ETV Bharat / sports

କରୋଲିନା ମାରିନ ଥାଇଲାଣ୍ଡ ଓପନ ଚମ୍ପିଆନ - ଥାଇଲାଣ୍ଡ ଓପନ ଚମ୍ପିଆନ

ଚଳିତ ବର୍ଷର ଥାଇଲାଣ୍ଡ ଓପନ ନିଜ ନାମରେ କରିଛନ୍ତି ଷ୍ଟାର ସର୍ଟଲର କରୋଲିନା ମାରିନ । ଅଧିକ ପଢନ୍ତୁ...

କାରୋଲିନା ମାରିନ ଥାଇଲାଣ୍ଡ ଓପନ ଚମ୍ପିଆନ
କାରୋଲିନା ମାରିନ ଥାଇଲାଣ୍ଡ ଓପନ ଚମ୍ପିଆନ
author img

By

Published : Jan 17, 2021, 8:52 PM IST

ବ୍ୟାଙ୍କକ୍: ଚଳିତ ବର୍ଷର ଥାଇଲାଣ୍ଡ ଓପନ ନିଜ ନାମରେ କରିଛନ୍ତି ଷ୍ଟାର ସର୍ଟଲର କରୋଲିନା ମାରିନ । ରବିବାର ଫାଇନାଲ ମୁକାବିଲାରେ ତାଇ ଜୁ-ୟିଙ୍ଗଙ୍କୁ ହରାଇଛନ୍ତି ମାରିନ । 27 ବର୍ଷୀୟା ମାରିନ ମହିଳା ଏକକ ବର୍ଗରେ ପୂର୍ବରୁ ବିଶ୍ବରେ ନଂ1ରେ ରହିଛନ୍ତି ।

ନିଜର ପୁରୁଣା ଆକ୍ରମଣାତ୍ମକ ଅନ୍ଦାଜର ଦମରେ ଏହି ଟାଇଟେଲ ହାସଲ କରିଛନ୍ତି । 42 ମିନିଟ ଧରି ଖେଳାଯାଇଥିବା ଏହି ମ୍ୟାଚରେ 21-9, 21-16 ସେଟ୍‌ରେ ସିଧାସଳଖ ବିଜୟ ହାସଲ କରିଛନ୍ତି । ଏଥିସହ ପୁନର୍ବାର ଅଲମ୍ପିକ ମେଡାଲ ହାସଲ କରିବା ନେଇ ସଙ୍କେତ ଦେଇଛନ୍ତି ।

ସେହିପରି ପୁରୁଷ ଏକକ ବର୍ଗରେ ଡେନମାର୍କର ଭିକ୍ଟର ଏକ୍ସଲସେନ ହଂକଂର ଏଙ୍ଗୁସ ଲଙ୍ଗ୍‌ଙ୍କୁ 21-14, 21-14 ସେଟ୍‌ ରେ ହରାଇ ଚମ୍ପିଆନ ହୋଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.