ETV Bharat / sports

କୋରୋନା ଭାଇରସ: ଜୁଲାଇ ଯାଏଁ ସମସ୍ତ ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟ ବାତିଲ - COVID-19

ଆଗାମୀ ଜୁଲାଇ ମାାସ ସମସ୍ତ ପ୍ରକାର ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟ ବାତିଲ ହୋଇଛି । କୋରୋନା ଭାଇରସ ସଂକ୍ରମଣ ଭୟ ଯୋଗୁଁ ବ୍ୟାଡମିଣ୍ଟନ ୱାର୍ଲ୍ଡ ଫେଡେରେସନ(BWF) ଏହି ନିଷ୍ପତି ନେଇଛି ।

BWF suspends all its tournaments till july
କୋରୋନା ଭାଇରସ: ଜୁଲାଇ ଯାଏଁ ସମସ୍ତ ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟ ବାତିଲ
author img

By

Published : Apr 7, 2020, 10:53 AM IST

ନୂଆଦିଲ୍ଲୀ: ଆଗାମୀ ଜୁଲାଇ ମାାସ ସମସ୍ତ ପ୍ରକାର ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟ ବାତିଲ ହୋଇଛି । କୋରୋନା ଭାଇରସ ସଂକ୍ରମଣ ଭୟ ଯୋଗୁଁ ବ୍ୟାଡମିଣ୍ଟନ ୱାର୍ଲ୍ଡ ଫେଡେରେସନ(BWF) ଏହି ନିଷ୍ପତି ନେଇଛି ।

ବାତିଲ ହୋଇଥିବା ଟୁର୍ଣ୍ଣାମେଣ୍ଟ ମଧ୍ୟରେ ଅନ୍ତର୍ଜାତୀୟ, ଜୁନିୟର ଓ ପାରା ଟୁର୍ଣ୍ଣାମେଣ୍ଟ ମଧ୍ୟ ରହିଛି । ଏନେଇ ବ୍ୟାଡମିଣ୍ଟନ ୱାର୍ଲ୍ଡ ଫେଡେରେସନ ପକ୍ଷରୁ ସ୍ପଷ୍ଟ କରାଯାଇଛି ।

ତେବେ ଏହି ନିଷ୍ପତି ପରେ ଇଣ୍ଡୋନେସିଆ ଓପନ 2020(ସୁପର 1000) ଟୁର୍ଣ୍ଣାମେଣ୍ଟ ସର୍ବାଧିକ ପ୍ରଭାବିତ ହେବାକୁ ଯାଉଛି ।

ନଜର ପକାନ୍ତୁ ବାତିଲ ହେବାକୁ ଥିବା ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟ ଉପରେ...

ଗ୍ରେଡ 2 ଅନ୍ତର୍ଜାତୀୟ ଟୁର୍ଣ୍ଣମେଣ୍ଟ:

ଅଷ୍ଟ୍ରେଲିଆନ ଓପନ 2020(2-7 ଜୁନ)

ଥାଇଲାଣ୍ଡ ଓପନ 2020()9-14 ଜୁନ)

ଇଣ୍ଡୋନେସିଆ ଓପନ(16-21 ଜୁନ)

ରଷିଆନ ଓପନ 2020(7-12 ଜୁଲାଇ)

ଗ୍ରେଡ 3, ଜୁନିୟର ଓ ପାରା ବ୍ୟାଡମିଣ୍ଟନ:

ଡେନମାର୍କ ଚ୍ୟାଲେଞ୍ଜ 2020(7-10 ମେ)

ସ୍ଳୋଭାନିଆ ଅନ୍ତର୍ଜାତୀୟ 2020(13-16 ମେ)

ଲାଟଭିଆ ଅନ୍ତର୍ଜାତୀୟ 2020(28-31 ମେ)

ଭିଏତନାମ ଅନ୍ତ୍ରର୍ଜାତୀୟ ଚ୍ୟାଲେଞ୍ଜ 2020(2-7 ଜୁନ)

ଲିଥୁଆନିଆନ ଅନ୍ତର୍ଜାତୀୟ ଚ୍ୟାଲେଞ୍ଜ 2020(4-7 ଜୁନ)

କାନାଡା ପାରା ବ୍ୟାଡମିଣ୍ଟନ ଅନ୍ତର୍ଜାତୀୟ 2020(9-14 ଜୁନ)

ରୁଷିଆନ ଅନ୍ତର୍ଜାତୀୟ ଜୁନିୟର ହ୍ବାଇଟ ନାଇଟ 2020(25-28 ଜୁନ)

ହ୍ବାଇଟ ନାଇଟ 2020(1-5 ଜୁଲାଇ)

ଅଲ ଇଂଲଣ୍ଡ ଜୁନିୟର ବ୍ୟାଡମିଣ୍ଟନ ଚମ୍ପିଆନସିପ 2020(16-19 ଜୁଲାଇ)

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.