ETV Bharat / sports

ଆଇପିଏଲ 2021: ପ୍ରମୁଖ ଭାରତୀୟ ଭାଷାରେ କମେଣ୍ଟ୍ରୀ, 100 କମେଣ୍ଟେଟର - ଆଇପିଏଲର 14ତମ ସଂସ୍କରଣ

ପ୍ରସାରଣ ମାନ୍ୟତା ହାସଲ କରିଥିବା ଷ୍ଟାର ଓ ଡିଜନି ଇଣ୍ଡିଆ ଗୁରୁବାର ସମସ୍ତ ଭାଷାର 100ଜଣ କମେଣ୍ଟେଟରଙ୍କ ନାମ ଘୋଷଣା କରିଛନ୍ତି । ଅଧିକ ପଢନ୍ତୁ...

100 commentators across 8 languages announced for IPL 14
ଆଇପିଏଲ 2021: ପ୍ରମୁଖ ଭାରତୀୟ ଭାଷାରେ କମେଣ୍ଟ୍ରୀ, 100 କମେଣ୍ଟେଟର
author img

By

Published : Apr 8, 2021, 9:24 PM IST

Updated : Apr 8, 2021, 9:54 PM IST

ହାଇଦ୍ରାବାଦ: ଘୋଷଣା ହେଲା ଇଣ୍ଡିଆନ ପ୍ରିମିୟର ଲିଗର କମେଣ୍ଟେଟର ତାଲିକା । ପ୍ରସାରଣ ମାନ୍ୟତା ହାସଲ କରିଥିବା ଷ୍ଟାର ଓ ଡିଜନେ ଇଣ୍ଡିଆ ଗୁରୁବାର ସମସ୍ତ ଭାଷାର 100ଜଣ କମେଣ୍ଟେଟରଙ୍କ ନାମ ଘୋଷଣା କରିଛନ୍ତି ।

ଶୁକ୍ରବାର ଠାରୁ ଆମ୍ଭ ହେଉଛି ଆଇପିଏଲର 14ତମ ସଂସ୍କରଣ ।

ଆଇପିଏଲ ଇଂଲିସ, ହିନ୍ଦି, ତାମିଲ , ତେଲଗୁ, କନ୍ନଡ, ମାଲାୟଲମ, ବେଙ୍ଗଲି ଓ ମରାଠି ଭାଷାରେ ଡିଜନି+ହଟସଷ୍ଟାରରେ ଧାରାବିବରଣୀ ସହ ପ୍ରସାରଣ ହେବ ।

ସ୍କଟ ଷ୍ଟାଇରିସ, ବ୍ରାଏନ ଲାରା, ବ୍ରେଟ ଲି, ଗ୍ରେମ ସ୍ବାନ, ଡୋମିନିକ କର୍କ ମଧ୍ୟ ଉପସ୍ଥିତ ରହିବେ । ସେନ ୱାଟସନ, ଡେନ ଷ୍ଟେନ ରସ ଟେଲର, ଗ୍ରେମ ସ୍ମିଥ ଓ କେଭିନ ପିଟରସନ ମଧ୍ୟ ଏକ୍ସପର୍ଟ ଉପସ୍ଥାପକ ଭାବେ ସାମିଲ ହେବେ ।

ତେବେ ନଜର ପକାନ୍ତୁ କେଉଁ କ୍ରିକେଟ ଏକ୍ସପର୍ଟ କେଉଁ ଭାଷାରେ କମେଣ୍ଟ୍ରୀ ଦାୟିତ୍ବରେ ରହିବେ:

ହିନ୍ଦୀ: ଆକାଶ ଚୋପ୍ରା, ନିଖିଲ ଚୋପ୍ରା, ଗୌତମ ଗମ୍ଭୀର, ଅଜିତ ଅଗରକର, ଇରଫାନ ପଠାନ, ପାର୍ଥୀବ ପଟେଲ, ଆରପି ସିଂହ, ଦୀପ ଦାସଗୁପ୍ତା, ସୁନୀଲ ଗାଭାସ୍କର ।

ତାମିଲ: ଅଭିନବ ମୁକୁନ୍ଦ, ସୁବ୍ରମନିୟମ ବଦ୍ରିନାଥ, ହେମାଙ୍ଗ ବଦାନି, ୟୋ ମହେଶ, ସାଦାଗୋପାନ ରମେଶ, ରାଧାକ୍ରୀଷ୍ଣାନ ଶ୍ରୀନିବାସନ, ମୁଥୁରମନ ଆର , କେ ଭି ସତ୍ୟନାରାୟଣ, ଆରଜେ ବାଲାଜି, କ୍ରୀଷ୍ଣାମଚାରୀ ଶ୍ରୀକାନ୍ତ, ଲକ୍ଷ୍ମଣ ଶିବାରମାକ୍ରୀଷ୍ଣନ ଓ ରସେଲ ଆରନୋଲ୍ଡ ।

କନ୍ନଡ: ଭେନୁ ଗୋପାଳ ରାଓ, ଆଶିଷ ରେଡ୍ଡି, ଏମଏସକେ ପ୍ରଶାଦ, କୌଶିକ ଏନସି, କଲ୍ୟାଣ କ୍ରୀଷ୍ଣା, ଶସିକାନ୍ତ ଆଭୁଲାପାଲି ।

ବେଙ୍ଗଲି: ରନଦେବ ବୋସ, ଜୟଦୀପ ମୁଖାର୍ଜୀ, ବୋରିଆ ମଜୁମଦାର, ସଞ୍ଜୀବ ମୁଖାର୍ଜୀ, ସାରାଡିଣ୍ଡୁ ମୁଖାର୍ଜୀ, ଲକ୍ଷ୍ମୀ ରତନ ଶୁକ୍ଲା, ଗୌତମ ଭଟ୍ଟାଚାର୍ଯ୍ୟ ଓ ଦେବାଶିଷ ଦତ୍ତ ।

ମରାଠି: ବିନୋଦ କାମ୍ବଲି, ସନ୍ଦୀପ ପାଟିଲ, ଅମୋଲ ମଜୁମଦାର, ସ୍ନେହାଲ ପ୍ରଧାନ, କୁନାଲ ଦତେ, ପ୍ରଶନ୍ନ ସନ୍ତ, ଓ ଚୈତନ୍ୟ ସନ୍ତ ।

ମାଲାୟଲମ: ସିୟାସ ମହମ୍ମଦ, ବିଷ୍ଣୁ ହରିହରନ, ସିଏମ ଦୀପକ, ସୋନି ଚେରୁଭଥୁର, ତିନୁ ୟୋହାନନ ଓ ରେଫି ଗୋମେଜ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Apr 8, 2021, 9:54 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.