କଟକ: ଭାରତ ଓ ଇଂଲଣ୍ଡ ମଧ୍ୟରେ ଟି-20 ସିରିଜର ନିର୍ଣ୍ଣାୟକ ଲଢେଇ ଆଜି (ଶନିବାର) ଖେଳାଯିବ । ଟେଷ୍ଟ ସିରିଜ ଭାରତ ଜିତିବା ପରେ ଟି-20 ସିରିଜରେ କିଏ ମାରିବ ବାଜି ? ବିଜୟରେ ଟସ୍ର ଭୂମିକା କଣ ରହିବ ?
ସିରିଜରେ ଏଯାବତ ଖେଳାଯାଇଥିବା 4ଟି ମ୍ୟାଚରୁ 3ଟିରେ ଟସ ଜିତିଥିବା ଦଳ ବିଜୟୀ ହୋଇଛି । ଚତୁର୍ଥ ମ୍ୟାଚରେ ଇଂଲଣ୍ଡ ଟସ୍ ଜିତିଥିଲେ ମଧ୍ୟ ପରଜୟ ସାମ୍ନା କରିଥିଲା । ତେବେ ଆଜିର ମ୍ୟାଚ ନିର୍ଣ୍ଣାୟକ ମ୍ୟାଚ ହୋଇଥିବାରୁ କଣ ରହିବ ଉଭୟ ଦଳର ବିଜୟ ରଣନୀତି। କଣ କହୁଛନ୍ତି କ୍ରିକେଟ ଏକ୍ସପର୍ଟ ଶୁଣନ୍ତୁ....
କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ