ETV Bharat / sports

Asia cup final: ପ୍ରଥମେ ବୋଲିଂ କରିବ ଭାରତ

author img

By

Published : Oct 15, 2022, 1:14 PM IST

Updated : Oct 15, 2022, 1:23 PM IST

ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଖେଳାଯାଉଛି ମହିଳା ଏସିଆ କପ ଫାଇନାଲ ମୁକାବିଲା । ଟସ୍‌ ଜିତି ଭାରତ ବିପକ୍ଷରେ ପ୍ରଥମେ ବ୍ୟାଟିଂ ନିଷ୍ପତି ନେଇଛି ଶ୍ରୀଲଙ୍କା ।

Asia cup final srilanka won the toss elect to bat first against india
Asia cup final: ପ୍ରଥମେ ବୋଲିଂ କରିବ ଭାରତ

ସିଲହେଟ୍‌: ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଖେଳାଯାଉଛି ମହିଳା ଏସିଆ କପ ଫାଇନାଲ ମୁକାବିଲା । ଟସ୍‌ ଜିତି ଭାରତ ବିପକ୍ଷରେ ପ୍ରଥମେ ବ୍ୟାଟିଂ ନିଷ୍ପତି ନେଇଛି ଶ୍ରୀଲଙ୍କା । ଫଳରେ ପ୍ରଥମେ ବୋଲିଂ କରିବ ସପ୍ତମ ଥର ଏସିଆ କପ୍‌ ଟ୍ରଫି ଜିତିବାକୁ ଲକ୍ଷ୍ୟ ରଖିଥିବା ଭାରତୀୟ ଟିମ । ଅନ୍ୟପଟେ ଶ୍ରୀଲଙ୍କା ପ୍ରଥମ ଟ୍ରପି ବିଜୟ ଲକ୍ଷ୍ୟରେ ରହିଛି ।

ଚୁଡାନ୍ତ ଏକାଦଶ:

ଭାରତ: ହରମନପ୍ରିତ କୌର(କ୍ୟାପଟେନ୍‌), ସ୍ମୃତି ମାନ୍ଧାନା, ଶେଫାଳି ବର୍ମା, ଜେମିମ୍ମା ରୋଡ୍ରିଗ୍ୟୁସ, ରିଚା ଘୋଷ(ୱିକେଟ କିପର), ପୂଜା ବସ୍ତ୍ରକର, ଦିପ୍ତୀ ଶର୍ମା, ସ୍ନେହ ରାଣା, ରହାଲନ ହେମଲତା, ରେଣୁକା ଠାକୁର, ରାଜେଶ୍ବରୀ ଗାଏକ୍ବାଡ ।

ଶ୍ରୀଲଙ୍କା: ସି ଆଟାପଟ୍ଟୁ(କ୍ୟାପଟେନ୍‌), ଏଚ୍‌. ମାଧବୀ, ଏଚ୍‌. ପରେରା, ଏନ ଡି ସିଲଭା, କେ ଦିଲହାରି, ଏ ସଞ୍ଜିବନୀ(ୱିକେଟ କିପର), ଏମ ସେହାନୀ, ଓ ରାଣାସିଙ୍ଘେ, ଏସ୍‌ କୁମାରୀ, ଆଇ ରାଣାବୀରା, ଏ କୁଳସୁରିୟା ।

Last Updated : Oct 15, 2022, 1:23 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.