ETV Bharat / sports

ଚାଇନା ଓପନ: କ୍ବାର୍ଟରରେ ହାରିଲେ ପ୍ରଣୀଥ, ଭାରତର ଅଭିଯାନ ଶେଷ - ସାଇ ପ୍ରଣୀଥଙ୍କ ପରାଜୟ ସହ ଭାରତର ଅଭିଯାନ ଶେଷ

ଚାଇନା ଓପନ ଓ୍ବାର୍ଲ୍ଡ ଟୁର 1000 ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟରେ ଭାରତର ଅଭିଯାନ ଶେଷ । ଶୁକ୍ରବାର ବି. ସାଇ ପ୍ରଣୀଥ କ୍ବାର୍ଟର ଫାଇନାଲରେ ପରାସ୍ତ ହୋଇଛନ୍ତି ।

ଫଟୋ ସୌଜନ୍ୟ- ସୋସିଆଲ ମିଡିଆ
author img

By

Published : Sep 20, 2019, 9:39 PM IST

ଚଙ୍ଗ୍‌ଝୋ: ଏଠାରେ ଚାଲିଥିବା ଚାଇନା ଓପନ ଓ୍ବାର୍ଲ୍ଡ ଟୁର 1000 ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟରେ ଭାରତର ଅଭିଯାନ ଶେଷ ହୋଇଯାଇଛି । ଶୁକ୍ରବାର ଭାରତ ପାଇଁ ଶେଷ ଆଶା ଭାବେ ଉଜ୍ଜିବୀତ ଥିବା ବି. ସାଇ ପ୍ରଣୀଥ କ୍ବାର୍ଟର ଫାଇନାଲରେ ପରାସ୍ତ ହୋଇଛନ୍ତି ।

ସେ ପୁରୁଷ ସିଙ୍ଗିଲ୍ସ ବର୍ଗରେ ଆନ୍ଥୋନୀ ସିନିସୁକା ଗିଣ୍ଟିଂଙ୍କଠାରୁ 21-16, 6-21, 16-21 ଗେମରେ ପରାସ୍ତ ହୋଇଛନ୍ତି । ତେବେ ପ୍ରଥମ ରାଉଣ୍ଡରେ ବିଜୟ ହେବା ସତ୍ତ୍ବେ ମଧ୍ୟ ଶେଷ ଦୁଇ ରାଉଣ୍ଡରେ ପରାସ୍ତ ହୋଇଥିଲେ ।
ତେବେ ଗୁରୁବାର ଅଲମ୍ପିକ ରୈପ୍ୟ ପଦକ ବିଜେତା ପିଭି ସିନ୍ଧୁ ମଧ୍ୟ କ୍ବାର୍ଟର ରାଉଣ୍ଡରୁ ପରାସ୍ତ ହୋଇ ଅଭିଯାନ ଶେଷ କରିଥିଲେ । ସେହିପରି ପ୍ରଥମ ରାଉଣ୍ଡରୁ ଅନ୍ୟତମ ଷ୍ଟାର ସଟଲର ସାଇନା ନେହ୍ବାଲ ମଧ୍ୟ ପରାସ୍ତ ହୋଇ ଯାତ୍ରା ଶେଷ କରିଥିଲେ ।

Intro:Body:

BLANK

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.