ETV Bharat / sports

ଇଣ୍ଡୋନେସିଆ ମାଷ୍ଟର୍ସ: 2ୟରେ ରାଉଣ୍ଡରେ ସିନ୍ଧୁ

author img

By

Published : Jan 16, 2020, 10:22 AM IST

ଜାପାନର ଆୟା ଓହରିଙ୍କୁ 14-21, 21-15, 21-11 ସେଟରେ ହରାଇ ଇଣ୍ଡୋନେସିଆ ଓପନର 2ୟ ରାଉଣ୍ଡରେ ପ୍ରବେଶ କରିଛନ୍ତି ପିଭି ସିନ୍ଧୁ । ଅଧିକ ପଢନ୍ତୁ...

Indonesia Masters
ଇଣ୍ଡୋନେସିଆ ମାଷ୍ଟର୍ସ

ଯାକର୍ତ୍ତା: ଇଣ୍ଡୋନେସିଆ ଓପନର 2ୟ ରାଉଣ୍ଡରେ ପ୍ରବେଶ କରିଛନ୍ତି ପିଭି ସିନ୍ଧୁ । ସିନ୍ଧୁ ଜାପାନର ଆୟା ଓହରିଙ୍କୁ 14-21, 21-15, 21-11 ସେଟରେ ହରାଇଛନ୍ତି । ବିଶ୍ବ ମାନ୍ୟତାର 20 ନଂ ସ୍ଥାନରେ ରହିଛନ୍ତି ଆୟା ଓହରି । ସିନ୍ଧୁ ଓ ଓହରିଙ୍କ ମଧ୍ୟରେ ଖେଳାଯାଇଥିବା ଶେଷ 10 ଟି ମ୍ୟାଚରେ ସିନ୍ଧୁ ବିଜୟୀ ହୋଇଛନ୍ତି । ଗତ ସପ୍ତାହରେ ମାଲେସିଆ ମାଷ୍ଟର୍ସର 2ୟ ରାଉଣ୍ଡରେ ସିନ୍ଧୁ ଓହରିଙ୍କୁ ହରାଇଥିଲେ ।

24 ବର୍ଷିୟ ଭାରତୀୟ ଷ୍ଟାର ସର୍ଟଲର ପିଭି ସିନ୍ଧୁ 2ୟ ରାଉଣ୍ଡରେ ଜାପାନର ସୟାକା ତକାହସିଙ୍କୁ ଭେଟିବେ । ତକାହସି ଅନ୍ୟତମ ଭାରତୀୟ ସର୍ଟଲର ସାଇନା ନେହୱାଲଙ୍କୁ 21-19, 13-21, 5-21 ସେଟରେ ହରାଇଛନ୍ତି । ଫଳରେ ସାଇନା ପ୍ରାରମ୍ଭିକ ରାଉଣ୍ଡରୁ ପରାଜୟ ସହ ବିଦାୟ ନେଇଛନ୍ତି । ପୂର୍ବଥର ସାଇନା ଏହି ସମ୍ମାନଜନକ ଟୁର୍ଣ୍ଣାମେଣ୍ଟରେ ଟାଇଟେଲ ବିଜୟୀ ହୋଇଥିଲେ ।

Intro:Body:

bgbn

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.