ETV Bharat / sports

ମାଲେସିଆ ମାଷ୍ଟର୍ସ: ପୁରୁଷ ବର୍ଗରେ ଭାରତ ନିରାଶ - ମାଲେସିଆ ମାଷ୍ଟର୍ସ

ପୁରୁଷ ବର୍ଗରେ ଭାରତୀୟ ଷ୍ଟାର ବ୍ୟାଡମିଣ୍ଟନ ଖେଳାଳି ପାରୁପଲ୍ଲୀ କାଶ୍ୟପ ପ୍ରଥମ ମ୍ୟାଚରେ ପରାଜୟର ସ୍ବାଦ ଚାଖିଛନ୍ତି ।

parupalli-kashyap-bows-out-of-malaysia-masters
ପାରୁପଲ୍ଲୀ କାଶ୍ୟପ
author img

By

Published : Jan 8, 2020, 8:01 PM IST

କ୍ବାଲାଲାମପୁର: ଏଠାରେ ଚାଲିଥିବା ମାଲେସିଆ ମାଷ୍ଟର୍ସ ବ୍ୟାଡମିଣ୍ଟନ ଚମ୍ପିଆନସିପର ପୁରୁଷ ବର୍ଗରେ ଭାରତକୁ ଲାଗିଛି ଝଟକା । ପୁରୁଷ ବର୍ଗରେ ଭାରତୀୟ ଷ୍ଟାର ବ୍ୟାଡମିଣ୍ଟନ ଖେଳାଳି ପାରୁପଲ୍ଲୀ କାଶ୍ୟପ ପ୍ରଥମ ମ୍ୟାଚରେ ପରାଜୟର ସ୍ବାଦ ଚାଖିଛନ୍ତି ।

ତେବେ ବୁଧବାର ଖେଳାଯାଇଥିବା ମ୍ୟାଚରେ ସେ ଜାପାନି ଖେଳାଳି କେଣ୍ଟୋ ମୋମାଟାଙ୍କଠାରୁ 17-21, 16-21ର ସିଧାସଳଖ ସେଟରେ ପରାସ୍ତ ହୋଇ ଟୁର୍ଣ୍ଣାମେଣ୍ଟରୁ ବାହାର ହୋଇଯାଛନ୍ତି । ସେହିପରି ଅନ୍ୟତମ ସର୍ଟଲର ସାଇ ପ୍ରଣୀଥ୍‌ ମଧ୍ୟ ପ୍ରଥମ ରାଉଣ୍ଡରେ ପରାସ୍ତ ହୋଇ ଟୁର୍ଣ୍ଣାମେଣ୍ଟରୁ ବିଦା ହୋଇଛନ୍ତି । ଏହି 27 ବର୍ଷିୟ ସର୍ଟଲର ଡେନମାର୍କ ଖେଳାଳି ରାସମୁସ ଗେମେକ୍‌ଙ୍କଠାରୁ 11-21, 15-21 ସେଟରେ ସିଧାସଳଖ ପରାସ୍ତ ହୋଇଛନ୍ତି ।

Intro:Body:

Kuala Lumpur: Ace Indian shuttler Parupalli Kashyap bowed out of Malaysia Masters after a straight-sets defeat at the hands of World Number one in a first-round match, here on Wednesday.

Kento Momota of Japan thrashed Kashyap 17-21, 16-21 in a match that lasted 43 minutes.

Meanwhile, PV Sindhu advanced to the second round of the tournament. In a 35 minutes long match, she defeated Russia's Evgeniya Kosetskaya 21-15, 21-13.

Earlier in the day, Saina Nehwal qualified for the second round after defeating Lianne Tan 21-15, 21-17.

Sai Praneeth was knocked out of the tournament in the first round. The 27-year-old faced a straight-game defeat at the hands of Denmark's Rasmus Gemke 11-21, 15-21.

On Tuesday, Indian doubles pair of Satwiksairaj Rankireddy and Chirag Shetty crashed out of Malaysia Masters after losing to Malaysia's Ong Yew Sin and Teo Ee Yi.

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.