ETV Bharat / sports

ହଂକଂ ଓପନ: କ୍ବାର୍ଟର ଫାଇନାଲରେ କିଦାମ୍ବି ଶ୍ରୀକାନ୍ତ

author img

By

Published : Nov 14, 2019, 3:10 PM IST

ଭାରତୀୟ ଷ୍ଟାର ସର୍ଟଲର କିଦାମ୍ବି ଶ୍ରୀକାନ୍ତ ହଂକଂ ଓପନ ସୁପର 500 କ୍ବାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି ।

କିଦାମ୍ବି ଶ୍ରୀକାନ୍ତ

ହାଇଦ୍ରାବାଦ: ଭାରତୀୟ ଷ୍ଟାର ସର୍ଟଲର କିଦାମ୍ବି ଶ୍ରୀକାନ୍ତ ହଂକଂ ଓପନ ସୁପର 500 କ୍ବାର୍ଟରଫାଇନାଲରେ ପ୍ରବେଶ କରିଛନ୍ତି । ଶ୍ରୀକାନ୍ତ 21-11, 15-21, 21-19 ସେଟରେ ସୌରଭ ବର୍ମାଙ୍କୁ ପରାସ୍ତ କରିଛନ୍ତି ।

ଶ୍ରୀକାନ୍ତ ପ୍ରଥମ ରାଉଣ୍ଡରେ ବିଶ୍ବ ମାନ୍ୟତାର ନଂ1 ଖେଳାଳି ଜାପାନର କେଣ୍ଟୋ ମୋମତାଙ୍କ ଠାରୁ ଅଳ୍ପକେ ପରାଜୟରୁ ରକ୍ଷା ପାଇଥିଲେ । ପୁରୁଷ ଏକକ ବର୍ଗରେ ଶ୍ରୀକାନ୍ତ ନିଜ ଫର୍ମକୁ ନେଇ ସଂଘର୍ଷ କରୁଥିଲେ । ତେବେ ଏହି ଟୁର୍ଣ୍ଣାମେଣ୍ଟରେ ଶ୍ରୀକାନ୍ତଙ୍କ ପ୍ରଦର୍ଶନ ଦମଦାର ରହିଛି । ସଦ୍ୟପ୍ରକାଶିତ ବ୍ୟାଡମିଣ୍ଟନ ରାଙ୍କିଙ୍ଗରେ ଶ୍ରୀକାନ୍ତ ଶ୍ରେଷ୍ଠ ସ୍ଥାନ 10 ମଧ୍ୟରେ ସ୍ଥାନ ପାଇନଥିଲେ ।

ଅନ୍ୟପଟେ ପୁରୁଷ ଏକକ ବର୍ଗରେ ଅନ୍ୟତମ ଭାରତୀୟ ସର୍ଟଲର ଏଚ ଏଚ ପ୍ରଣୟ ପରାଜିତ ହୋଇ ଟୁର୍ଣ୍ଣାମେଣ୍ଟରୁ ବାଦ ପଡିଛନ୍ତି । ବିଶ୍ବମାନ୍ୟତାର 6ନଂ ସ୍ଥାନରେ ଥିବା ଜୋମନାତନ କ୍ରିଷ୍ଟ 12-21, 19-21 ସେଟରେ ପରାସ୍ତ ହୋଇଛନ୍ତି ।

Intro:Body:

BLANK

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.