ETV Bharat / sports

ବିଫଳତାରୁ ମିଳିଛି ଶିକ୍ଷା, ସିନ୍ଧୁଙ୍କ ଫୋକସରେ ଅଲମ୍ପିକ ମେଡାଲ

ପ୍ରଥମ ଭାରତୀୟ ସର୍ଟଲର ଭାବେ ୱାଲର୍ଡ ଚମ୍ପିଆନସିପରେ ସ୍ବର୍ଣ୍ଣ ବିଜେତା ପି.ଭି ସିନ୍ଧୁ କହିଛନ୍ତି ସମାଲୋଚନାରେ ସେ ପ୍ରଭାବିତ ନୁହଁନ୍ତି । ଅଲମ୍ପିକ୍ସରେ ପଦକ ବିଜୟ ପାଇଁ ସେ କଠିନ ପରିଶ୍ରମ କରୁଛନ୍ତି । ଅଧିକ ପଢନ୍ତୁ...

author img

By

Published : Jan 2, 2020, 10:37 AM IST

win a medal at the Olympics
ସିନ୍ଧୁଙ୍କ ଫୋକସରେ ଅଲମ୍ପିକ ମେଡାଲ

ନୂଆଦିଲ୍ଲୀ: ଭାରତର ଷ୍ଟାର ବ୍ୟାଡମିଣ୍ଟନ ଖେଳାଳି ପି.ଭି ସିନ୍ଧୁଙ୍କ ବଡ ବୟାନ । ସିନ୍ଧୁ କହିଛନ୍ତି ସମାଲୋଚନାରେ ସେ ପ୍ରଭାବିତ ନୁହଁନ୍ତି । ଅଲମ୍ପିକ୍ସରେ ପଦକ ବିଜୟ ପାଇଁ ସେ କଠିନ ପରିଶ୍ରମ କରୁଛନ୍ତି ।

ବର୍ଷ 2019ରେ ପ୍ରଥମ ଭାରତୀୟ ସର୍ଟଲର ଭାବେ ୱାଲର୍ଡ ଚମ୍ପିଆନସିପରେ ସ୍ବର୍ଣ୍ଣ ବିଜେତା ହେଇଥିଲେ ପି.ଭି ସିନ୍ଧୁ । ତେବେ ଏହାପରେ କ୍ରମାଗତ ଭାବେ ସିନ୍ଧୁଙ୍କ ଖରାପ ପ୍ରଦର୍ଶନ ଦେଖିବାକୁ ମିଳିଥିଲା । ଏମିତିକି ସିନ୍ଧୁ ପ୍ରାରମ୍ଭିକ ରାଉଣ୍ଡରୁ ପ୍ରାୟ 5ରୁ 6ଟି ଟୁର୍ଣ୍ଣାମେଣ୍ଟରୁ ବିଦାୟ ନେଇଥିଲେ । ପୂର୍ବ ସଂସ୍କରଣରେ ଚମ୍ପିଆନ ସିନ୍ଧୁ ୱାଲର୍ଡ ଟୁର ଫାଇନାଲ ଟାଇଟେଲ ମଧ୍ୟ ରକ୍ଷା କରିପାରିନଥିଲେ । ଏହାପରେ ସମାଲୋଚନାର ଶୀକାର ହୋଇଥିଲେ ସେ ।

ତେବେ ନୂଆ ବର୍ଷରେ ନୂଆ ଜୋଶ ସହିତ ଅଲମ୍ପିକରେ ପଦକ ବିଜୟ ଲକ୍ଷ୍ୟ ରଖିଛନ୍ତି ସିନ୍ଧୁ । ବିଫଳତାରୁ ଶିକ୍ଷା ମିଳେ, ଖରାପ ପ୍ରଦର୍ଶନ ସମୟରେ ସକରାତ୍ମକ ମନୋବଳ ରଖି ପୁଣି ବିଜୟ ଟ୍ରାକକୁ ଫେରିବା ସବୁଠୁ ବଡକଥା ବୋଲି କହିଛନ୍ତି ସିନ୍ଧୁ ।

Intro:Body:

blank

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.