରାଷ୍ତୀୟ ଅଧ୍ୟକ୍ଷ ଅମିତ ଶାହା । ମିଶନ 120 ଲକ୍ଷ୍ୟ ନେଇ ଭାଇଚାର ସହର ରେ ଲୋକଙ୍କ ସହ ସାମିଲ ହେଲେ ଅମିତ ।

ଏହି ରୋଡ଼ ସୋ ରେ ବିଜେପି ହେବିୱେଟ ନେତା ଧର୍ମେନ୍ଦ୍ର ପ୍ରଧାନ  ମଧ୍ୟଙ୍କ ସମେତ  କେନ୍ଦ୍ରାପଡା ଓ କଟକ ଲୋକସଭା ପାର୍ଥି ବୈଜୟନ୍ତ ପଣ୍ଡା ଓ ପ୍ରକାଶ ମିଶ୍ର ମଧ୍ୟ ଶାହା ଙ୍କ ରୋଡ଼ ସୋ ରେ ସମିଲ ହୋଇଥିଲେ । 

ପୂର୍ବରୁ ଆଜି ବିଜେଡି ସଭାପତି ତଥା ରାଜ୍ୟ ର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଟକ ରେ ମଧ୍ୟ ରୋଡ଼ ସୋ କରିଥିଲେ ।ଯେଉଁଥିରେ ହଜାର ହଜାର ବିଜେଡ଼ି ସମର୍ଥକ ସାମିଲ ହୋଇଥିଲେ ।କିନ୍ତୁ ବିଜେଡି ସୁପ୍ରିମୋଙ୍କ ଗସ୍ତ କଟକ ରେ କୌଣସି ପ୍ରଭାବ ପକାଇବ ନାହିଁ ବୋଲି କହିଥିଲେ ବାରବାଟୀ ବିଧାୟକ ପାର୍ଥି ସମୀର ଦେ । 

କାରଣ ଦୀର୍ଘ ଦିନ ହେବ କଟକ ରେ ବଢିଚାଲିଛି ସମସ୍ୟା ଉପରେ ସମସ୍ୟା । ଏହାରିଭିତରେ ଯାଇକା କାମ , ଡ୍ରେନ ଵ୍ୟଵସ୍ଥା , ପରିମଳ ବ୍ୟବସ୍ତା ମଧ୍ୟ ନକହିଲେ ଭଲ 
। ତେବେ ସମାଜ ର ବିକାଶ ନିମିତ୍ତ ବିଜେପି ନିଶ୍ଚୟ ଜନାଦେଶ ଗ୍ରହଣ କରିବ ବୋଲି କହିଛନ୍ତି ସେ ।

ବାଇଟ - ସମୀର ଦେ ( ବାରବାଟୀ ବିଧାୟକ ପାର୍ଥି )
Last Updated : Aug 26, 2019, 9:45 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.