ETV Bharat / sports

ଜାପାନ ଓପନ: ଦମଦାର ଫାଇଟ୍ସବ୍ୟାକ ସହ କ୍ବାଟରରେ ସିନ୍ଧୁ - ଆୟା ଓହରିଙ୍କୁ ହରାଇଲେ ସିନ୍ଧୁ

ବିଶ୍ବ ମାନ୍ୟତାର 20 ନଂ ସ୍ଥାନରେ ଥିବା ଜାପାନର ଆୟା ଓହରିଙ୍କୁ 11-21, 21-10, 21-13 ସେଟରେ ହରାଇ ଜାପାନ ଓପନର କ୍ବାଟରଫାଇନାଲରେ ପ୍ରବେଶ କରିଛନ୍ତି ଭାରତୀୟ ସର୍ଟଲର ପିଭି ସିନ୍ଧୁ ।

ଫଟୋ ସୌଜନ୍ୟ: ସୋସିଆଲ ମିିିଡିଆ
author img

By

Published : Jul 25, 2019, 1:04 PM IST

ହାଇଦ୍ରାବାଦ: ଜାପାନ ଓପନର କ୍ବାଟରଫାଇନାଲରେ ପ୍ରବେଶ କରିଛନ୍ତି ଭାରତୀୟ ସର୍ଟଲର ପିଭି ସିନ୍ଧୁ । ବିଶ୍ବ ମାନ୍ୟତାର 20 ନଂ ସ୍ଥାନରେ ଥିବା ଜାପାନର ଆୟା ଓହରିଙ୍କୁ 11-21, 21-10, 21-13 ସେଟରେ ହରାଇ କ୍ବାଟର ଫାଇନାଲରେ ପ୍ରବେଶ କରିଛନ୍ତି ସିନ୍ଧୁ ।

ତେବେ ଏହି ମ୍ୟାଚରେ ପ୍ରଥମ ସେଟରେ 11-21ପଏଣ୍ଟରେ ପରାସ୍ତ ହୋଇଥିଲେ ବିଶ୍ବ ମାନ୍ୟତାର 5ନଂ ସ୍ଥାନରେ ଥିବା ସିନ୍ଧୁ । ମାତ୍ର ପରବର୍ତ୍ତୀ 2ଟି ସେଟକୁ 21-10, 21-13 ପଏଣ୍ଟରେ ଜିତି ଜବରଦସ୍ତ କମବ୍ୟାକ ସହ ବିଜୟୀ ହୋଇଥିଲେ ସିନ୍ଧୁ । ଏହି ବିଜୟ ସହ ଆୟା ଓହରିଙ୍କ ବିପକ୍ଷରେ ସିନ୍ଧୁଙ୍କ 8-0 ର ଅଜୟ ରେକର୍ଡ ବଳବତ୍ତର ରହିଛି ।

Intro:Body:

TEST

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.